Monthly Archives

August 2022

ପୁଣି ଇତିହାସ ରଚିଲା ଭାରତ :
ଲନ ବାଉଲ୍ସରେ ପ୍ରଥମ ଥର ଜିତିଲା ସ୍ୱର୍ଣ୍ଣ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲନ ବାଉଲ୍ସରେ ଭାରତୀୟ ମହିଳା ଦଳକୁ ମିଳିଛି ଐତିହାସିକ ସ୍ୱର୍ଣ୍ଣ । ଇତିହାସ ରଚିଛି ଭାରତୀୟ ମହଳା ଟିମ୍‌ । ଆଜି ଭାରତୀୟ ମହିଳା ଦଳ ଲନ ବାଉଲ୍ସ ୱମେନ ଫୋରସ ଇଭେଣ୍ଟର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୧୭-୧୦ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି ।
Read More...

ଗଛରେ ପିଟିହେଲା କାର; ଜଣେ ମୃତ,୪ ଆହତ

ଫୁଲବାଣୀ : ଆଜି ଅପରାହ୍ନ ତିନିଟାରେ ଏକ କାର ଫୁଲବାଣୀ -ଭୁବେନଶ୍ୱର ରାସ୍ତା ଖଜୁରୀପଡା ଥାନା ଅନ୍ତର୍ଗତ ବାରପୋଲିଆ ଠାରେ ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟିହୋଇଯିବା ଫଳରେ ଜଣକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରି ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବର ପାଇ
Read More...

ଦେଶରେ ୮କୁ ବୃଦ୍ଧି ପାଇଲା ମଙ୍କିପକ୍ସ ମାମଲା

ଥିରୁବନ୍ତପୁରମ୍‌: କେରଳରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ ୩୦ ବର୍ଷିୟ ଯୁବକ ଏହି ଭାଇରସ୍‌ରେ ସଂକ୍ରମିତ ହୋଇଥିବା ନେଇ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବିଣା ଜର୍ଜ ସୂଚନା ଦେଇଛନ୍ତି । ଆକ୍ରାନ୍ତ ଯୁବକ ଜଣକ କେରଳର ମଲ୍ଲପୁରମ୍‌ ଅଞ୍ଚଳର । ସେ ୨୭ ଜୁଲାଇରେ ୟୁଏଇରୁ
Read More...

ନ୍ୟାସନାଲ ହେରାଲ୍ଡ ଅଫିସରେ ଇଡିର ଚଢଉ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଲଗାତାର ତିନିଦିନ ଧରି ଜେରା ପରେ ଏବେ ନ୍ୟାସନାଲ ହେରାଲ୍ଡ ଅଫିସ ଉପରେ ନଜର ପକାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଆଜି ଏହି ଅଫିସ ଉପରେ ଇଡି ରେଡ୍‌ କରିଛି । ମନି ଲଣ୍ଡରିଂ ମାମଲାରେ ଇଡି ଏହି ଅଫିସ ସମେତ ଦିଲ୍ଲୀ ଓ କୋଲକାତାର
Read More...

ଧାରଣାରେ ବସିଲେ ପ୍ରଧାନମନ୍ତ୍ରୀଙ୍କ ଭାଇ

ନୂଆଦିଲ୍ଲୀ : ଜନ୍ତରମନ୍ତରରେ ବିଭିନ୍ନ ଦାବିରେ ଧାରଣରେ ବସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ ପ୍ରହ୍ଲାଦ ମୋଦୀ । ସେ ଅଲ୍‌ ଇଣ୍ଡିଆ ଫେୟାର ପ୍ରାଇସ୍‌ ଦୋକାନ ଡିଲର ଫେଡେରେସନ୍‌ର ଉପାଧ୍ୟକ୍ଷ ଅଛନ୍ତି । ପ୍ରହ୍ଲାଦଙ୍କ ସହ ସଂଗଠନର ଅନ୍ୟ ଅନେକ ସଦସ୍ୟ ମଧ୍ୟ ହାତରେ ପୋଷ୍ଟର ଧରି
Read More...

