Monthly Archives

November 2022

ସମିତି ସଭ୍ୟ/ସଭ୍ୟାଙ୍କ ୩ ଦିନିଆ ତାଲିମ ଶିବିର ଉଦଘାଟିତ

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ସ୍ୱେଚ୍ଛାସେବୀ ଅନୁଷ୍ଠାନ "ସ୍ୱାତି' ପକ୍ଷରୁ ବନ୍ଧଗଡ଼ ତାଲିମ କେନ୍ଦ୍ର ଠାରେ ଜିଲ୍ଲାର ତିନୋଟି ବ୍ଲକ ଫୁଲବାଣୀ, ଖଜୁରୀପଡ଼ା ଓ ଫିରିଙ୍ଗିଆର ନବନିର୍ବାଚ ସମିତିସଭ୍ୟ/ସଭ୍ୟାଙ୍କ ୩ ଦିନିଆ ତାଲିମ ଶିବିର ଉଦଘାଟିତ ହୋଇଯାଇଛି । କନ୍ଧମାଳ ଜିଲାପରିଷଦ ମିଳିତ ସହଯୋଗ
Read More...

ବୃକ୍ଷରୋପଣ କାର୍ଯ୍ୟକ୍ରମ

ବୌଦ୍ଧ,୧୦/୧୧: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ କେଲାକଟାସ୍ଥିତ ସ୍ୱତନ୍ତ୍ର ଓ ପର୍ଯ୍ୟବେକ୍ଷଣ ଗୃହ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେଲାକଟା ଆରଡି ରାସ୍ତା ଠାରୁ ସ୍ୱତନ୍ତ୍ର ଓ ପର୍ଯ୍ୟବେକ୍ଷଣ ଗୃହର ମୁଖ୍ୟଦ୍ୱାର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ୮୦ ରୁ
Read More...

ଗଜପତି ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାସ୍ତରୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପାରଳାଖେମୁଣ୍ଡି ଠାରେ ପ୍ରଥମ ମାଣ୍ଡିଆ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ
Read More...

ଶାଳ ଲଗ୍‌ ସହିତ ପିକଅପ୍‌ ଭ୍ୟାନ ଜବତ

ଦଶପଲ୍ଲା,୧୦/୧୧ : - ଆକ୍ସନମୋଡ୍‌ରେ ଦଶପଲ୍ଲା ବନାଞ୍ଚଳ ଅଧିକାରୀ ନିଖିଲେଶ୍‌ ମଲ୍ଲିକ । କାଠ ମାଫିଆଙ୍କ ମୂଳୋତ୍ପାଟନ ପାଇଁ ନେଉଛନ୍ତି କଠୋର ପଦକ୍ଷେପ । ଏକ ସପ୍ତାହ ମଧ୍ୟରେ ପାଇଛନ୍ତି ଆଖିଦୃଶିଆ ସଫଳତା । କାଠମାଫିଆଙ୍କ ମନରେ ହୃଦକମ୍ପ ସୃଷ୍ଟି କରିଥିବା , ଦଶପଲ୍ଲା ବନାଞ୍ଚଳ ଅଧିକାରୀ
Read More...

କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଓଏଏସ ସ୍ତରକୁ ପଦୋନ୍ନତି

ଫୁଲବାଣୀ : ଫୁଲବାଣୀ ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କୁ ରାଜ୍ୟ ସରକାର ଓଏଏସ ପାହ୍ୟାକୁ ପଦନ୍ନୋତି ଦେଇଛନ୍ତି । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବେହେରାଙ୍କ କାର୍ଯ୍ୟଦକ୍ଷତା, ସଚ୍ଚୋଟତା, ଅଭିଜ୍ଞତାକୁ ଭିତ୍ତି କରି ସରକାର ଏହି ପଦୋନ୍ନତି ଦେଇଥିବା
Read More...

