ବିଜେଡିର ୨୫ ତମ ପୂର୍ତ୍ତି ଉପଲକ୍ଷେ ବୃକ୍ଷ ରୋପଣ ଏବଂ ଛାତ୍ର ଛାତ୍ରୀଙ୍କୁ ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ ଅଗରଖଣ୍ଡି ଗ୍ରାମଠାରେ ପୂର୍ବାହ୍ନ ୧୧ ଘଣ୍ଟିକା ସମୟରେ ଡିସେମ୍ବର ୨୬, ୨୦୨୨ରେ ବିଜେଡ଼ିର ୨୫ ତମ ପୂର୍ତ୍ତି ଉପଲକ୍ଷେ ଅଗରଖଣ୍ଡି ପ୍ରାଥମିକ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀମାନଙ୍କୁ ପୁସ୍ତକ ଖାତା, କଲମ ପେନସିଲ ପ୍ରଦାନ କରାଯାଇଛି ।!-->…
Read More...
Read More...