Monthly Archives

November 2022

ସ୍ୱଚ୍ଛତା ପକ୍ଷ ଉପରେ ସାଧାରଣ ଜ୍ଞାନ ପ୍ରତିଯୋଗିତା

ସୁବର୍ଣ୍ଣପୁର,୧୮/୧୧ - ସଦରବ୍ଲକ ସ୍ଥିତ ନାରାୟଣପୁର ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ସ୍ୱଛତା ପକ୍ଷ ବିଷୟରେ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଡାକ୍ତର ସଂଗୀତା ଚୌଧୁରୀ, ବ୍ଲକ ପ୍ରୋଗ୍ରାମ ଅଫିସର ପ୍ରିୟରଞ୍ଜନ ସାହୁ ଓ
Read More...

ଭିଜିଲାନ୍ସ ଜାଲରେ ଲାଇନ ମ୍ୟାନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଟିପିଏସଓଡିଏଲର ଲାଇନମ୍ୟାନ କାଳୁଚରଣ ପଲାଇ ନୂତନ ବିଦ୍ୟୁତ ସଂଯୋଗ ଦେବା ପାଇଁ ଶୁକ୍ରବାର ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳରେ ଟଙ୍କା ଜବତ କରିବା ସହ ଗିରଫ କରିଥିଲେ । ଲାଇନମ୍ୟାନ ପଲାଇ
Read More...

ଭିଜିଲାନ୍ସ ଜାଲରେ ବେଲପଡା ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ବେଲପଡା ତହସିଲର ବରିଷ୍ଠ କିରାଣି ଯୁଗଳ କିଶୋର ରାଉତ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଛି । ସୂଚନାମତେ ବେଲପଡା ବ୍ଳକ ଅନ୍ତର୍ଗତ ସାତଚୁଆ ଗ୍ରାମର ଅର୍ଜୁନ ଶବରଙ୍କ ଠାରୁ ବେଲପଡା ତହସିଲର ବରିଷ୍ଠ କିରାଣୀ ଯୁଗଳ କିଶୋର ରାଉତ ୧୫
Read More...

୪ର୍ଥ ଦିନରେ ପହଞ୍ଚିଛି ଆଉଟ ସୋର୍ସିଂ କର୍ମଚାରୀ କଳା ବ୍ୟାଜ ପରିଧାନ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ବ୍ଲକଠାରୁ ଆରମ୍ଭ କରି ସଦର ମହକୁମା ଏବଂ ଜିଲ୍ଲା ସ୍ତରରେ ବିଭିନ୍ନ ଦପ୍ତରରେ ଆଉଟସୋର୍ସିଂ ମାଧ୍ୟମରେ କାର୍ଯ୍ୟରତ ଥିବା କର୍ମଚାରୀ ମାନେ ଶାନ୍ତି ଶୃଙ୍ଖଳାର ସହ କଳାବ୍ୟାଜ ଧାରଣ କରି ନିଜ ନିଜ ବିଭାଗରେ ସୂଚାରୁ ରୂପେ କାର୍ଯ୍ୟ ତୁଲାଇଛନ୍ତି ଏବଂ
Read More...

ଆକସ୍ମିକ ନିଆଁଲାଗି ପୋଡିଗଲା ଘର

ଦଶପଲ୍ଲା : ଆଜି ଅପରାହ୍ନ ୨ ଘଟିକା ସମୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଟାକରା ଗ୍ରାମପଂଚାୟତ ଅନ୍ତର୍ଗତ ବୁଗୁଡା ଗ୍ରାମର ଚିତ୍ରସେନ ଭୋଇଙ୍କ ଘରେ ଆକସ୍ମିକ ଭାବରେ ନିଆଁ ଲାଗି ଦୁଇବଖରା ଘର ପୋଡିଯିବା ସହିତ ସମସ୍ତ ଆସବାବପତ୍ର ସମେତ ଗଚ୍ଛିତ ଥିବା ଖାଦ୍ୟ ସାମଗ୍ରୀ ମଧ୍ୟ
Read More...

