Monthly Archives

November 2022

ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଜାଗୃତି’ର ୪୧ତମ ସ୍ୱନକ୍ଷତ୍ର ଦିବସ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ "ଜାଗୃତି' ଆଜି ତାର ୪୧ ତମ ସ୍ୱନକ୍ଷତ୍ର ଉତ୍ସବ ପାଳନ କରିଛି । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସମାରୋହରେ ଅତିଥି ଭାବେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ,ବିଡ଼ିଓ ଗଦାଧର ପାତ୍ର ,
Read More...

ଓଡ଼ିଶା ଡ୍ରାଇଭର ମହାସଂଘ ନନ୍ଦାହାଣ୍ଡି ଶାଖା ତରଫରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଡ୍ରାଇଭର ମହାସଂଘ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ଶଙ୍କର ମୁର୍ମୁ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଆଜି ନନ୍ଦାହାଣ୍ଡି ବ୍ଲକ ର ୧୧ ଗୋଟି ପଞ୍ଚାୟତ ର ସମସ୍ତ ଡ୍ରାଇଭର ଯୋଗଦେଇ ଏକ ଶୋଭାଯାତ୍ରାରେ ବ୍ଲକ୍‌ କାର୍ଯ୍ୟାଳୟ
Read More...

କିଶୋର ଛୋଟରାୟ ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ନିର୍ବାଚିତ

ପୁରୀ : ପିପିଲି ପୋପରଙ୍ଗା ସେବା ସମବାୟ ସମିତିର ନିର୍ଦ୍ଦେଶକ କିଶୋର ଛୋଟରାୟ ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ନିର୍ବାଚିତ ହୋଇଛନ୍ତି । ଏଥିପାଇଁ ବ୍ୟାଙ୍କ ପରିସରରେ ବୁଧବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଦିଲୀପ ମହାପାତ୍ରଙ୍କ
Read More...

ହେବକି ତୃତୀୟ ବିଶ୍ୱଯୁଦ୍ଧ ? ପୋଲାଣ୍ଡରେ ହିଟ୍‌ କଲା ଋଷ କ୍ଷେପଣାସ୍ତ୍ର, ତାତିଲା ନାଟୋ

କିଭ୍‌: ଘନେଇଲା ଋଷ ଉପରେ ନାଟୋ ସଦସ୍ୟଙ୍କ ଆକ୍ରମଣ ଆଶଙ୍କା । ଯୁଦ୍ଧ ଆରମ୍ଭରୁ ପ୍ରଥମ ଥର ଲାଗି ଋଷୀୟ କ୍ଷେପଣାସ୍ତ୍ର ହିଟ୍ କଲା ନାଟୋ ସଦସ୍ୟ ରାଷ୍ଟ୍ରରେ । ଋଷର କ୍ଷେପଣାସ୍ତ୍ର ମାଡରେ ପୋଲାଣ୍ଡର ଦୁଇ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ କ୍ଷୁବ୍ଧ ହୋଇଛି ନାଟୋ । ସେପଟେ ଗ୍ରୁପ-20
Read More...

ସୁପ୍ରିମକୋର୍ଟର ବାରଣ ସତ୍ତ୍ୱେ ଓକିଲଙ୍କ ଆନ୍ଦୋଳନ ଅବ୍ୟାହତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଡାକରାକ୍ରମେ ପ୍ରତି ବୁଧବାର ପରି ଆଜି ମଧ୍ୟ ସମସ୍ତ ବିଚାର ବିଭାଗୀୟ କାର୍ଯ୍ୟାଳୟ ବନ୍ଦ କରିଦିଆଯାଇଛି, ଯଦିଓ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପାଇଁ ସୁପ୍ରିମ କୋର୍ଟ ପକ୍ଷରୁ ବାରଣ କରାଯାଇଛି । ଜିଲ୍ଲାଜଜଙ୍କ ନେତୃତ୍ୱରେ ସବୁ ଜିଲ୍ଲା
Read More...

