Monthly Archives

November 2022

ନିଜେ ପଢ଼ିଥିବା ସ୍କୁଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ରାଜଧାନୀର ଦୁଇଟି ବିଦ୍ୟାଳୟରେ କିଛି ସମୟ ବିତାଇଛନ୍ତି। ପ୍ରଥମେ ସେ ଖଣ୍ଡଗିରିସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟକୁ ଗସ୍ତ କରିଥିଲେ। ସେଠାରେ ପ୍ରାୟ ୧୫ ମିନିଟ୍ ଧରି ରହିବା ପରେ ସେଠାରେ ଥିବା ଏକ ହଲରେ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ।
Read More...

ଏସଆଇଟି ସ୍କାନରରେ ଅର୍ଚ୍ଚନା ନାଗ

ଭୁବନେଶ୍ୱର: ଲେଡି ବ୍ଲାକମେକର ଅର୍ଚ୍ଚନା ନାଗଙ୍କ କଳା କାରନାମାର ଗୁମର ଫିଟାଇବାକୁ ଇଡି ଏବେ ତନାଘନା ଚଳାଇଛି। ଏପରି ସମୟରେ ଏସଆଇଟି ସ୍କାନରକୁ ଚାଲି ଆସିଛନ୍ତି ଅର୍ଚ୍ଚନା ନାଗ । ନାଗଙ୍କ ବେଆଇନ୍ ଅର୍ଥ କାରବାର ମାମଲାର ରିପୋର୍ଟ ଇଡିକୁ ମାଗିଛି ଏସ୍ଆଇଟି । ଆସନ୍ତା ୧୩ ତାରିଖରେ
Read More...

ପୋଲିସ ଉଚ୍ଚ ବିଦ୍ୟାଳୟରେ ମାଣ୍ଡିଆ ଦିବସ ପାଳିତ

ଫୁଲବାଣୀ : ସାରା ରାଜ୍ୟରେ ପ୍ରଥମଥର ପାଇଁ ମାଣ୍ଡିଆ ଦିବସ ପାଳନ କରାଯାଉଛି । ମାଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ମିଲେଟ ମିଶନ ଆରମ୍ଭ କରାଯାଇଥିଲା ।ମାର୍ଗଶିର ମାସର ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ସରକାର ଘୋଷଣା କରିଥିବା ବେଳେ ଏହି ଅବସରରେ ଆଜି
Read More...

ଘୁଚାପାଲି ଓ ନାନ୍ଦୁପଲାରେ ସିଆରପିଏଫର ଜନ ସଂପର୍କ ଶିବିର : ଲୋକଙ୍କୁ ବାଣ୍ଟିଲେ ପାଣି ଡ୍ରାମ୍‌

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ଠାରେ ସିଆରପିଏଫ୍‌ ୧୮୯ ବାଟାଲିୟନ୍‌ ତରଫରୁ ଜନସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୁଖ୍ୟ ଅତିଥି ରୂପେ କମାଣ୍ଡେଣ୍ଟ ପବନ କୁମାର ତିୱରି, ସମ୍ମାନିତ ଅତିଥି ରୂପେ ନାନ୍ଦୁପଲା ସରପଞ୍ଚ ନିଲେନ୍ଦ୍ରି ପୁଝାରୀ, ଭାନପୁର
Read More...

ନନ୍ଦାହାଣ୍ଡି ବ୍ଲକରେ ବୁଲିଲା ଭୋଟର ସଚେତନତା ରଥ

ନନ୍ଦାହାଣ୍ଡି : ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ଦ୍ୱାରା ଭୋଟରମାନଙ୍କୁ ଭୋଟର କାର୍ଡ ସହ ଆଧାର କାର୍ଡକୁ ସଂଯୋଗ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ନିର୍ଦ୍ଦେଶ କ୍ରମେ ନନ୍ଦାହାଣ୍ଡି ବ୍ଲକରେ ଏକ ସଚେତନ ରଥ ଆଜି ବାହାରିଛି । ଏହି ରଥ ସମସ୍ତ ୧୧ ଗୋଟି ପଞ୍ଚାୟତରେ ଡ଼ାକବାଜି
Read More...

