Monthly Archives

August 2022

ସ୍ୱର୍ଗଦ୍ୱାର ସେବା ସମିତି-ଓରମାସ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ, ଶ୍ରାଦ୍ଧ ଓ ପୂଜା ସାମଗ୍ରୀ ବିକ୍ରୟ କେନ୍ଦ୍ରର…

ପୁରୀ: ସ୍ୱର୍ଗଦ୍ୱାର ପରିସର ମଧ୍ୟରେ ଥିବା ପୂଜା ଓ ଶ୍ରାଦ୍ଧ ସାମଗ୍ରୀ ବିକ୍ରୟ କେନ୍ଦ୍ର ପରିଚାଳନା ଦାୟିତ୍ୱ ନେବାକୁ ଯାଉଛି ଓରମାସ । ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏ ସଂକ୍ରାନ୍ତରେ ଏକ ବୁଝାମଣାପତ୍ର ଶନିବାର ଦିନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ପୁରୀ ଠାରେ ସ୍ୱର୍ଗଦ୍ୱାର ସେବା
Read More...

ଓଡ଼ିଶା ଆଶାକର୍ମୀ ଆସୋସିଏସନ୍‌ର ଦଶପଲ୍ଲା ବ୍ଲକ ସ୍ତରୀୟ ସମ୍ମିଳନୀ

ଦଶପଲ୍ଲା: ଆଜି ଦଶପଲ୍ଲା ଇଲେଭେନ ଷ୍ଟାର କ୍ଲବ୍‌ଠାରେ ଦଶପଲ୍ଲା ଆଶାକର୍ମୀ ସଂଘର ବ୍ଲକ୍‌ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀ ଅବ୍ୟବହିତ ପୂର୍ବରୁ ସଂଗଠନର ସଭାନେତ୍ରୀ ଶ୍ରୀମତୀ ସଂଯୁକ୍ତା ପଣ୍ଡା ପତାକା ଉତ୍ତୋଳନ କରିଥିଲେ । ଏହାପରେ ସମସ୍ତେ ସହିଦ୍‌ ବେଦିରେ ମାଲ୍ୟାର୍ପଣ
Read More...

ମା’ଭୈରବୀ ମନ୍ଦିର ପ୍ରାଙ୍ଗଣରେ ଆଜୀବନ ସଦସ୍ୟଙ୍କ ସମ୍ମିଳନୀ

ବୌଦ୍ଧ: ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମାଁ ଭୈରବୀ । ପୁରୁଣା କଟକ ସ୍ଥିତ ମାଁ ଭୈରବୀ ମନ୍ଦିର ପ୍ରାଙ୍ଗଣରେ ଆଜୀବନ ସଦସ୍ୟମାନଙ୍କ ଏକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି ।ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ ପ୍ରଧାନଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମନ୍ଦିର
Read More...

ବୌଦ୍ଧରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ମଞ୍ଚାସିନ ଅନ୍ୟତମ ଅତିଥି
Read More...

ରାଜ୍ୟଗୋଷ୍ଠୀ କ୍ରୀଡ଼ା;ବକ୍ସିଂରେ ଦୁଇ ସ୍ୱର୍ଣ୍ଣ,ମହିଳା ହକିରେ ଐତିହାସିକ ବ୍ରୋଞ୍ଜ

ବରମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ବର୍ଷା ଜାରି ରହିଛି । ଗୋଟିଏ ପରେ ଗୋଟିଏ ଇଭେ ରେ ଭାରତର ପ୍ରତିଯୋଗୀମାନେ କମାଲ କରୁଛନ୍ତି । ଆଜି ବକ୍ସିଂ ଓ ମହିଳା ହକିରେ ଭାରତ ବିଜୟୀ ହୋଇ କୀର୍ତ୍ତିମାନ ସ୍ଥାପନ କରିଛି । ବକ୍ସିଂରେ ଭାରତ ଆଜି ଦୁଇ ଦୁଇଟି ସ୍ୱର୍ଣ୍ଣ ପଦକ
Read More...