ଏସିଆ କପ୍‌ ପାଇଁ ଘୋଷଣା ହେଲା ସଂପୂର୍ଣ୍ଣ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ : ଏସିଆ କପ୍‌ ୨୦୨୨ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଚଳିତ ମାସ ଶେଷରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍‌ର କାର୍ଯ୍ୟସୂଚୀକୁ ଏସୀୟ କ୍ରିକେଟ୍‌ ପରିଷଦ (ଏସିସି) ର ଅଧ୍ୟକ୍ଷ ଜୟ ଶାହା ଘୋଷଣା କରିଛନ୍ତି । ଜୟ ଶାହା ଟି -୨୦ ଫର୍ମାଟରେ ଆୟୋଜିତ ହେବାକୁ ଥିବା ଏସିଆ
Read More...

ବହୁଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲା: ନିର୍ଦ୍ଦୋଷରେ ଖଲାସ ହେଲେ ଅଭିନେତା ପପୁ ପମପମ୍

ଭୁବନେଶ୍ବର: ଭୁବନେଶ୍ୱରର ବହୁଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ଅଭିନେତା ପପୁ ପମପମ୍ ଓ ତାଙ୍କର ସହଯୋଗୀ ଗିଟୁ। ପୋକ୍ସୋ କୋର୍ଟ ଉଭୟଙ୍କୁ କ୍ଲିନଚିଟ୍ ଦେଇଛନ୍ତି।ଜଣେ ନାବାଳିକାଙ୍କୁ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ଦେବା ବାହାନାରେ ଓଡ଼ିଆ ଫିଲ୍ମ
Read More...

ସମ୍ବଲପୁରରେ ସ୍ତନ୍ୟପାନ ସପ୍ତାହ ପାଳନ

ସମ୍ବଲପୁର : ଗତକାଲିଠାରୁ ଆରମ୍ଭ ହୋଇଥିବା ସପ୍ତାହ ବ୍ୟାପୀ ସ୍ତନ୍ୟପାନ ସପ୍ତାହ ଆଜି ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବରେଇପାଲି ଅଙ୍ଗନୱାଡି କେନ୍ଦ୍ରଠାରେ ପାଳିତ ହୋଇଯାଇଛି । ଆଜି ଆୟୋଜିତ ମମତା ଦିବସ ଅବସରରେ ନଗର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ତନ୍ୟପାନ ଦ୍ୱାରା ମାଁ ଓ
Read More...

ନାବାଳିକାକୁ ଗଣବଳତ୍କାର ଅଭିଯୋଗରେ ୬ ଅଟକ

ସମ୍ବଲପୁର : ଜଣେ ୧୬ ବର୍ଷୀୟା ନାବାଳିକା ସହିତ ବଳପୂର୍ବକ ବଳାତ୍କାର ଅଭିଯୋଗରେ ସ୍ଥାନୀୟ ବୁର୍ଲା ପୁଲିସ ୬ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଗତ ୩୧ ଅଗଷ୍ଟ ରବିବାର ଦିନ ସ୍ଥାନୀୟ ହୀରାକୁଦ ରେଲୱେ ଷ୍ଟେସନ ପଛପଟେ ମଡ଼ିଆ ଡୁଙ୍ଗୁରି ନିବାସୀ ଆସି ବୁର୍ଲା ପୁଲିସ ଥାନାରେ ଲିଖିତ
Read More...

ସମ୍ବଲପୁରୀ ବସ୍ତ୍ରାଳୟ ଆନୁକୂଲ୍ୟରେ ସ୍ୱତନ୍ତ୍ର ପ୍ରଦର୍ଶନୀ

ପୁରୀ : ପୁରୀ ଅର୍ବାନ ହାଟ ପରିସରରେ ସମ୍ବଲପୁରୀ ବସ୍ତ୍ରାଳୟ ଆନୁକୁଲ୍ୟରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ପ୍ରଦର୍ଶନୀ । ରାଜ୍ୟ ହସ୍ତତନ୍ତ, ହସ୍ତଶିଳ୍ପ, ବୟନଶିଳ୍ପ ମନ୍ତ୍ରଣାଳୟ ସହଯୋଗରେ ଆୟୋଜିତ ଏହି ପ୍ରଦର୍ଶନୀକୁ ଅତିରିକ୍ତ ଜିଲ୍ଲାପାଳ କୈଳାସ ନାୟକ ଉଦଘାଟନ କରିଥିଲେ । ସମ୍ବଲପୁର
Read More...