Monthly Archives

November 2022

ଐତିହାସିକ ଗନ୍ଧରାଡି ଓ ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କ ସମାଗମ

ଜହ୍ନାପଙ୍କ: ବୌଦ୍ଧ ଜିଲ୍ଲାର ଐତିହାସିକ ଗନ୍ଧରାଡି ପୀଠରେ ଆଜି ଶେଷ ସୋମବାର ଓ କାର୍ତ୍ତିକ ଚତୁର୍ଦ୍ଦଶୀ ଅବସରରେ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇ ଥିଲା । ଆଜି ଭୋର ୪ ଟାରେ ଠାକୁରଙ୍କ ନୀତିକାନ୍ତି ପରେ ମନ୍ଦିର ଦ୍ୱାର ଖୋଲାଯାଇଥିଲା । ଏହା ପରେ ଭକ୍ତ ମାନେ ଧାଡିରେ ଠିଆ ହୋଇ
Read More...

କାର୍ତ୍ତିକ ମାସ ଶେଷ ସୋମବାରରେ ଡୁଙ୍ଗି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ଟିକାବାଲି: ପବିତ୍ର କାର୍ତ୍ତିକ ମାସ ଶେଷ ସୋମବାର ଦିନ ଉଦୟଗିରି ବ୍ଲକ ଅନ୍ତର୍ଗତ ତଲାରିମା ପଞ୍ଚାୟତ ଅଧିନରେ ଥିବା ଡୁଙ୍ଗି ସ୍ଥିତ ପଞ୍ଚ ଲିଙ୍ଗେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଏଠାରେ ବିଶେଷ କରି ପ୍ରଥମ, ପ୍ରମୁଖ ତଥା ପ୍ରସିଦ୍ଧ ଶ୍ରୀ ଶ୍ରୀ ଶ୍ରୀ
Read More...

ଭାରସାମ୍ୟ ହରେଇ ଓଲଟିଲା ଟ୍ରାକ୍ଟର, ୨ ଗୁରୁତର

ବାଲିଗୁଡ଼ା: ବାଲିଗୁଡ଼ା ଥାନା ଅନ୍ତର୍ଗତ ଡଲାବାଲି ଘାଟିରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ । ସୂଚନାଯୋଗ୍ୟ ଯେ ଏକ ଟ୍ରାକ୍ଟର ରୁତୁଙ୍ଗିଆ ଅଞ୍ଚଳରୁ ଖତ ବୋଝେଇ କରି ବାରଖମା ଅଞ୍ଚଳର ସଲାଗୁଡା ଗାଁକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଡ୍ରାଇଭର ସମେତ ତିନିଜଣ ଗୁରୁତର
Read More...

ଦାରିଙ୍ଗବାଡ଼ି ବଜାରରେ ଫୁଟିଲା ଗୁଳି, ଜଣେ ଗୁରୁତର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଚାରି ଛକରେ ଫୁଟିଲା ଗୁଳି । ଦେଶୀ ବନ୍ଧୁକରୁ ଗୁଳି ଫୁଟି ଜଣେ ଗୁରୁତର । ଗୁରୁତର ଜଣକ ହେଲେ କୋଟଗଡ ଥାନା ରଡ଼ା ଗ୍ରାମର ଏଲିଅ ସୁନାମାଝୀ । ଆହତଙ୍କୁ ଗୁରୁତର ଅବସ୍ଥାରେ ଦାରିଙ୍ଗବାଡ଼ି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ବେଳେ ଅବସ୍ଥା
Read More...

ଜିଲ୍ଲାସ୍ତରୀୟ ସ୍କାଉଟ ଓ ଗାଇଡର ପ୍ରତିଷ୍ଠା ଦିବସ ପାଳିତ

ବୌଦ୍ଧ,୭/୧୧- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ମାଉଲସିଙ୍ଗାସ୍ଥିତ ଜାନକୀ ଭିକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ୭୨ ତମ ଭାରତ ସ୍କାଉଟସ ଓ ଗାଇଡର ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ କମିଶନର ସ୍କାଉଟ ଓ ଗାଇଡ ତଥା ବୌଦ୍ଧ ଜିଲ୍ଲା
Read More...

ଲୋକ ମହୋତ୍ସବ “ମଣ୍ଡେଇ’ ର ପ୍ରଚାର କମିଟି ବୈଠକ

ନବରଙ୍ଗପୁର,୭/୧୧- ନବରଙ୍ଗପୁର ଲୋକ ମହୋତ୍ସବ ‘ମଣ୍ଡେଇ' ପ୍ରଚାର କମିଟି ବୈଠକ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ଓ ପୌରନିର୍ବାହୀ ଅଧିକାରୀ
Read More...

ଆଇନସେବା ପ୍ରାଧିକରଣ ଦ୍ୱାରା ସେବା ଲୋକଙ୍କ ନିକଟରେ ପହଁଚି ପାରୁଛି

ଫୁଲବାଣୀ,୬/୧୧:- ଜାତୀୟ ଆଇନସେବା ପ୍ରାଧିକରଣ ଦ୍ୱାରା ସେବାପ୍ରଦାନ ମୂଳକ ବିଶାଳ ଆଇନ ସେବା ଶିବିର ଗାନ୍ଧୀ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଦୌରାଜଜ୍‌ ଶିତିକଣ୍ଠ ସାମଲ ଯୋଗଦେଇ ନିଜର ମନ୍ତବ୍ୟରେ କହିଥିଲେ ଯେ ଲୋକମାନେ ଜମିଜମା ଏବଂ
Read More...

ବୌଦ୍ଧରେ ମେଗା ଆଇନ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ,୬/୧୧- ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧର ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ଅଫିସ ତରଫରୁ ବୌଦ୍ଧ ଟାଉନହଲ ଠାରେ ଏକ ମେଗା ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଧାମନଗର ବିଜୟରେ ଉତ୍ସବ ପାଳନ କଲେ ନବରଙ୍ଗପୁର ଜିଲ୍ଲା ବିଜେପି

ନବରଙ୍ଗପୁର,୬/୧୧- ଧାମନଗର ଉପନିର୍ବାଚନରେ ବିଜେପିର ବିପୁଳ ଭୋଟ ବ୍ୟବଧାନରେ ସୂର୍ଯ୍ୟବଂଶି ସୂରଜଙ୍କ ବିଜୟରେ ଉଲ୍ଲସିତ ହୋଇ ନବରଙ୍ଗପୁର ବିଜେପି ତରଫରୁ ଧାମନଗରବାସୀଙ୍କୁ କୃତଜ୍ଞତା ଜଣାଇବା ସହ ମାଁ ଭଣ୍ଡାରଘରଣୀଙ୍କ ଠାରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମିଷ୍ଟାନ୍ନ ବଣ୍ଟନ ସହ ଆତସବାଜି
Read More...

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ମହକ-୨୦୨୨ ଉଦଯାପିତ

ବୌଦ୍ଧ,୬/୧୧- ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନ ବୌଦ୍ଧ ଦ୍ୱାରା ବୀରନରସିଂହପୁରସ୍ଥିତ ରାମକୃଷ୍ଣ ବାଳାଶ୍ରମ ଶିଶୁଯତ୍ନ ଅନୁଷ୍ଠାନ ଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ମହକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ଓଡିଶା ସରକାରଙ୍କ ଦ୍ୱାରା
Read More...