Monthly Archives

August 2022

ଧର୍ମ ସଶକ୍ତିକରଣ ବଳରେ ରାଷ୍ଟ୍ର ନିର୍ମାଣ ପାଇଁ ଆହ୍ୱାନ

ସମ୍ବଲପୁର:ରାଧା ଶ୍ରୀନିବାସ ଟ୍ରଷ୍ଟ ଆନୁକୂଲ୍ୟରେ "ରାଷ୍ଟ୍ରୀୟ ଚେତନା, ସୁରକ୍ଷା ଓ ବିକାଶ" ବିଷୟରେ ଶ୍ରୀନିବାସ ସ୍ମୃତି ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ତାଙ୍କର ଅଭିଭାଷଣରେ ସ୍ୱର୍ଗତ ଶ୍ରୀନିବାସ ଅଗ୍ରୱାଲଙ୍କ ପ୍ରତି ସ୍ମୃତି
Read More...

ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ପବିତ୍ର ଝୁଲଣ ଯାତ୍ରା

ପୁରୀ : ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପବିତ୍ର ଝୁଲଣ ଯାତ୍ରା । ୭ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ପାଇଁ ଶ୍ରୀମନ୍ଦିର ସହ ପୁରୀର ମଠବାଡି ଗୁଡିକ ବେଶ୍‌ ଚଳଚଞ୍ଚଳ ହୋଇ ଉଠିଛି । ବିଶେଷ କରି ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ଗୁଡିକରେ ଶହ ଶହ ବର୍ଷ ଧରି ଏହି ଝୁଲଣ ଉତ୍ସବ ବେଶ୍‌
Read More...

ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ଜରିନ : ଚତୁର୍ଥ ସ୍ଥାନକୁ ଉଠିଲା ଭାରତ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତୀୟ ବକ୍ସରଙ୍କ ଦବଦବା ଜାରି ରହିଛି । ବିଶ୍ୱ ଚାମ୍ପିଅନ ବକ୍ସର ନିକହତ ଜରିନ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୨୬ ବର୍ଷୀୟ ନିକହତ ଚଳିତ ବର୍ଷ ମେ ମାସରେ ବିଶ୍ୱ ଚାମ୍ପିଅନ ହୋଇଥିଲେ । ଏବେ ନିଜର ପଦାର୍ପଣ ରାଜ୍ୟଗୋଷ୍ଠୀ
Read More...

ଶ୍ରୀନଗର-କନ୍ୟାକୁମାରୀ ମଧ୍ୟରେ ଚାଲିବ ଯାତ୍ରୀବାହୀ ଟ୍ରେନ

ଶ୍ରୀନଗର: ଦେଶର ବିକାଶରେ ଭାରତୀୟ ରେଳର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୨୦୨୪ ମସିହାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଶ୍ରୀନଗର-କନ୍ୟାକୁମାରୀ ମଧ୍ୟରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ମାର୍ଚ୍ଚ ୨୦୨୪ ସୁଦ୍ଧା କଶ୍ମୀର ଉପତ୍ୟକାକୁ ଦେଶ
Read More...

ନିତି ଅୟୋଗ ବୈଠକ :
ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍‌ ରାଜ୍ୟ ମାନ୍ୟତା
ଦେବାକୁ ଦାବି କଲେ ନବୀନ

ନୂଆଦିଲ୍ଲୀ: ଆଜି ଏଠାରେ ଅନୁଷ୍ଠିତ ହୋିଯାଇଛି ନିତି ଆୟୋଗ ବୈଠକ । ବୈଠକରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ଓଡ଼ିଶା ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଏଥିରେ ଯୋଗଦେଇ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଦୋହରାଇଥିଲେ । ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍‌
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ, ଜଣେ ଗୁରୁତର

ଘୁ. ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ତଲାରୀମାହା ପଞ୍ଚାୟତର ଭଞ୍ଜପଦର ଠାରେ ଜାତୀୟ ରାଜପଥରେ ଆଜି ଏକ ଧଳା ରଙ୍ଗର ମାରୁତି ଅଲଟୋ ୮୦୦ କାର (ଙଊ ୧୨ ଈ ୨୯୦୩) ବିଶିଷ୍ଟ ଫୁଲବାଣୀରୁ ଘୁ.ଉଦୟଗିରି ଅଭିମୁଖେ ଆସୁଥିବା ବେଳେ ଏକ ଆମ୍ବ ଗଛରେ ପିଟି ହୋଇଯିବା ଫଳରେ କାରରେ ବସିଥିବା ଜଣେ ଶିକ୍ଷକ
Read More...

ସିଏସ୍‌ଆଇଆର ପାଇଲା ପ୍ରଥମ ମହିଳା ମହାନିର୍ଦ୍ଦେଶିକା

ନୂଆଦିଲ୍ଲୀ: ଶନିବାର ବରିଷ୍ଠ ବୈଜ୍ଞାନିକ ନଲ୍ଲାତମ୍ବୀ ସେଲ୍‌ୱିଙ୍କୁ ‘କାଉନ୍‌ସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ’ର (ସିଏସ୍‌ଆଇଆର୍‌) ମହାନିର୍ଦ୍ଦେଶିକା ଭାବେ ନିଯୁକ୍ତି ମିଳିଛି । ‘ସିଏସ୍‌ଆଇଆର୍‌’ ଅଧୀନରେ ସମଗ୍ର ଦେଶରେ ୩୮ଟି ଗବେଷଣା ପ୍ରତିଷ୍ଠାନ ରହିଛି
Read More...

ରାଜ୍ୟ ଏକ୍ସକ୍ୟାଡ଼ର ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର:-ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର )ମହାସଂଘର ଏକ ଜରୁରୀ ବୈଠକ ଭୁବନେଶ୍ୱର ସ୍ଥିତ ଏକାମ୍ବ୍ର ହୋଟେଲରେ ରାଜ୍ୟ ସଭାପତି ଶରତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ବିଭିନ୍ନ ଜିଲାର ସଭାପତି, ସଂପାଦକ ଯୋଗଦେଇଥିଲେ । ରାଜ୍ୟ ମହାସଂଘର ମହାସଚିବ
Read More...

ଭୂ-ସର୍ବେକ୍ଷଣ ଉପଗ୍ରହ ଉତକ୍ଷେପଣ ଫେଲ୍‌

ହାଇଦ୍ରାବାଦ: ଇସ୍ରୋ ଦ୍ୱାରା ନବ ନିର୍ମିତ ସାଟେଲାଇଟ୍‌ ଲଞ୍ଚ ଭେହିକିଲ୍‌ ଏସଏସଏଲଭି-ଡି୧ ଦ୍ୱାରା ପ୍ରଥମ ଉତକ୍ଷେପଣ ବିଫଳ ହୋଇଛି । ଏସଏସଏଲଭି-ଡି୧ ଦ୍ୱାରା ମହାକାଶକୁ ଛଡ଼ାଯାଇଥିବା ଆର୍ଥ ଅବଜରଭେସନ ସାଟେଲାଇଟ୍‌ ବା ଭୂ-ସର୍ବେକ୍ଷଣ ଉପଗ୍ରହ ଦ୍ୱୟ ଆଉ କୌଣସି କାମରେ ଆସିବ ନାହିଁ ବୋଲି
Read More...

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇର ୧୦ମ ଜିଲ୍ଲା ସମ୍ମିଳନୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଟାଉନ ହଲ ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ୧୦ମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ସିପିଆଇର ସମ୍ପାଦକ ଜେନା ସୁବାଷ ଚନ୍ଦ୍ର ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ
Read More...