Monthly Archives

August 2022

ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ

କଟକ: ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘର ଓ ଅଫିସ୍‌ରେ ଆଜି ସକାଳୁ ପଶିଛି ସିବିଆଇ ଟିମ୍‌ । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ଟିମ୍‌ ଚଢ଼ାଉ କରିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଏନେଇ ସିବିଆଇ ତରଫରୁ ଅଫିସିଆଲି କିଛି ଘୋଷଣା ହୋଇ ନ ଥିବା
Read More...

ଆଦିବାସୀ ସମାବେଶ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସମ୍ବଲପୁର : ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ ଆଗାମୀ ଅଗଷ୍ଟ ନ'ତାରିଖ ସ୍ଥାନୀୟ କୁଚିଣ୍ଡାଠାରେ ଏକ ଉପଖଣ୍ଡସ୍ତରୀୟ ବିରାଟ ଆଦିବାସୀ ସମାବେଶ ଅନୁଷ୍ଠିତ କରାଯିବା ପାଇଁ ସ୍ଥିର କରାଯାଇଛି । ଆଜି କୁଚିଣ୍ଡା ଆଦିବାସୀ ଭବନରେ ସ୍ୱତନ୍ତ୍ର ଭାବେ କୁଚିଣ୍ଡା ଉପଖଣ୍ଡରେ ବିଶ୍ୱ ଆଦିବାସୀ ଦିବସ
Read More...

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସୁବର୍ଣ୍ଣପୁର : ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୁମରକେଳୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଭଜବଳପୁର ଗ୍ରାମର ଏକ ନବବିବାହିତ ଅନୁରୀ ମହାନନ୍ଦ ତିନିବର୍ଷ ତଳେ କୁମରକେଳୀ ଗ୍ରାମରେ ବିବାହ କରିଥିଲେ । ଶ୍ୱଶୁର ଘର କହିବା ମୁତାବକ ଆଜି ସିଏ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି କିନ୍ତୁ
Read More...

ଗୁଣିଗାରେଡି ସନ୍ଦେହରେ ହତ୍ୟାକାଣ୍ଡ

ରାୟଗଡା : ଗୁଣି ଗାରେଡି ଭଳି ଅନ୍ଧ ବିଶ୍ୱାସରେ ବଳି ପଡିଲା ଆଉ ଏକ ଜୀବନ । ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ପ୍ରାଣ ହାରିଛି ବାପା ଓ ବର୍ତ୍ତି ଯାଇଛନ୍ତି ୨ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଡୁଦୁକାବାହାଲ ପଂଚାୟତର ଟିଟିଗୁଡା
Read More...

ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଳା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ
Read More...

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ନୋଡାଲ ବୈଠକ ଅନୁଷ୍ଠିତ

ନବରଙ୍ଗପୁର:-ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ନୋଡାଲ ବୈଠକ ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ । ଏଥିରେ କୃଷକ ପଞ୍ଜିକରଣ,
Read More...

ସାଲୁଙ୍କି ନଦୀକୁ ପ୍ରଦୂଷଣ ମୁକ୍ତ ପାଇଁ ପୌର ପ୍ରଶାସନକୁ ନିର୍ଦ୍ଦେଶ

ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରକୁ ସତୁରୀ ଭାଗ ଘେରି ରହିଛି ସାଲୁଙ୍କି ନଦୀ । ଏହା ଫୁଲବାଣୀର ଜୀବନରେଖା । ନଦୀର ତଳଭାଗରେ ଅନେକ ଗ୍ରାମବାସୀ ଏହି ନଦୀଜଳକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି । କିନ୍ତୁ ଫୁଲବାଣୀ ସହରର ସମସ୍ତ ଅଳିଆ ଆବର୍ଜନା ଏବଂ ଅପରିଷ୍କାର ଜଳ ନଦୀରେ
Read More...

ବାଘଛାଲ ଜବତ;୪ ଗିରଫ, ଅସ୍ତ୍ରଶସ୍ତ୍ର ଜବତ

ବାଲିଗୁଡ଼ା: ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସ୍‌.ଟି.ଏଫ୍‌ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ । ଆଜି କୌଣସି ସୂତ୍ରରୁ ଖବର ପାଇ ଏସ୍‌.ଟି.ଏଫ୍‌ ଓ ବନ ବିଭାଗର ଟିମ୍‌ କନ୍ଧମାଳ ଜିଲ୍ଲା ଟିକାବାଲି ବନାଞ୍ଚଳ ଅନ୍ତର୍ଗତ ଚକାପାଦ ଅଂଚଳରେ ଚଢ଼ାଉ କରି ଏକ କଲରାପତରିଆ ବାଘଛାଲ ଜବତ କରିଛି ।
Read More...

ଭାରୋତ୍ତୋଳନରେ ଭାରତକୁ ଆଉ ଏକ ପଦକ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ ଅଭିଯାନ ଆହୁରି ଗତିଶୀଳ ହୋଇଛି । ପ୍ରତିଦିନ ଦେଶ ପଦକ ପାଉଛି । ଆଜି ୬ଷ୍ଠ ଦିନରେ ଭାରତ ଆଉ ଗୋଟିଏ ପଦକ ଜିତିଛି । ଭାରୋତ୍ତୋଳନରେ ଦେଶକୁ ମିଳିଛି କାଂସ୍ୟ(ବ୍ରୋଞ୍ଜ) ପଦକ । ଭାରତର ଲଭପ୍ରୀତ ସିଂହ ପୁରୁଷ ୧୦୯ କେଜି ବର୍ଗରେ ଦେଶ ପାଇଁ ଏହି
Read More...

ଦମଦାର ପ୍ରଦର୍ଶନ ସହ ସେମିରେ ଭାରତୀୟ ମହିଳା ହକି ଦଳ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ସେମି ଫାଇନାଲରେ ପହଞ୍ଚିଛି ଭାରତୀୟ ମହିଳା ଦଳ । ସବିତା ପୁନିଆଙ୍କ ଭାରତୀୟ ଟିମ ଆଜି ଜବରଦସ୍ତ ପ୍ରଦର୍ଶନ କରିଛି । ଆଜି ଦଳ କାନାଡାକୁ ୩-୨ ଗୋଲରେ ପରାସ୍ତ କରି ସେମି ଫାଇନାଲରେ ସ୍ଥାନ ପକ୍କା କରିଛି । ଭାରତ ଗ୍ରୁପ ଏରେ ଦ୍ୱିତୀୟ ସ୍ଥାନରେ ରହି
Read More...