ଦଶପଲ୍ଲା ମହିଳା ମହାବିଦ୍ୟାଳୟଠାରେ ସ୍ୱାବଲମ୍ବୀ ଭାରତ ଅଭିଯାନ କାର୍ଯ୍ୟକ୍ରମ

ଦଶପଲ୍ଲା : ଦଶପଲ୍ଲା ସ୍ଥିତ କୃଷ୍ଣପ୍ରିୟା ଦେବୀ ମହିଳା ମହାବିଦ୍ୟାଳୟ ଠାରେ ସ୍ୱାବଲମ୍ବୀ ଭାରତ ଅଭିଯାନ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପ୍ରିୟା ସାହୁ ମୋହଦୟା ( ଓଡ଼ିଶା ପ୍ରାନ୍ତ ପ୍ରମୁଖ) ଯୋଗଦେଇଥିବା ବେଳେସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳର
Read More...

ମିଳିତ ଶିକ୍ଷକ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଘୁ ଉଦୟଗିରି :ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ପ୍ରାଥମିକ ବିଦ୍ୟାଳୟ ଠାରେ ମିଳିତ ଶିକ୍ଷକ ସଂଘ ଟିକାବାଲି ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାର୍ଥୀ ମାନଙ୍କୁ ନେଇ ଚିତ୍ରାଙ୍କନ, ରଚନା ତଥା ବକ୍ରୃତା ପ୍ରତିଯୋଗିତା କରାଯାଇଥିଲା
Read More...

ଦୁଇ ବାଇକ୍‌ ମୁହାଁମୁହିଁ,୫ ଗୁରୁତର

ଘୁ.ଉଦୟଗିର : ଟିକାବାଲି ଥାନା ଅନ୍ତର୍ଗତ କଇଁଝର ପଞ୍ଚାୟତର ବାଡ୍ରୁଗୁଡା ଛକରେ ଦୁଇ ବାଇକ୍‌ ମୁହାଁ ମୁହିଁ ଧୋକା ହେବା ଫଳରେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ପ୍ରକାରେ ଟିକାବାଲି ଥାନା ଅନ୍ତର୍ଗତ ଡଣ୍ଡେରି ଗ୍ରାମର ରବିନ୍ଦ୍ର କହଁର (୧୭),ବିଜୟ କହଁର ( ୧୬),
Read More...

ରାଜ୍ୟସ୍ତରୀୟ ଭୋଟର ସଚେତନତା ଶୋଭାଯାତ୍ରା, ଭୋଟର ତାଲିକା ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା…

ଭୁବନେଶ୍ବର:ତା.୦୯.୧୧.୨୦୨୨- ଚିଠା ଭୋଟର ତାଲିକା ୨୦୨୩ ପ୍ରକାଶ ପାଇବା ପୁର୍ବରୁ ୧୭ ବର୍ଷ ବୟସରୁ ଉର୍ଦ୍ଧ୍ବ ନୂତନ ଯୁବ ମତଦାତା ମାନଙ୍କୁ ଭୋଟର ତାଲିକାରେ ସାମିଲ କରିବା ଓ ଭୋଟର ତାଲିକା ସଂଶୋଧନ ନେଇ ଭୁବନେଶ୍ବରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ରାଜ୍ୟ ସ୍ତରୀୟ ବିଶାଳ
Read More...

ଚୋର ଧରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଚରଦା ସ୍ଥିତ ବାବା କପିଳେଶ୍ୱର ମନ୍ଦିରରୁ ଲଗାତାର ୨ଥର ଚୋରୀ ହୋଇଥିଲେ ହେଁ ଚୋରୀ ସାମଗ୍ରୀ ଉଦ୍ଧାର ତ ଦୂରର କଥା ଚୋର ମାନଙ୍କୁ ମଧ୍ୟ ପୋଲିସ ଧରିବାରେ ବିଫଳ ହୋଇଥିବାର ଅଭିଯୋଗ କରି ଆଜି ସକାଳେ ଅଞ୍ଚଳବାସୀଙ୍କ
Read More...