Monthly Archives

August 2022

ପବିତ୍ର ଅଗଷ୍ଟ କ୍ରାନ୍ତି ଦିବସରେ ଅମର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ସମ୍ବଲପୁର: ପବିତ୍ର ଅଗଷ୍ଟ କ୍ରାନ୍ତି ଦିବସ ପରି ଆଜିର ଏହି ଐତିହାସିକ ଦିନରେ ପଶ୍ଚିମାଞ୍ଚଲ୍‌ ଏକତା ମଞ୍ଚ ପକ୍ଷରୁ ଏହି ମାଟିର ବଳିଦାନୀ ପୁତ୍ର ବୀର ସୁରେନ୍ଦ୍ର ସାଏଙ୍କ ଅଶ୍ୱାରୋହୀ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ସହିତ ମାଲ୍ୟାର୍ପଣ କରାଯାଇଛି । ସେହିପରି ସ୍ଥାନୀୟ କଚେରୀ ଛକ ଠାରେ
Read More...

ସମ୍ବଲପୁର ଜିଲ୍ଲାରେ ୭୭୨ଟି ଅଭିଯୋଗର ଶୁଣାଣି

ସମ୍ବଲପୁର:ସମଗ୍ର ସମ୍ବଲପୁର ଜିଲ୍ଳାରେ ମୋଟ ୭୭୨ଟି ଅଭିଯୋଗର ଶୁଣାଣି ହୋଇଛି ।ଏଥିମଧ୍ୟରୁ ବ୍ୟକ୍ତିଗତ ଶୁଣାଣି ୬୮୭ଟି ଓ ୯୪ଟି ସାମୂହିକ ଶୁଣାଣି ରହିଛି । ଗତକାଲି ବ୍ୟକ୍ତିଗତ ଶୁଣାଣି ମଧ୍ୟରୁ ୧୦୧ଟି ଅଭିଯୋଗର ତୁରନ୍ତ ଫଇସଲା ହେଇଥିଲା । ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ପୁଲିସ ଅଧିକ୍ଷକ ବି.
Read More...

ଛୁରାମାଡ଼ରେ ଯୁବକ ଗୁରୁତର

ଗଞ୍ଜାମ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ମେରୁବନ୍ଧ ସାହିରେ ଯୁବକକୁ ଛୁରା ମାଡ଼ । ଛୁରା ମାଡ଼ରେ ଅନିରୁଦ୍ଧ ନାୟକ ନାମକ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ବିଳମ୍ବିତ ରାତିରେ
Read More...

ଗଜପତି ଜିଲ୍ଲାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଶୁଭାରମ୍ଭ

ପାରଳାଖେମୁଣ୍ଡି : ଜିଲ୍ଲା ମିଶନ ଶକ୍ତି ଆନୁକୂଲ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଜୀବିକା ବିକାଶ ଓ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ମଧ୍ୟ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ମିଶନ ଶକ୍ତି ମହିଳା
Read More...

୯୫୦ ଲିଟର ମଦ ଜବତ, ୪ ଗିରଫ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଦମେଇପାଲି ଗାଁରେ ପାଟଣାଗଡ଼ ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ଚାଲିଥିବା ଜାଣି ସୋମବାର ଅବକାରୀ ବିଭାଗ ଥାନା ଅଧିକାରୀ ସତ୍ୟ ନାରାୟଣ ଦାସଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ବ୍ୟାପକ ଦେଶୀ ମଦ ସହିତ ବିଦେଶୀ ମଦ ଓ
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡିଆରଡିଏ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲପାଳ ସୂର୍ଯ୍ୟନାରାୟଣ ଦାଶ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି
Read More...

କିଏ କେଉଁଠି ଜାତୀୟ ପତାକା ଉତ୍ତୋଳନ କରିବେ?

ଭୁବନେଶ୍ୱର : ସ୍ୱାଧୀନତା ଦିବସରେ ରାଜ୍ୟର ୨୧ ଜିଲ୍ଲା ମୁଖ୍ୟାଳୟରେ ମନ୍ତ୍ରୀମାନେ ଜାତୀୟ ପତାକା ଉତ୍ତୋଳନ କରିବେ। ବ୍ରହ୍ମପୁର ଓ ରାଉରକେଲାରେ ଆର୍‌ଡିସି ପତାକା ଉତ୍ତୋଳନ କରିବେ। ବାକି ଜିଲ୍ଲାରେ ଜିଲ୍ଲାପାଳମାନେ ଜାତୀୟ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସୂଚନା ଓ
Read More...

ଏସିଆ କପ୍‌ ପାଇଁ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ :ଏସିଆ କପ୍‌ ୨୦୨୨ ପାଇଁ ବିସିସିଆଇ ୧୫ ସଦସ୍ୟ ବିଶିଷ୍ଟ ଭାରତୀୟ କ୍ରିକେଟ୍‌ ଦଳ ଘୋଷଣା କରିଛି । ପିଠିରେ ଆଘାତ ଲାଗିଥିବାରୁ ଟିମ୍‌ ଇଣ୍ଡିଆର ତାରକା ବୋଲର ଜସପ୍ରୀତ ବୁମ୍ରା ଟୁର୍ନାମେଣ୍ଟରୁ ବାଦ ପଡିଛନ୍ତି । ପୂର୍ବତନ ଅଧିନାୟକ ବିରାଟ କୋହଲି ଦଳକୁ ଫେରିଛନ୍ତି । ସେ ଶେଷ ଥର
Read More...

ବୌଦ୍ଧ ଜେଏନଭି ତରଫରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

ବୌଦ୍ଧ,୮ା୮ : ଜବାହର ନବୋଦୟ ବିଦ୍ୟାଳୟ ବୌଦ୍ଧରେ ହର ଘର ତ୍ରିରଙ୍ଗା ରାଲିର ଆୟୋଜନ କରାଯାଇଛି । ଏଥିରେ ସ୍କାଉଟ ଓ ଗାଇଡ, ଏନସିସି, ଏନଏମଏସର ଛାତ୍ରଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ବୌଦ୍ଧ ନବୋଦୟରୁ ବାହାରି ପାଖରେ ଥିବା ଏରେଡା ଗ୍ରାମ
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ବୌଦ୍ଧଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର

ବୌଦ୍ଧ,୮ା୮ : ବୌଦ୍ଧଜିଲ୍ଲା ହରଭଙ୍ଗା ପଂଚାୟତ ସମିତି ସଭାଗୃହ ଠାରେ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ବୌଦ୍ଧଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଭାରପ୍ରାପ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର
Read More...