Monthly Archives

August 2022

ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ :
ଆଗକୁ ମାଗଣା ଯୋଜନା ଉପରେ ଲାଗିବ ରୋକ୍‌!

ନୂଆଦିଲ୍ଲୀ: ଗତ କିଛି ବର୍ଷ ଧରି ରାଜନୈତିକ ଦଳଗୁଡ଼ିକର ଲୋଭନୀୟ ପ୍ରତିଶ୍ରୁତି ତଥା ମାଗଣା ଯୋଜନା ଚର୍ଚ୍ଚାରେ ରହି ଆସିଥିବା ବେଳେ ଏବେ ଏହା ଅଧିକ ଗତି ଧରିଛି । ଭୋଟରମାନଙ୍କୁ ପ୍ରଲୋଭିତ କରି ଭୋଟ ହାତେଇବା ଲକ୍ଷ୍ୟରେ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ସମୟରେ ଘୋଷଣା କରୁଥିବା ଏହି ମାଗଣା
Read More...

ଘୁ.ଉଦୟଗିରି ଏନ୍‌ଏସି କାଉନସିଲର ବୈଠକ,ସ୍ୱାଧୀନତା ଓ ସ୍ୱାୟତ୍ତ ଶାସନ ଦିବସ ପାଳନ ନିମିତ୍ତ ଆଲୋଚନା

ଘୁ.ଉଦୟଗିରି : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ପ୍ରତିନିଧି ଅନିଲ କୁମାର ଦଳବେହେରା, ସମସ୍ତ ୱାର୍ଡ଼ କାଉନସିଲର, ଏବଂ ନିର୍ବାହୀ
Read More...

ପେଲୋସୀଙ୍କ ତାଇୱାନ ଗସ୍ତକୁ ନେଇ ବଢିଲା ଉତ୍ତେଜନା :
ଆମେରିକା-ଚୀନ ମୁହାଁମୁହିଁ,ଆକ୍ରମଣ ଧମକ ଦେଲା ବେଜିଂ

ନୂଆଦିଲ୍ଲୀ,୩/୮: ଋଷ-ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାଁ ଧରୁନଥିବା ବେଳେ ଏବେ ଆଉ ଏକ ଯୁଦ୍ଧର ଆଶଙ୍କା ମୁଣ୍ଡ ଟେକିଛି । ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସୀଙ୍କ ତାଇୱାନ ଗସ୍ତକୁ ନେଇ ଦୁଇ ମହାଶକ୍ତି ଚୀନ ଓ ଆମେରିକା ଏବେ ମୁହାଁମୁହିଁ । ଆମେରିକା ଉପରେ ରାଗ ଶୁଝାଇବା ପାଇଁ ଚୀନ
Read More...

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋରଞ୍ଜନ ସାହୁଙ୍କ ପରଲୋକ

ଜହ୍ନାପଙ୍କ: ବୌଦ୍ଧ ବ୍ଳକ ତେଲିବନ୍ଧ ପଂଚାୟତ ସ୍ଥାନୀୟ ଗ୍ରାମର ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ମନରଞ୍ଜନ ସାହୁ(୬୩)ଙ୍କ ଆଜି ପୂର୍ବାହ୍ନ ୧୧ଟା ସମୟରେ ପରଲୋକ ହୋଇଛି । ସେ ୧୯୫୯ ମସିହାରେ ଜନ୍ମଗ୍ରହଣ କରିଥିଲେ । ପ୍ରଥମେ ସେ ବ୍ରାହ୍ମଣୀପାଲି ପଂଚାୟତର ଜଡ଼ାପାଲ ପ୍ରାଥମିକ ବିଦ୍ୟାଳୟରେ ୧୯୮୭
Read More...

ଜିଲ୍ଲାର ସମସ୍ତ ଶିଶୁଙ୍କୁ ପରିବାର ଦେବା ପାଇଁ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ୨ ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଶିଶୁଙ୍କୁ ପରିବାର ଦେବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜିଲ୍ଲାର ସମସ୍ତ ଶିଶୁ ଯେପରି
Read More...

