Monthly Archives

November 2022

କୁଇ ସାମାଜ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ :୧୭ ଦଫା ଦାବିପୂରଣ ନେଇ କୁଇ ସମାଜ ସେବା ସମିତି ପକ୍ଷରୁ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ କୁଇ ସମାଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଦାବୀ ମଧ୍ୟରେ ରହିଛି ଜଙ୍ଗଲ ଜମି ପଟ୍ଟା, ମେଡିକାଲ କଲେଜକୁ ସ୍ଥାନୀୟ ଆଦିବାସୀ ନେତାଙ୍କ ନାମରେ ନାମିତ କରିବା,
Read More...

ଦେଶରେ ଦୁଇ ସନ୍ତାନ ଜନ୍ମ ନିୟମ ଲାଗୁ ଆବେଦନ କୋର୍ଟରେ ଖାରଜ

ନୂଆଦିଲ୍ଲୀ,୧୮/୧୧ : ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଦୁଇ ସନ୍ତାନ ଜନ୍ମ ନିୟମ ଲାଗୁ କରିବା ଲାଗି ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଦାବିକରି ଆଗତ ହୋଇଥିବା ପିଟିସନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଏହା
Read More...

କଟକ ସମେତ ୫ଟି ସହରରେ ହେବ ହକି ବିଶ୍ୱକପ୍‌ ଉତ୍ସବ

ଭୁବନେଶ୍ୱର,୧୮/୧୧ : ଆଗକୁ ହେବାକୁ ଥିବା ପୁରୁଷ ବିଶ୍ୱକପ୍‌ ହକି-୨୦୨୩କୁ ନେଇ ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ବଶ୍‌ ଉକ୍ରଣ୍ଠା ଦେଖିବାକୁ ମିଳୁଛି । ସେମାନେ ଏହାକୁ ଆଗ୍ରହର ସହ ଅପେକ୍ଷା କରି ବସିଥିବା ବେଳେ ଆଜି ରାଜ୍ୟ ସରକାର ଏହାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ଆଜି
Read More...

ନିୟତି ଭିନ୍ନକ୍ଷମ ଅନୁଷ୍ଠାନ ଆନୁକୁଲ୍ୟରେ ଶୀତବସ୍ତ୍ର ବଣ୍ଟନ

ପାରଳାଖେମୁଣ୍ଡି : ଆଜି ପୂର୍ବାହ୍ନରେ ନିୟତିର ସମସ୍ତ ଛାତ୍ରଛାତ୍ରୀ (ହିତାଧିକାରୀ) ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ୪୦ରୁ ଉର୍ଦ୍ଧ୍ୱ ସେଇଟି ପୋଷାକ ବିଶିଷ୍ଟ ଶିକ୍ଷାବିତ୍‌ ତଥା ବୁଦ୍ଧିଜୀବୀ ମହେଶ ଚରଣ ଦାଶଙ୍କ ଦ୍ୱାରା ବଣ୍ଟନ କରାଯାଇଛି । ମୁଖ୍ୟ ଅତିଥି ଭାବେ ଗଜପତିର ଆରକ୍ଷୀ ଅଧିକ୍ଷକ
Read More...

ଆପଦା ମିତ୍ର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଡିପିଆରସି ସଭାଗୃହଠାରେ ଆପଦା ମିତ୍ର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ
Read More...

ଚିକିତ୍ସାରେ ଅବହେଳା ଅଭିଯୋଗ କଲେ ପରିବାର ଲୋକେ : ମୃତ ଶିଶୁ ଜନ୍ମ ହେବାର ୭ ଦିନପରେ ଚାଲିଗଲେ ମାଆ

ଘୁ ଉଦୟଗିରି:ଘୁ.ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ପରିଷଦ ଅଞ୍ଚଳ ଅନ୍ତର୍ଗତ ୯ ୱାର୍ଡ଼ ସୁକୁମାର ମଲ୍ଲିକଙ୍କ ଧର୍ମପତ୍ନୀ କାମିନୀ ବେହେରାଙ୍କ ମୃତ୍ୟୁ ଘଟିଥିବା ବେଳେ ଚଳିତ ମାସ ୧୦ ତାରିଖରେ କାମିନୀ ବେହେରାଙ୍କ ଗର୍ଭରୁ ୮ ମାସର ମୃତ
Read More...

ବାଲ୍ୟବିବାହ ଏକ ସାମାଜିକ ବ୍ୟାଧି

ପୁରୀ : ବାଲ୍ୟବିବାହ ଏକ ସାମାଜିକ ବ୍ୟାଧି ।ଏହାକୁ ରୋକିବା ଆମ ସମସ୍ତଙ୍କର ସାମାଜିକ ଦାୟିତ୍ୱ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ । ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ, ୟୁନିସେଫ୍‌, ଆକ୍ସନ ଏଡ୍‌ ,ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଓ ଜିଲ୍ଲା ସମାଜ
Read More...

ସେଣ୍ଟର ଫର କାଟାଲାଇଜିଙ୍ଗ୍‌ ଚେଞ୍ଜ ଆନୁକୂଲ୍ୟରେ ବାଲ୍ୟବିବାହ ନିରୋଧି କର୍ମଶାଳା

ଦଶପଲ୍ଲା : - ସେଣ୍ଟର ଫର କାଟାଲାଇଜିଙ୍ଗ୍‌ ଚେଞ୍ଜ (ସି-୩) ଆନୁକୁଲ୍ୟରେ ଆଜି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ସ୍ଥିତ ଅନ୍ନପୂର୍ଣ୍ଣା କଲ୍ୟାଣ ମଣ୍ଡପ ଠାରେ ଦଶପଲ୍ଲାର ସାମ୍ବାଦିକ ମାନଙ୍କୁ ନେଇ ଏକ ବାଲ୍ୟବିବାହ ନିରୋଧି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ
Read More...

ବ୍ୟକ୍ତିଗତ କାରଣ ଯୋଗୁଁ ଇସ୍ତଫା ଦେଲେ ୱାର୍ଡ ସଭ୍ୟା

ନନ୍ଦାହାଣ୍ଡି,୧୮/୧୧ - ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ଲାଉଗୁଡା ୭ ନମ୍ବର ୱାର୍ଡମେମ୍ବର ବ୍ୟକ୍ତିଗତ କାରଣ ଯୋଗୁଁ ଶ୍ରୀମତୀ ସାବି ମୁଦୁଲି ଇସ୍ତଫା ଦେଇଛନ୍ତି । ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର
Read More...

ପାଞ୍ଚ ଦିନରେ ଗଲାଣି ଦୁଇଜଣଙ୍କ ଜୀବନ, ୪ ଅସୁସ୍ଥ; କାରଣ ଅସ୍ପଷ୍ଟ

ନବରଙ୍ଗପୁର:- ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଣ୍ଟାଗାଁ ଗ୍ରାମପଞ୍ଚାୟତର ବଡିପଦର ଗ୍ରାମରେ ଦିନକୁ ଦିନ ସ୍ୱାସ୍ଥ୍ୟବସ୍ଥା ବିଗିଡିବାକୁ ଲାଗିଛି । ଗତ ପାଞ୍ଚ ଦିନ ଭିତରେ ଦୁଇ ଜଣଙ୍କ ମୃତ୍ୟୁ ହେଇଥିଲା ବେଳେ ଚାରି ଜଣ ଲୋକ ଅସୁସ୍ଥ ହୋଇପଡିଛନ୍ତି । ହଠାତ ଗ୍ରାମବାସୀ ଅସୁସ୍ଥ ହେବା ଦେଖି
Read More...