Monthly Archives

August 2022

ସିଆଇଟିୟୁର ଆଇନ୍‌ ଅମାନ୍ୟ ଆନ୍ଦୋଳନ

ଦଶପଲ୍ଲା : ଆଜି ଅଗଷ୍ଟ ୮ ତାରିଖ ଦିନ ସିଆଇଟିୟୁ ,ଅଖିଳ ଭାରତ କୃଷକ ସଭା ଓ ଅଖିଳ ଭାରତ କ୍ଷେତ ମଜଦୂର ୟୁନିଆନ ପକ୍ଷରୁ ଦଶପଲ୍ଲାରେ ଆଇନ ଅମାନ୍ୟ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ଦରଦାମ ବୃଦ୍ଧି ବିରୁଦ୍ଧରେ, ବେକାରଙ୍କୁ ନିଯୁକ୍ତି, ଠିକା ଶ୍ରମିକ ମାନଙ୍କୁ ଓ ଆଉଟ୍‌ ସୋର୍ଶିଂ ନିଯୁକ୍ତ
Read More...

ଗୁଜରାଟର ରଜକୋଟକୁ ଦାଦନ ଖଟିବାକୁ ଯାଇ ମିଲନ ନାୟକ ନିଖୋଜ

ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ଯେଉଁଠାରେ ନାହିଁ କୌଣସି ଖଣି ଖାଦାନ କି ବଡ଼ କମ୍ପାନୀ,ଯେଉଁଠାରେ ଲୋକେ ଶ୍ରମିକ ଭାବରେ ରହି କାମକରି ରୋଜଗାର କରିବେ ଓ ଜୀବିକା ନିର୍ବାହ କରିବେ । ଏହିପରି ସ୍ଥଳେ ଅଞ୍ଚଳର ବହୁ ଯୁବା ଯୁବତୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ
Read More...

ଜୈବିକ କୃଷି ଶିକ୍ଷା କାର୍ଯ୍ୟକ୍ରମ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଆଠଗୋଟି ପଞ୍ଚାୟତ କାଟିଙ୍ଗିଆ, କୁମ୍ଭାରୀ ଗାଁ , ଝିଞ୍ଜିରିଗୁଡା, ଗଦାପୁର, ତାଜୁଙ୍ଗିଆ, ହତିମୁଣ୍ଡା, ସାରାମୁଳି ପଞ୍ଚାୟତର ଚାଷୀମାନଙ୍କୁ ନେଇ ଜୈବିକ ପଦ୍ଧତିରେ କୃଷିଜାତ ଫସଲ ଅମଳ କରିବାର
Read More...

ଗିରାସିଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବୌଦ୍ଧ,୮ା୮ : ବୌଦ୍ଧ ବ୍ଲକ ମୁର୍ଷୁଣ୍ଢିି ଗ୍ରାମପଞ୍ଚାୟତ ଗିରାସିଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା ଯୋଗଦେଇ ଆୟୋଜିତ ସଭାରେ ପାଠ ପଢିବାରେ ଆଗ୍ରହ ରଖିବା, ଗଛ
Read More...

ଦାରିଙ୍ଗବାଡ଼ିରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣୀ ସଶିବିର ଆଜି ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଦାରିଙ୍ଗବାଡ଼ି ପଞ୍ଚାୟତ ସମିତିର ବିଭିନ୍ନ ଅଞ୍ଚଳରୁ
Read More...

ହରଘର ତ୍ରିରଙ୍ଗା ଅଭିଯାନରେ ଜିଲ୍ଲାବାସୀ ସାମିଲ ହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ

ବୌଦ୍ଧ,୮ା୮ : ଆଜାଦୀକା ଅମୃତ ମହୋତ୍ସବ ଅବସରରେ ସ୍ୱାଧୀନତାର ୭୫ବର୍ଷର ସ୍ମରଣୀୟତା ପାଇଁ ଭାରତବର୍ଷର ପ୍ରତିଟି ଘରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ନିଜ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ପ୍ରେରଣା ଦେଇ ଲୋକଙ୍କ ହୃଦୟରେ ଦେଶଭକ୍ତିର ଭାବନାକୁ ଆହ୍ୱାନ କରିବା ଏହି ହରଘର
Read More...

ଟ୍ରେଡ଼ ୟୁନିଅନ ସମନ୍ୱୟ ସମିତି ତରଫରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଟ୍ରେଡ଼ ୟୁନିଅନ ସମନ୍ୱୟ ସମିତିର କର୍ମକର୍ତ୍ତା ମାନେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଜିଲ୍ଲାର ଜନଜୀବନ ସହ ସମ୍ପୃକ୍ତ ଏକ ଦଶ ଦଫା ଦାବୀ ପତ୍ର ପ୍ରଦାନ କରିଥିଲେ । ପ୍ରମୁଖ ଦାବୀ ମାନଙ୍କ ମଧ୍ୟରେ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳପଥ
Read More...

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ ଏବଂ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୯ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ଜିତେନ୍ଦ୍ର
Read More...

“ହୀରାଞ୍ଚଳ’ର ପ୍ରଭାବ : ରାସ୍ତାକଡରୁ ଶୁଖିଲା ଗଛକାଟି ସଫାକଲେ ବିଭାଗୀୟ କର୍ତ୍ତୃପକ୍ଷ

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଲକର ମୁଖ୍ୟ ସଡ଼କ ନିକଟରେ ରହିଥିବା ଶୁଖିଲା ଗଛ ଗୁଡ଼ିକ ଚିହ୍ନଟ କରି କାଟିବା ଆରମ୍ଭ ହୋଇଛି । ଗତ ୨୪ ତାରିଖରେ ରାସ୍ତା କଡ଼ ଶୁଖିଲା ଗଛ ଦ୍ୱାରା ହେଉଥିବା ସମସ୍ୟା ବିଷୟରେ ଦୈନିକ ହୀରାଞ୍ଚଳ ଓ ହୀରାଞ୍ଚଳ ଲାଇଭରେ ଖବର ପ୍ରସାରିତ ହୋଇଥିଲା ।
Read More...

ସ୍ୱର୍ଣ୍ଣ ଜିତିଲେ ପିଭି ସିନ୍ଧୁ, ଚତୁର୍ଥ ସ୍ଥାନରେ ପହଞ୍ଚିଲା ଭାରତ

ନୂଆଦିଲ୍ଲୀ : ଆଜି କମନୱେଲଥ ଗେମ୍ସ ୨୦୨୨ ର ଶେଷ ଦିନ । ୧୯ ଟି ସ୍ୱର୍ଣ୍ଣ, ୧୫ ଟି ରୌପ୍ୟ ଏବଂ ୨୨ ଟି ବ୍ରୋଞ୍ଜ ପଦକ ସହିତ ଭାରତ ମୋଟ ୫୬ ପଦକ ଜିତିଛି । ପଦକ ତାଲିକାରେ ଟିମ୍‌ ଇଣ୍ଡିଆ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହିଛି । ମହିଳା ସିଙ୍ଗଲ୍ସ ଫାଇନାଲରେ କାନାଡାର ମିସେଲ ଲିଙ୍କୁ ପରାସ୍ତ
Read More...