ମୁଖ୍ୟ ଡାକଘର ଠାରେ ତ୍ରିରଙ୍ଗା ଉଡାଇବା ଅଭିଯାନ ଶୁଭାରମ୍ଭ

ବୌଦ୍ଧ,୩/୮- ଆଜି ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକଘର ଠାରେ ତ୍ରିରଙ୍ଗା ପତାକା ଉଡ଼ାଇବା ଅଭିଯାନର ଶୁଭ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଥିଲା । ଆଜିଠାରୁ ବୌଦ୍ଧ ଜିଲ୍ଲାର ପୋଷ୍ଟ ଅଫିସ ମାନଙ୍କରେ ତ୍ରିରଙ୍ଗା ପତାକା ୨୫ ଟଙ୍କା ମୂଲ୍ୟରେ ମିଳୁଛି । ଗୋଟିଏ ପତାକା ପାଇଁ ୨୫ ଟଙ୍କା ପୈଠକରି ସମସ୍ତ
Read More...

ଗର୍ଭଗୃହରୁ ପଥର ଖସିବା ଘଟଣା; ପଥର ନୁହେଁ ପ୍ଲାଷ୍ଟର ଚୂନ ଖଣ୍ଡ : ଜିଲ୍ଲାପାଳ

ପୁରୀ : ଶ୍ରୀମନ୍ଦିରରୁ କୌଣସି ପଥର ଖସିନାହିଁ । ଆଦ୍ରତା ପାଇଁ ରତ୍ନସିଂହାସନ ଶ୍ରୀବଳଭଦ୍ରଙ୍କ ପଛ ପଟ ପାର୍ଶ୍ୱରୁ ଲାଇମ୍‌ ପ୍ଲାଷ୍ଟର ଚୂନ ଖଣ୍ଡ ଖସିଛି । ଶ୍ରୀମନ୍ଦିର କମାଣ୍ଡାରଙ୍କ ରିପୋର୍ଟ ଆଧାରରେ ଗତକାଲି ସକାଳ ଧୂପ ପରେ ଏହି ଘଟଣା ଘଟିଛି । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ
Read More...

ପୁରୀରେ ପ୍ରବଳ ବର୍ଷା, ଶ୍ରୀମନ୍ଦିର ଦର୍ଶନରେ ଆସିଥିବା ଭକ୍ତ ହେଲେ କଲବଲ

ପୁରୀ : ଆଜି ସକାଳୁ ପୁରୀରେ ପ୍ରବଳ ବର୍ଷା ଯୋଗୁଁ ଶ୍ରୀମନ୍ଦିର ଦର୍ଶନରେ ଆସିଥିବା ଭକ୍ତ ଶ୍ରଦ୍ଧାଳୁ ମାନଙ୍କୁ କଲବଲ ହେବାକୁ ପଡିଛି । ଭକ୍ତ ମାନେ ବର୍ଷାରେ ଭିଜି ଭିଜି ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ଭିତରକୁ ପ୍ରବେଶ କରୁଥିବା ବେଳେ ବାଇଶି ପାହାଚରେ ପ୍ରବଳ ବର୍ଷା ଜଳ ଆସୁଥିବାରୁ ମନ୍ଦିର
Read More...

ସଂକଟରେ ବାବରଙ୍କ ଶୀର୍ଷ ମାନ୍ୟତା, ଏହି ଷ୍ଟାର ଭାରତୀୟ ଖେଳାଳି ପହଞ୍ଚିଲେ ଦ୍ୱିତୀୟ ସ୍ଥାନରେ

ନୂଆଦିଲ୍ଲୀ : ସର୍ବଶେଷ ଆଇସିସି ଟି -୨୦ ବ୍ୟାଟିଂ ମାନ୍ୟତାରେ ଟିମ୍‌ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ଦୁଇଟି ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ୨ ଅଗଷ୍ଟରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ୭୬ ରନ୍‌
Read More...

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : କୁଚିଣ୍ଡା ଓ ପାଟଣାଗଡରେ ପ୍ରତିଷ୍ଠା ହେବ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର

ଭୁବନେଶ୍ୱର : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଓ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଠାରେ ନୂତନ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଖୋଲାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ଏହି ଜନଜାତି ବହୁଳ ଅଞ୍ଚଳର ଯୁବ ସମାଜ ବିଶେଷ ଭାବରେ ଉପକୃତ ହେବେ । କୁଚିଣ୍ଡାରେ ନୂଆ
Read More...