ବଡଦାଣ୍ଡରେ ଚାଲି ଚାଲି ଯାଇଁ ମହାପ୍ରଭୁଙ୍କୁ ଦର୍ଶନ କଲେ ମହାମହିମ

ପୁରୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶିଷ ଭିକ୍ଷା କରିଥିଲେ । ତେବେ ରାଷ୍ଟ୍ରପତି ବଡ ଦାଣ୍ଡ ରେ ଚାଲି ଚାଲି ସିଂହଦ୍ୱାରକୁ ଯାଇଥିଲେ । ବଡ ଡାକ୍ତରଖାନା ଛକ ଠାରୁ ସେ ଆସୁଥିବା କାର୍କେଡରୁ ଓହ୍ଲାଇ ବଡ଼ଦାଣ୍ଡରେ ପ୍ରାୟ ଦୁଇ
Read More...

ନବରଙ୍ଗପୁର ମହାବିଦ୍ୟାଳୟରେ ଜିଲ୍ଳାସ୍ତରୀୟ ମାଣ୍ଡିଆ ଦିବସ ପାଳିତ

ନବରଙ୍ଗପୁର,୧୦/୧୧- ନବରଙ୍ଗପୁର ମହାବିଦ୍ୟାଳୟରେ ଯୁବ ରେଡକ୍ରସ ତରଫରୁ ମାଣ୍ଡିଆ ଦିବସ ପାଳନ ଅବସରରେ ମାଣ୍ଡିଆ ପ୍ରସ୍ତୁତି ଦ୍ରବ୍ୟଗୁଡିକ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜି. ଭେଙ୍କଟେ ରେଡିଙ୍କର ପ୍ରତ୍ୟକ୍ଷ
Read More...

ବୌଦ୍ଧଜିଲ୍ଲା କିଷାନ ସଂଘ ତରଫରୁ ପ୍ରଶିକ୍ଷଣ ଶିବିର

ବୌଦ୍ଧ,୧୦/୧୧: ଆଜି ଭାରତୀୟ କିଷାନ ସଂଘ ବୌଦ୍ଧ ଜିଲ୍ଲା ଶାଖା ତରଫରୁ ସ୍ଥାନୀୟ ଆଦର୍ଶ କୃଷିବଜାର ପ୍ରାଙ୍ଗଣରେ ସଂଘର ସଭାପତି ସୂର୍ଯ୍ୟନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବଭାରତୀୟ ସ୍ତରରେ ଉତ୍ତର ପୂର୍ବାଞ୍ଚଳର ସଂଗଠନ ସଂପାଦକ
Read More...

ଅଭିଷେକ କ୍ରିଏସନ ଦ୍ୱାରା ଯୁବନେତା ସମ୍ବର୍ଦ୍ଧିତ

ଗଞ୍ଜାମ,୧୦/୧୧: କଳା ଓ ସଂସ୍କୃତିର ପ୍ରୋତ୍ସାହନ ସହ ବିଭିନ୍ନ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାରେ ସହଯୋଗ କରିବା ଓ କଳାକାରମାନଙ୍କୁ ଉତ୍ସାହିତ କରିବାପାଇଁ ସହଯୋଗ କରି ଆସୁଥିବା ପୁରୁଷୋତ୍ତମପୁର ବ୍ଲକ ମୋଡାବାଇ ଗ୍ରାମର ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ
Read More...

ପ୍ରସ୍ତାବିତ ଚିନି କାରଖାନା ବାତିଲ ପରେ ଅଧିଗୃହୀତ ଜମି ଫେରସ୍ତ ପାଇଁ ଦାବି

ନବରଙ୍ଗପୁର,୧୦/୧୧: ନବରଙ୍ଗପୁର ତହସିଲ ଅନ୍ତର୍ଗତ ହିର୍ଲୀ ମୌଜାରେ ଚିନିକଳ ସ୍ଥାପନ ପାଇଁ ୧୯୯୦ ମସିହାରେ ପ୍ରାୟ ୮୦.୪୧ ଏକର ଜମି ବିଭିନ୍ନ ଚାଷୀ ଓ ମାଲିକ ମାନଙ୍କ ଠାରୁ ଅଧିଗ୍ରହଣ କରାଯାଇଥିଲା ଏବଂ କ୍ଷତି ପୂରଣ ମଧ୍ୟ କରାଯାଇଥିଲା । କେତକ କାରଣ ବଶତଃ ପ୍ରସ୍ତାବିତ ଚିନି କଳ ପ୍ରତିଷ୍ଠା
Read More...