Monthly Archives

November 2022

ସୁପର୍‌ ଭାଇଜରଙ୍କ ମନମୁଖୀ କାର୍ଯ୍ୟକଳାପ,କାର୍ଯ୍ୟାନୁଷ୍ଠନ ଦାବୀ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ୩୧ଜଣ…

ବାଲିଗୁଡ଼ା: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳ କାଟିଙ୍ଗିଆ ସେକ୍ଟରରେ କାର୍ଯ୍ୟରତ ସୁପର୍‌ ଭାଇଜରଙ୍କ ମନମୁଖୀ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଉକ୍ତ ସେକ୍ଟର ଅଞ୍ଚଳରେ କାର୍ଯ୍ୟରତ ୩୧ଜଣ ଅଙ୍ଗନୱାଡ଼ି କର୍ମୀମାନେ ଶାରୀରିକ ,ମାନସିକ ଓ ଆର୍ଥିକ ଭବେ ନିର୍ଯାତନାର ଶିକାର
Read More...

ସୁପ୍ରିମକୋର୍ଟଙ୍କୁ ନୋଟବନ୍ଦୀର କାରଣ ଜଣାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ୨୦୧୬ରେ ହୋଇଥିବା ନୋଟବନ୍ଦୀ ଉପରେ ସୁପ୍ରିମକୋର୍ଟରେ ଜବାବ ରଖିଛନ୍ତି କେନ୍ଦ୍ର ସରକାର । ବହୁ ବିଚାର-ବିମର୍ଶ ପରେ ବିମୁଦ୍ରୀକରଣ ନିଷ୍ପତ୍ତି ନିଆଯାଇଥିବା ଏବଂ ଏହା ଜାଲି ନୋଟ, ଆତଙ୍କବାଦୀକୁ ଅର୍ଥ ଯୋଗାଣ, କଳା ଧନ ଏବଂ ଟ୍ୟାକ୍ସ ଚୋରି ସମସ୍ୟା ମୁକାବିଲାର ଏକ ବଡ଼ ରଣନୀତିର
Read More...

କଲେଜ୍‌ ଛାତ୍ରୀଙ୍କୁ ରାଗିଂ: ୫ ଛାତ୍ର ଗିରଫ,
ବିଦାହେବେ ୧୨ ଛାତ୍ର

ବ୍ରହ୍ମପୁର,୧୭/୧୧: ବ୍ରହ୍ମପୁର ସହରର ଅନ୍ୟତମ ପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ହୋଇଥିବା ର‍୍ୟାଗିଂ ଘଟଣାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କଲେଜ କର୍ତ୍ତୃପକ୍ଷ । ର‍୍ୟାଗିଂ କରିଥିବା ସବୁ ଛାତ୍ରଙ୍କୁ ଟିସି ଦେଇ କଲେଜରୁ ବିଦା
Read More...

କପିଳାସ ମହୋତ୍ସବ : ପ୍ରିୟଙ୍କା ରାଜ୍ୟ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ

ପାରଳାଖେମୁଣ୍ଡି: ମାଇକ୍ରୋମିଡ଼ିଆ ଓ ଭକ୍ତି ବିନୋଦ ସ୍ମୃତି ସଂସଦ ତରଫରୁ ମିଳିତ ଭାବେ ନଭେମ୍ବର ମାସ ୭ ତାରିଖରେ କପିଳାସ ପୀଠରେ ଉଦ୍‌ଘାଟନ ହେବା ସହ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏତଦ୍‌ ବ୍ୟତୀତ ନଭେମ୍ବର ୧୧ ,୧୨ ଓ ୧୩ ତାରିଖରେ ୪ର୍ଥ କପିଳାସ ମହୋତ୍ସବ ଓ ରାଜ୍ୟ
Read More...

ଭତ୍ତା ପାଇଁ ଆସି ବୃଦ୍ଧାଙ୍କ ଚେତା ବୁଡିଲା !

