Monthly Archives

November 2022

ଖରିଫ ଧାନକ୍ରୟକୁ ସୁରୁଖୁରୁରେ ସମ୍ପର୍ଣ୍ଣ କରିବା ପାଇଁ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

ସୋନପୁର : ଚଳିତ ଖରିଫ ଧାନକ୍ରୟକୁ ସୁରୁଖୁରୁରେ ସମ୍ପର୍ଣ୍ଣ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ତତ୍ପରତା ପ୍ରକାଶ ପାଇଛି । ସୋସାଇଟି ସ୍ତରୀୟ ଧାନ କ୍ରୟ କମିଟି ଗୁଡିକୁ କ୍ରିୟାଶୀଳ ତଥା ସୁବ୍ୟବସ୍ଥିତ କରିବା ପାଇଁ ପ୍ରତ୍ୟେକ ବ୍ଲକରେ ଗୋଷ୍ଟୀ ଉନ୍ନୟନ
Read More...

ଛତ୍ରପୁର ଜଗନ୍ନାଥ ମନ୍ଦିରଠାରୁ ତାରାତାରିଣୀଙ୍କ ପୀଠ ଯାଏଁ ପତିତପାବନ ଯାତ୍ରା

ଗଞ୍ଜାମ:ଛତ୍ରପୁର ସହରର ତାଡେପଲ୍ଲୀ ସାହି ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ ତାରାତାରିଣୀଙ୍କ ପୀଠ ଯାଏଁ ଏକ ଆଧ୍ୟାତ୍ମିକ ପଦଯାତ୍ରାର ଆୟୋଜନ କରାଯାଇଛି । ୧୯୭୭ ମସିହାରେ ଏହି ମନ୍ଦିର ପକ୍ଷରୁ ପୁରୀ ଶ୍ରୀମନ୍ଦିର ପର୍ଯ୍ୟନ୍ତ ହୋଇଥିବା ଐତିହାସିକ ପତିତ ପାବନ ପଦଯାତ୍ରାର ସ୍ମରଣପୂର୍ବକ ଆୟୋଜିତ
Read More...

୨୦୨୪ ଟି-୨୦ ବିଶ୍ୱକପ ପୂର୍ବରୁ ଏହି ଖେଳାଳିଙ୍କୁ କରାଯାଉ ଅଧିନାୟକ, କହିଲେ ପୂର୍ବତନ ଜାତୀୟ ଚୟନ କମିଟିର ଅଧ୍ୟକ୍ଷ

ନୂଆଦିଲ୍ଲୀ : ପୂର୍ବତନ ଜାତୀୟ ଚୟନ କମିଟିର ଅଧ୍ୟକ୍ଷ କୃଷ୍ଣମାଚରୀ ଶ୍ରୀକାନ୍ତ କହିଛନ୍ତି ଯେ ୨୦୨୪ ଟି -୨୦ ବିଶ୍ୱକପ ପୂର୍ବରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ଷୁଦ୍ରତମ ଫର୍ମାଟର ପୂର୍ଣ୍ଣକାଳୀନ ଅଧିନାୟକ ଭାବରେ ନିଯୁକ୍ତ କରାଯିବା ଉଚିତ ଏବଂ ଭାରତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ
Read More...

ସ୍ମାର୍ଟ୍‌ ସ୍କୁଲ ପକ୍ଷରୁ ପଥପ୍ରାନ୍ତ ସଚେତନତା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ରାଜନହର ସମ୍ମୁଖରେ ଶିଶୁ ଦିବସ ଉପଲକ୍ଷେ ସ୍ମାର୍ଟ୍‌ ସ୍କୁଲ ପକ୍ଷରୁ ପଥପ୍ରାନ୍ତ ନୃତ୍ୟ ନାଟିକା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସ୍କୁଲର ଶିଶୁ କଳାକାର ମାନେ ସୁନ୍ଦର୍‌ ନୃତ୍ୟ ମାଧ୍ୟମରେ ଶିଶୁ କନ୍ୟା
Read More...

