Monthly Archives

November 2022

ଆକ୍ସନ ମୋଡ଼ରେ ବନବିଭାଗ, ପୁଣି ବିପୁଳ ପରିମାଣର କାଠ ଜବତ୍‌

ଦଶପଲ୍ଲା,୮/୧୧: - ଦଶପଲ୍ଲା ଏନଏସି ଅନ୍ତର୍ଗତ ନାହାକପଡାରୁ ଆଜି ବନବିଭାଗ ଚଢାଉ କରି ୩୧ଟି ଶାଳ ସାଇଜ୍‌ ଓ ପଟା ଜବତ୍‌ କରିଛନ୍ତି । ଦଶପଲ୍ଲା ବନାଞ୍ଚଳ ଅଧିକାରୀ ନିଖିଳେଶ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବନବିଭାଗ ସ୍କ୍ୱାର୍ଡ ଚଢାଉ କରି ପ୍ରାୟ ୪୨୦ ସେଣ୍ଟିମିଟର ସାଇଜ୍‌ ଜବତ୍‌
Read More...

ତୈଳିକ ବୈଶ୍ୟ ସମାଜ ତରଫରୁ ବୋଇତ ବନ୍ଦାଣ ଉତ୍ସବ ପାଳିତ

ବୌଦ୍ଧ,୮/୧୧- ଉତ୍କଳୀୟ ସଂସ୍କୃତି ଓ ପରମ୍ପରାକୁ ମନେପକାଇ ତୈଳିକ ବୈଶ୍ୟ ସମାଜ ବୌଦ୍ଧ ତରଫରୁ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି । ଅତୀତରେ ଗମନାଗମନର ଅସୁବିଧା ସତ୍ତେ୍ୱ ସାଧବ ପୁଅମାନେ ଜାଭା, ସୁମାତ୍ରା ଭଳି ଦୂରଦେଶକୁ ଯାଇ ବଣିଜ ବେପାର କରି ଅନେକ ଧନରତ୍ନ ନିଜ ଦେଶକୁ ବୋହି ଆଣୁଥିଲେ
Read More...

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଇଙ୍କ ବୌଦ୍ଧଗସ୍ତକୁ ନେଇ ପ୍ରସ୍ତୁତି ବୈଠକ

ବୌଦ୍ଧ,୮/୧୧- ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆସନ୍ତା ନଭେମ୍ବର ୧୩ ଓ ୧୪ ଦୁଇଦିନ ଧରି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ମାନ୍ୟବର ନିତ୍ୟାନନ୍ଦ ରାଇଙ୍କ ବୌଦ୍ଧ ଜିଲ୍ଲାର ଉଭୟ ବିଧାନସଭା ଗସ୍ତ ଉପଲକ୍ଷେ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ
Read More...

ହବିଷ୍ୟାଳୀ ମା ମାନଙ୍କୁ ଭାବପୂର୍ଣ୍ଣ ବିଦାୟ

ପୁରୀ : ଗୋଟିଏ ମାସ କାର୍ତ୍ତିକ ବ୍ରତର ହବିଷ ସାରିବା ପରେ ଆଜି ନିଜ ନିଜ ଘରକୁ ଫେରିଛନ୍ତି ମା ମାନେ। ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଓ ଏସପି ଡ଼ଃ କନୱର ବିଶାଲ ସିଂ ବୃନ୍ଦାବତୀ ନିବାସରେ ପହଞ୍ଚି ଏକ ଭାବପୂର୍ଣ୍ଣ ପରିବେଶ ମଧ୍ୟ ରେ ମା ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା
Read More...

ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶକୁ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

ପୁରୀ : ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଧର୍ମ ମାସର ଶେଷ ଦିବସରେ ଆଜି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ବିଳମ୍ବିତ ରାତ୍ରିରୁ ପୁରୀ ସମୁଦ୍ର ଓ ବିଭିନ୍ନ ତୀର୍ଥପୁଷ୍କରିଣୀ ମାନଙ୍କରେ ଡ଼ଙ୍ଗା ଭସାଇବା ସହ ବୁଡ଼ ପକାଇଛନ୍ତି । ଆଜିର ଦିନରେ ଶ୍ରୀଜିଉ ମାନଙ୍କର ରାଜରାଜେଶ୍ୱର
Read More...

