Monthly Archives

November 2022

ସ୍ୱଚ୍ଛ ସାଥି ଓ ସ୍ୱଚ୍ଛ ସୁପରଭାଇଜର ଦରମା ବୃଦ୍ଧି ଓ ସରକାରୀ ମାନ୍ୟତା ନେଇ ଗଜପତି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦରେ କାର୍ଯ୍ୟରତ ଥିବା ସ୍ୱଚ୍ଛ ସାଥି ଓ ସୁପର ଭାଇଜାର ଦରମା ବୃଦ୍ଧି ଓ ସରକାରୀ ମାନ୍ୟତା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସ୍ୱଚ୍ଛ ସାଥି ସଂଗଠନର ସଭାନେତ୍ରୀ ଜ୍ୟୋତି ରଶ୍ମି ଦାସଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି
Read More...

ଶୀତରେ ଥରୁଛି ଓଡ଼ିଶା, ୨୧ରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ପାରଦ ଖସୁଥିବା ବେଳେ ବଢ଼ିବାରେ ଲାଗିଛି ଶୀତର କୋପ। ଶୀତର କୋପରେ ଥରହର ହେଉଥିବା ରାଜ୍ୟବାସୀଙ୍କୁ ଏବେ ଘାରିଲାଣି ବର୍ଷା ଭୟ। ପାଣିପାଗ ବିଭାଗ ସୂଚନା ଅନୁସାରେ, ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୨୧ ତାରିଖ ବେଳକୁ ରାଜ୍ୟରେ
Read More...

ଟ୍ରାକ୍ଟର ଓ ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ, ୨ ଆହତ

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଟିକାବାଲି ଅନ୍ତର୍ଗତ ବଡିମୁଣ୍ଡ ନିକଟସ୍ଥ ଅଲାରସାହି ଏଆର୍‌ଏସ୍‌ଏସ୍‌ କ୍ରସର ସାମ୍ନାରେ ବାଇକକୁ ଧକ୍କା ଦେଲା ଟ୍ରାକ୍ଟର । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଟିକାବାଲିରୁ ଏକ ବାଇକ୍‌
Read More...

ମୋ ସେବାକେନ୍ଦ୍ର ସହାୟତାରେ କୃଷି କର୍ମଶାଳା ଅନୁଷ୍ଠିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା କୃଷି ବିଭାଗ କାର୍ଯ୍ୟାଳୟ ପରିସରରେ ମୋ ସେବାକେନ୍ଦ୍ର ତରଫରୁ କୃଷିମାନେ କିଭଳି ବିନା ଶୁଳ୍କରେ ସୁବିଧା ଓ ସହଜରେ କୃଷକ ରେଜିଷ୍ଟେସନ କାର୍ଡ ପାଇପାରିବେ ସେନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟସରକାରଙ୍କ ପ୍ରତି ପଞ୍ଚାୟତରେ ଥିବା ମୋ
Read More...

ପୁଣି ନଷ୍ଟ ହେଲା ୧୦୮ ଏକର ବେଆଇନ୍‌ ଗଞ୍ଜେଇ ଚାଷ

ବାଲିଗୁଡ଼ା : ଜୋର୍‌ ଧରିଲା ଅପରେସନ୍‌ ନୀଳ ଜହର । ଗଞ୍ଜେଇ ଚାଷର ମୂଳ ପୋଛ କରିବାକୁ ଅଣ୍ଟା ଭିଡ଼ିଛି କନ୍ଧମାଳ ପୋଲିସ୍‌ । ପୁଣି ନଷ୍ଟ ହେଲା ୧୦ କୋଟି ୮୦ ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ । ବାଲିଗୁଡ଼ା ଥାନା ଅଧିନସ୍ଥ ସିନ୍ଦ୍ରିଗାଁ ଗ୍ରାମ ପଞ୍ଚାୟତର ସଲଗପଦର ଓ ମହାସିଙ୍ଗିପାଙ୍ଗା
Read More...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗିରଫ

ପୁରୀ :ତପନ କୁମାର ସାହୁ ନାମକ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ ଘଟଣାରେ ତାଳବଣିଆ ଥାନା ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ଲକ୍ଷ୍ମୀଧର ରାଉତରାୟ, ଟୁଲିଆ ରାଉତରାୟ ଏବଂ ଟୁକୁନା ରାଉତରାୟ । ତିନି ଅଭିଯୁକ୍ତ ଗତ ୨ତାରିଖ ସନ୍ଧ୍ୟାରେ ତପନଙ୍କୁ କାଠ ଫାଳିଆ ଓ ଜିଆଇ
Read More...

ତୃତୀୟ ଦିନରେ ମଣି ବରିହା ସ୍ମାରକୀ ଫୁଟବଲ ପ୍ରତିଯୋଗିତା

ବଲାଙ୍ଗିର: ଜନ କଲ୍ୟାଣ ଯୁବକ ସଂଘ ଫୁଟବଲ ଏସୋସିଏସନ କାଲସାଏପାଲି ଅନୁକୁଲ୍ୟରେ ପ୍ରଥମ ମଣି ବରିହା ସ୍ମାରକି ପ୍ରତିଯୋଗିତା ତୃତୀୟ ଦିନ ଖୁଜେନପାଲି ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ତୃତୀୟ ଦିନର ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ ଡୁଙ୍ଗୁରିପଡାକୁ ଲୋଇସିଂହା ୨-୦ରେ ପରାସ୍ତ
Read More...

୧୦ଫୁଟର ଅଜଗର ସାପ ଉଦ୍ଧାର

ଘୁ ଉଦୟଗିରି:ଆଜି ସ୍ଥାନୀୟ ସହରର ୪ନଂ ୱାର୍ଡ ସ୍ଥିତ ଶ୍ରୀରାମପଦାର ତାରିଣୀ ମନ୍ଦିର ସମ୍ମୁଖ ଗେଟରେ ଏକ ଅଜଗର ସାପ ବୁଲୁଥିବା ଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇ ସ୍ଥାନୀୟ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଖବର ଦେଇଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ଜଗନ୍ନାଥ ନାୟକଙ୍କ ନେତୃତ୍ୱରେ କାଳିଆ
Read More...

ନେହରୁ ଯୁବ କେନ୍ଦ୍ର ପ୍ରତିଷ୍ଠା ଦିବସରେ ଭଲିବଲ ମ୍ୟାଚ

ଚଣ୍ଡିଖୋଲ :ନେହରୁ ଯୁବ କେନ୍ଦ୍ରର ସୋମବାର ପ୍ରତିଷ୍ଠା ଦିବସ ଅବସରରେ ବଡଚଣା ବ୍ଲକ ଅନ୍ତର୍ଗତ ବାବା ଭୈରଭନନ୍ଦ ମହାବିଦ୍ୟାଳୟ ଖେଳ ପଡିଆଠାରେ ଏକ ଭଲିବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ବିକାଶ, ନେହରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀମାନଙ୍କୁ ନେଇ ଭଲିବଲ
Read More...

ଫୁଲବାଣୀ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ

ଫୁଲବାଣୀ: ଖରିଫ୍‌ ବର୍ଷ- ୨୦୨୨-୨୩ ପାଇଁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପାଟିଲ ଆଶିଷ ଇଶ୍ୱରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଯେଉଁ ମଣ୍ଡିଗୃହ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଅଧାରେ ପଡ଼ିରହିଛି ସେଗୁଡ଼ିକୁ
Read More...