ଅମଲାଙ୍କ ମିଶନ ୪୨୦୦, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ବଲାଙ୍ଗିର : ସବୁ ବର୍ଗର କର୍ମଚାରୀଙ୍କ ଦରମା ବଢିଲା । କିନ୍ତୁ ଜିଲ୍ଲା ଅମଲାଙ୍କ ଦରମା ବଢି ନାହିଁ ।ଯଦିଓ ୨୦୧୭ ମସିହାରୁ ଶିକ୍ଷାଗତ ଯୋଗ୍ୟତା ବୃଦ୍ଧି ହୋଇଛି ତଥାପି ବେତନ ସମୀକରଣ ବଦଳି ନାହିଁ । ଏଣୁ ଜିଲ୍ଲା ଅମଲା ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ
Read More...

କ୍ୟାପିଟାଲ ହସ୍ପିଟାଲରେ ୫-ଟି ସଚିବ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ୫-ଟି ସଚିବ ଭିକେ ପଣ୍ଡିଆନ୍ । ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶର ସମୀକ୍ଷା କରିଛନ୍ତି ୫-ଟି ସଚିବ । ଟ୍ରମାକେୟାର, ପିଜି ଗ୍ରାଜୁଏଟ୍, ମେଡିକାଲ କଲେଜ, ସର୍ଜରୀ ବ୍ଲକ, ଜୁନିଅର ହଷ୍ଟେଲ ସହ ବରିଷ୍ଠ ଡାକ୍ତରଙ୍କ କ୍ବାର୍ଟର ଭିତ୍ତିଭୂମିର ବିକାଶ କାମ କେତେ
Read More...

ମୋତେ ରାଜନୀତି କରି ଆସେନି : କେଜ୍ରିଓ୍ଵାଲ

ଅହମ୍ମଦାବାଦ: ମୋର ବିଚାରଧାରା ଚରମ ଦେଶଭକ୍ତି ଏବଂ ଚରମ ସଚ୍ଚୋଟତାରେ ରହିଛି। ଗୁଜରାଟର ଅହମ୍ମଦାବାଦରେ ଏହା କହିଛନ୍ତି ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ। ସେ କହିଛନ୍ତି, କାଲି ଯଦି ମୋ ପୁଅ ଭୁଲ୍ କରେ ତେବେ ତାକୁ ବି ଛାଡିବି ନାହିଁ।
Read More...

ରାଜ୍ୟରେ ବଢୁଛି ଶୀତ,୯ଟି ସ୍ଥାନରେ ୧୪ ଡିଗ୍ରୀ ତଳେ ପାରଦ

ଭୁବନେଶ୍ବର: ଗତ କିଛି ଦିନ ହେବ ନିର୍ମଳ ଆକାଶ ଓ ଖରାଟିଆ ପାଗ ରାଜ୍ୟରେ ଶୀତ ପାଇଁ ଅନୁକୂଳ ବାତାବରଣ ତିଆରି କରିଛି। ଓଡ଼ିଶାକୁ ଉତ୍ତର ଦିଗରୁ କ୍ରମାଗତ ଭାବେ ପ୍ରବେଶ କରୁଥିବା ଶୁଷ୍କ ଓ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବା ଆରମ୍ଭ ହୋଇଯାଇଛି। ଆଞ୍ଚଳିକ ପାଣିପାଗ
Read More...

ରାଷ୍ଟ୍ରୀୟ ଜନଜାତି ଗୌରବ ଦିବସରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଟୁଡୁ

ଫୁଲବାଣୀ :ଆଦିବାସୀ କ୍ରାନ୍ତିବୀର ସ୍ୱାଧୀନତା ସଂଗ୍ରାମୀ, ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ରାଷ୍ଟ୍ରୀୟ ଜନଜାତି ଗୌରବ ଦିବସ ପାଳନ କରାଯାଇଛି । ଏହି ଅବସରରେ ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ମଙ୍ଗଳବାର ସକାଳେ ଫୁଲବାଣୀ ସହରରେ ଏକ
Read More...