ଦଶପଲ୍ଲୀ: ଭତ୍ତାପାଇଁ ଚେତା ବୁଡିଲା । କଥାଟା ଟିକେ ଖଟକା ଲାଗୁଥିଲେ ବି ଏକଦମ୍‌ ସତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଟାକରା ଗ୍ରାମପଂଚାୟତ କାର୍ଯାଳୟ ନିକଟରେ । ପ୍ରାପ୍ତ ସୂଚନା ଅନୁସାରେ, ଟାକରା ଗ୍ରାମପଂଚାୟତ ଅନ୍ତର୍ଗତ ତିଳାବାଡି ଗ୍ରାମର
Read More...

ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର

ନୂଆଦିଲ୍ଲୀ,୧୭/୧୧ : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଦକ୍ଷିଣପୂର୍ବ ବଙ୍ଗୋପସାଗର-ଆଣ୍ଡାମାନ ସାଗରରେ ଗୁରୁବାର ସକାଳେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏନେଇ ଆଜି ଆଇଏମଡି ପକ୍ଷରୁ ସୂଚନା ମିଳିଛି । ଖବର ଅନୁଯାୟୀ, ଆଗାମୀ ୧୯ ତାରିଖ ସୁଦ୍ଧା
Read More...

ବଢୁଛି ଶୀତର ପ୍ରକୋପ :
ସେମିଳିଗୁଡ଼ା ସବୁଠୁ ଥଣ୍ଡା

ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ଧୀରେ ଧୀରେ ବଢୁଛି । ବିଶେଷତଃ ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ଶୀତ ଅନୁଭୁତ ହେଉଛି । ରାଜ୍ୟର ୯ଟି ସହରର ତାପମାତ୍ରା ୧୪ ଡିଗ୍ରି ତଳେ ରହିଛି । ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାଠାରେ ରେକର୍ଡ ହୋଇଛି । ଏଠାରେ ତାପମାତ୍ରା
Read More...

ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ

ଭୁବନେଶ୍ୱର : ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିଳମ୍ବିତ ରାତିରେ ସେ ତାଙ୍କ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ବୁଧବାର ବିଳମ୍ବିତ ରାତିରେ ଅବସର ବେଉରିଆ ଛାତିରେ ଯନ୍ତ୍ରଣା
Read More...

ହାଇକୋର୍ଟ ବେଞ୍ଚ ଦାବୀ, ପୁଣି କାର୍ଯ୍ୟାଳୟରେ ଝୁଲୁଛି ତାଲା

ବଲାଙ୍ଗୀର : ହାଇକୋର୍ଟ ବେଞ୍ଚ୍‌ ଦାବୀରେ ଆଜି ପୁଣି ଥରେ ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିଛି । ବଲାଙ୍ଗୀର ଆକ୍ସନ କମିଟୀ ଆବାହକ ଗୋପାଲଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଜିଲ୍ଲାପାଳ, ପୋଷ୍ଟ ଅଫିସ୍‌, ଡିଏଫଓ, ସିଭିଲ କୋର୍ଟ ପ୍ରଭୃତି କାର୍ଯ୍ୟାଳୟରେ ପିକେଟିଙ୍ଗ୍‌ କରାଯାଇଥିଲା । ପରେ
Read More...

କଣ୍ଟାମାଳ ସାମ୍ବାଦିକ ସଂଘ (କବ୍ଚା)ର ଦୁଇ ଦିନିଆ ବାର୍ଷିକ ଉତ୍ସବ ଉଦଯାପିତ

କଣ୍ଟାମାଳ : ନାଚ,ଗୀତ ଓ ଆନନ୍ଦ ଉଲ୍ଲାସ ମଧ୍ୟରେ କଣ୍ଟାମାଳବ୍ଳକ ସାମ୍ବାଦିକ ସଂଘ (କବ୍ଚା)ର ଦୁଇ ଦିନିଆ ପ୍ରତିଷ୍ଠା ତଥା ବାର୍ଷିକ ଉତ୍ସବ ଗତ ୧୫ ତାରିଖ ବିଳମ୍ବିତ ରାତ୍ରୀରେ ଧରି ଆୟୋଜିତ ହୋଇ ଆସୁଥିବା କଣ୍ଟାମାଳବ୍ଳକ ସାମ୍ବାଦିକ ସଂଘ (କବ୍ଚା)ର ଷଷ୍ଠ ବାର୍ଷିକ ଉତ୍ସବ ଗତକାଲି ଉଦଯାପିତ
Read More...