ଧୋନୀଙ୍କୁ ପଛରେ ପକାଇଲେ ରୋହିତ; ସଚିନ, କୋହଲିଙ୍କ କ୍ଲବରେ ସାମିଲ ହେଲେ

ନୂଆଦିଲ୍ଲୀ : ଶନିବାର ରାତିରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଚତୁର୍ଥ ଟି-୨୦ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ୩୩ ରନର ଧୂଆଁଧାର ଇନିଂସ ଖେଳିଥିଲେ । ଦୁଇଟି ଚୌକା ଓ ତିନୋଟି ଛକା ସହାୟତାରେ ହିଟମ୍ୟାନ୍‌ ୧୬ ଟି ବଲରୁ ଏହି ସ୍କୋର କରିଥିଲେ । ଇଣ୍ଡିଜ୍‌ ବିପକ୍ଷ ଏହି ଇନିଂସ ଆଧାରରେ ରୋହିତ
Read More...

ବୌଦ୍ଧରେ ପିଟିଇ ମଡ୍ୟୁଲ ମୋବାଇଲ ଆପ ଟ୍ରେନିଂ ଅନୁଷ୍ଠିତ

ବୌଦ୍ଧ : ବୌଦ୍ଧ ସହର ସ୍ଥିତ ଜ଼ିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର ଜ଼ିଲ୍ଲାର ନମୁନା ପଞ୍ଜିକରଣ ବ୍ୟବସ୍ଥା ପି.ଟି.ଇ. ମଡ୍ୟୁଲ ମୋବାଇଲ ଆପ ଟ୍ରେନିଂ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବୌଦ୍ଧ ଅତିରିକ୍ତ ଜ଼ିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ଲଗାଣ ବର୍ଷାରେ ଧୋଇ ହୋଇଗଲା ଅସ୍ଥାୟୀ ପୋଲ

ରାୟଗଡା : ଝଂଜାବତୀ ନଦୀର ପ୍ରଖର ସ୍ରୋତରେ ଭୁଷୁଡି ଯାଇ ଧୋଇ ହୋଇଗଲା ଅସ୍ଥାୟୀ ପୋଲ । ଫଳରେ ପୋଡାମାରା- କୁମ୍ଭିକୋଟା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବିଚ୍ଛିନ୍ନାଚଳ ଭାବେ ରହିଛନ୍ତି ପୋଡାମାରୀ ଗ୍ରାମବାସିନ୍ଦା । ଉପର ମୁଣ୍ଡରେ ଗତକାଲି ରାତ୍ର ଠାରୁ ବର୍ଷା ଲାଗି ରହିଥିବାରୁ ଝଂଜାବତୀ ନଦୀର
Read More...

ବିଚାରଧୀନ ବନ୍ଦୀଙ୍କ ଶିଶୁ ଚି଼ହ୍ନଟ ଓ ପରାମର୍ଶ କର୍ମଶାଳା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଳା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ସୋନପୁର ଉପକାରାଗାରରେ କଏଦୀ ଓ କର୍ମଚାରୀମାନଙ୍କୁ ନେଇ ଏକ ପରାମର୍ଶ କର୍ମଶାଳା ତଥା କଏଦୀମାନଙ୍କ ସମ୍ବେଦନଶୀଳ ଶିଶୁ ଚି଼ହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସୋନପୁର ସବଜେଲ ସୁପରିଣ୍ଟେଡେଣ୍ଟ ଡିଲେଶ୍ୱର ଜେନାଙ୍କ
Read More...

ରନ୍ଧମଦ ଜବତ, ଗିରଫ ପରେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ

ପାଟଣାଗଡ : ପାଟଣାଗଡ ଅବକାରୀ ବିଭାଗ ଦ୍ୱାରା ବାଗଝରଣ ଗାଁକୁ ଚଢ଼ାଉ କରି ୬ ହଜାର ୨ଶହ କେଜି ମହୁଲ ପୋଚ ନଷ୍ଟ କରିବା ସହ ୨୨୦ଲିଟର ରନ୍ଧା ମଦ ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ଥିବା ଦୁଇ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଯୁଗେଶ୍ୱର ବରିହା ଏବଂ ଗଙ୍ଗାଧର ବରିହା ।
Read More...