ଆରମ୍ଭ ହେଲା ଅପରେସନ ନୀଳ ଜହର:ପୋଲିସ୍‌ ଓ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ ହେଲା ୧୧୦ ଏକର ବେଆଇନ୍‌ ଗଞ୍ଜେଇ ଚାଷ

ବାଲିଗୁଡ଼ା: ଆରମ୍ଭ ହେଲା ଅପରେସନ ନୀଳ ଜହର । କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା ପୋଲିସ୍‌ ଓ ଅବକାରୀ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଏହି ଅପରେସନ । ବାଲିଗୁଡ଼ା ଥାନା ବୁଡ୍ରୁକିଆ ଗ୍ରାମ ପଞ୍ଚାୟତର ସିପାଞ୍ଜିରି ଅଞ୍ଚଳରେ ୧୧୦ ଏକର ଜଙ୍ଗଲ ଜମିରେ ବେଆଇନ୍‌ ଭାବେ ଚାଷ ହୋଇଥିବା
Read More...

ଦଶପଲ୍ଲାରେ ଶୀତ ଲହରୀ, ଜାଡ଼ରେ ଥରୁଛି ମାଳ ଅଞ୍ଚଳ

ଦଶପଲ୍ଲା,୧୪/୧୧: - ବଣଜଙ୍ଗଲ ପରିବେଷ୍ଟିତ ଦଶପଲ୍ଲାରେ ଏବେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଦଶପଲ୍ଲାର ଅନେକ ଅଞ୍ଚଳରେ ଶୀତ ତରଙ୍ଗ ଅନୁଭୂତ ହେଉଥିବାବେଳେ, କେତେକ ସ୍ଥାନରେ ପାରଦ ୧୦ ଡିଗ୍ରୀ ସେଲସିୟସ ତଳକୁ ଖସିବାସହ ସାଧାରଣ ଜୀବନକୁ ପ୍ରଭାବିତ କରିଛି । କଳସାଖମଣ, ଚଢେୟାପଲ୍ଲୀ, ନୂଆଗାଁ,
Read More...

ତୁମୁଡିବନ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଦିବସ

ଫୁଲବାଣୀ,୧୪/୧୧ :- କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧର ଡ଼ଃ ଆମ୍ବେଦକାର ଛକରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସ୍ୱର୍ଗତ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୪ ତମ ଜୟନ୍ତୀ ପାଳିତ ହୋଇଯାଇଛି । ପାରମ୍ପରିକ ରୀତିରେ ପ୍ରାର୍ଥନା ଓ ପୂଜା ପାଠ ସାରିଲା ପରେ ପ୍ରଧାନ ଆଚାର୍ଯ୍ୟ କୈଳାସ
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ

ପାରଳାଖେମୁଣ୍ଡି,୧୪/୧୧- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍‌ ଅନ୍ତର୍ଗତ ତୁମୁଳ ଗ୍ରାମପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଓ ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ମିଳିତ ଏହି ଜନ
Read More...

ତାଳବଣିଆ ଶିଶୁ ଉଦ୍ୟାନ ଉଦଘାଟିତ

ପୁରୀ : ଶିଶୁ ଦିବସ ଅବସରରେ ତାଳବଣିଆ ହେଲିପ୍ୟାଡ ନିକଟରେ ଶିଶୁ ଉଦ୍ୟାନ ଉଦଘାଟିତ ହୋଇଯାଇଛି । ପିକେଡିଏ ପକ୍ଷରୁ ପ୍ରସ୍ତୁତ ଏହି ଉଦ୍ୟାନକୁ ଉଦଘାଟନ କରି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ଜିଲ୍ଲାପାଳ ସମର୍ଥ ବର୍ମା ଶିଶୁ ଓ କିଶୋର ମାନେ ଏହି ଉଦ୍ୟାନର ସୁବିଧା ନେଇ ସୁସ୍ଥ ଓ ସତେଜ
Read More...

ଗଜପତିରେ ପିତୃମାତୃହୀନ ଶିଶୁଙ୍କ ପାଇଁ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ମହକ- ୨୦୨୨”

ପାରଳାଖେମୁଣ୍ଡି:ପାରଳାଖେମୁଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଆଜି ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାର ସମସ୍ତ ଶିଶୁଯତ୍ନ ଅନୁଷ୍ଠାନ ମାନଙ୍କ ଶିଶୁ ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ "ମହକ-୨୦୨୨' ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଅନୁଷ୍ଠିତ ଉଦଘାଟନୀ
Read More...