ବିଧବା ମା ଓ ଦିବ୍ୟାଙ୍ଗ ପୁଅ ପ୍ରତି ପ୍ରଶାସନର ଦୃଷ୍ଟି ପଡୁ

ଖପ୍ରାଖୋଲ,୮/୧୧: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ସଦର ଗ୍ରାମରେ ଦିବ୍ୟାଙ୍ଗ ପୁଅ ସହ ବିଧବା ମା ସରକାରୀ ଯୋଜନାରୁ ବଞ୍ଚିତ ଥିବା ଦେଖିବାକୁ ମିଳିଛି । ବିଧବା ରୋଗିଣା ମା ଚିନାମାଲି ବେମାଲ (୩୮) ଦିବ୍ୟାଙ୍ଗ ପୁଅ ପପୁ ବେମାଲ (୧୪) ଦୁହେଁ ସରକାରୀ ସହାୟତା ବିଧବା ଭତ୍ତା ଓ
Read More...

ସେମିଫାଇନାଲେ ଏକ୍ସ-ଫ୍ୟାକ୍ଟର ହେବେ ପନ୍ତ, କାରଣ କହିଲେ ଶାସ୍ତ୍ରୀ

ନୂଆଦିଲ୍ଲୀ : ଆଇସିସି ଟି -୨୦ ବିଶ୍ୱକପ ୨୦୨୨ ରେ ଦୀନେଶ କାର୍ତ୍ତିକଙ୍କୁ ଋଷଭ ପନ୍ତଙ୍କ ଅପେକ୍ଷା ଅଧିକ ପସନ୍ଦ କରାଯାଇଥିଲା, କିନ୍ତୁ ଏହି ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ତାଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିପାରି ନଥିଲେ । ଏହି ମେଗା ଇଭେଣ୍ଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ୧୦
Read More...

୭୨ତମ ଭାରତ ସ୍କାଉଟସ ଓ ଗାଇଡର ପ୍ରତିଷ୍ଠା ଦିବସ ପାଳିତ

ଫୁଲବାଣୀ:- ଫୁଲବାଣୀ ସ୍ଥିତ ପୋଲିସ ଉଚ୍ଚ ବିଦ୍ୟାଳୟରେ ୭୨ତମ ଭାରତ ସ୍କାଉଟସ ଓ ଗାଇଡର ପ୍ରତିଷ୍ଠା ଦିବସ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବୀ ଶତପଥୀଙ୍କ ତତ୍ତ୍ୱାବଧାନରେ ପାଳିତ ହୋଇଯାଇଛି । ସ୍କାଉଟ୍‌ ଓ ଗାଇଡ୍‌ ଛାତ୍ରଛାତ୍ରୀ ମାନେ ଫୁଲବାଣୀ ସହରରେ ଏକ ରାଲି ମାଧ୍ୟମରେ ପରିକ୍ରମା କରିଥିଲେ
Read More...

ସିଦ୍ଧବାବା ଭାଗବତ ଭବନରେ ଭାଗବତ ପାରାୟଣ

ଗଞ୍ଜାମ: କୁକୁଡ଼ା ଖଣ୍ଡି ବ୍ଲକ ଲୋଚାପଡାରେ ଅବସ୍ଥିତ ସିଦ୍ଧ ବାବା ଭାଗବତ ଭବନରେ ଦୀର୍ଘ ଏକ ମାସ ଧରି ଚାଲିଥିବା ଭାଗବତ ପାରାୟଣ ସହ ପ୍ରବଚନ କାର୍ଯ୍ୟକ୍ରମ ସୋମବାର ଉଦଯାପିତ ହୋଯାଇଅଛି । ଏଥିରେ ଓଡ଼ିଶାର ସୁନାମ ଧନ୍ୟ ପ୍ରବକ୍ତା ପଣ୍ଡିତ ରାଧାକାନ୍ତ ଦାସ ମହାରାଜ ଓ ତ୍ରିଦଣ୍ଡି ସ୍ୱାମୀ
Read More...

ପବିତ୍ର ବଡ଼ଓଷାରେ ଜଳିଲା ୩୦ ହଜାର ଦୀପ

ଦଶପଲ୍ଲା : ପବିତ୍ର କାର୍ତ୍ତିକ ବଡ଼ଓଷା ସନ୍ଧ୍ୟାରେ ବାଣୀଗୋଛାର ପ୍ରଶିଦ୍ଧ ଶୈବ ପୀଠ ବାବା ଯୋଗେଶ୍ୱରଙ୍କ ମନ୍ଦିର ପ୍ରାଙ୍ଗଣରେ ଦୀପଦାନ ମହୋତ୍ସବ ପାଳିତ ହୋଇ ଯାଇଛି । ଚଳିତ ବର୍ଷ ଏହି ଉତ୍ସବରେ ଅନ୍ୟୁନ ଛଅ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇ ଥିବା ବେଳେ ଭକ୍ତ ମାନଙ୍କ ଦ୍ୱରା ତିରିଶ
Read More...