ଗଜପତି ଉତ୍ସବ-୨୨ ସ୍ମରଣିକା କମିଟିର ପ୍ରଥମ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି : ସ୍ମରଣିକା କମିଟିର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଏକ ବୈଠକ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଅନୁଷ୍ଠିତ ହୋଇସାରିଛି । ସ୍ମରଣିକା ଉପଯୋଗୀ ଗଜପତିର ସାରସ୍ୱତ, ସାଂସ୍କୃତିକ,ଐତିହ୍ୟ,ଶିଳ୍ପ,କଳା, ଭାସ୍କଯ୍ୟ, ଲୋକ କଥା, ଲୋକ ନୃତ୍ୟ
Read More...

ବାତିଲା ହେଲା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦

ନୂଆଦିଲ୍ଲୀ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ବର୍ଷା କାରଣରୁ ବାତିଲ ହୋଇଛି । ମ୍ୟାଚ୍‌ ପାଇଁ ଟସ୍‌ ମଧ୍ୟ ପଡି ପାରିନଥିଲା । ଆଜି ୱେଲିଙ୍ଗଟନ୍‌ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ୍‌ ଖେଳାଯିବାର ଥିଲା । କିନ୍ତୁ ପ୍ରବଳ ବର୍ଷା ଲାଗି
Read More...

ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ଡିସେମ୍ବର ୯ରେ ବିଧାନସଭା ଘେରାଓ ଘୋଷଣା

ସମ୍ବଲପୁର : ବହୁଦିନରୁ ଲମ୍ବିତ ବିଭିନ୍ନ ଦାବି ପୂରଣ ପାଇଁ ଆଗାମୀ ୨ ଡିସେମ୍ବର ଦିନ ଓଡ଼ିଶା ବିଧାନସଭା ଘେରାଉ କରିବା ପାଇଁ ଅଙ୍ଗନବାଡ଼ି କର୍ମୀ ଓ ସହାୟକ ସଂଘ ନିଷ୍ପତ୍ତି ନେଇଛନ୍ତି । ଏହି ଦାବିଗୁଡିକ ହେଲା ଶ୍ରମିକର ମାନ୍ୟତା, ସରକାରୀ ଘୋଷଣା, ସମାନ କାମକୁ ସମାନ ଦରମା, ଶ୍ରମ
Read More...

ଶହୀଦ ମଧୁ ଗଡତିଆଙ୍କ ନାମରେ ଯୁଯୁମୁରା ହକି ଏକାଡେମୀକୁ ନାମିତ କରିବା ପାଇଁ ଦାବି

ସମ୍ବଲପୁର: ସ୍ଥାନୀୟ ଯୁଯୁମୁରା ହକି ଏକାଡେମୀକୁ ସେଠାକାର ଭୂମିପୁତ୍ର ଶହୀଦ ମଧୁ ଗଡତିଆଙ୍କ ନାମରେ ନାମିତ କରିବାକୁ ଅଂଚଳର ସମସ୍ତ ନିର୍ବାଚିତ ସରପଂଚ ଓ ସମିତି ସଭ୍ୟ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଏକ ସ୍ୱରରେ ଦାବି କରିଛନ୍ତି । ଯୁଯୁମୁରା ସ୍ଥିତ ବୀର ସୁରେନ୍ଦ୍ର ସାଏ କଲେଜରେ ଶହୀଦ ମଧୁ
Read More...

ଶ୍ରଦ୍ଧାଙ୍କୁ ହତ୍ୟା କରିବା ପୂର୍ବରୁ ଏହି କାମ କରିଥିଲା ଅଫତାବ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘଟିଥିବା ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ପୋଲିସ ଏକ ବଡ ଖୁଲାସା କରିଛି । ପୋଲିସର ପଚରାଉଚରା ବେଳେ ଜଣା ପଡିଛି ଯେ ଅଭିଯୁକ୍ତ ଅଫତା ଆମିନ ପୁନାୱାଲାଙ୍କର ଗଞ୍ଜେଇ ତଥା ଅନ୍ୟାନ୍ୟ ନିଶା ଦ୍ରବ୍ୟ ସେବନ କରୁଥିଲେ । ପୋଲିସ ପଚରାଉଚରା ବେଳେ ଅଭିଯୁକ୍ତ
Read More...