Monthly Archives

November 2022

ଜିଲ୍ଲାସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

ବୌଦ୍ଧ,୬/୧୧- ସ୍ଥାନୀୟ ଟାଉନହଲ୍‌ ଠାରେ ପ୍ରଜ୍ଞାନ ମିଶନ ଦ୍ୱାରା ଜିଲ୍ଲାସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଗୀତା ଜ୍ଞାନ ଯଜ୍ଞର ପ୍ରବକ୍ତା ଶ୍ରୀ ଅନିର୍ବାଣାନନ୍ଦ ଗିରିଙ୍କ ସାନିଦ୍ଧ୍ୟ ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଧନେଶ୍ୱର ମଣ୍ଡଳଙ୍କ ସଭାପତିତ୍ୱରେ
Read More...

ମାଓପ୍ରବଣ ଅଞ୍ଚଳରେ ସିଆରପିଏଫ୍‌ ୧୨୭ ବାଟାଲିୟନ୍‌ ପକ୍ଷରୁ ଜନସମ୍ପର୍କ ଶିବିର

ବାଲିଗୁଡ଼ା,୬/୧୧-: ମାଓପ୍ରବଣ ଅଞ୍ଚଳରେ ସିଆରପିଏଫ୍‌ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଦୁର୍ଗମ ଲଙ୍କାଗଡ଼ ଅଞ୍ଚଳରେ ସରକାରଙ୍କ ଦ୍ୱାରା ପରିଚାଳିତ ଆର୍ଥିକ ସହାୟତା ଯୋଜନା, ଗୃହ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ସିଆରପିଏଫ୍‌
Read More...

ଆଇନାସେବା ପ୍ରାଧିକରଣ ପକ୍ଷରୁ ମେଗା ଆଇନ ସେବା ଶିବିର

ପାରଳାଖେମୁଣ୍ଡି,୬/୧୧- ଆଇନ ସେବା ପ୍ରାଧିକରଣ ଦ୍ୱାରା ଜିଲ୍ଲା ପ୍ରଶାସନର ସହଯୋଗରେ ଆଜି ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରଠାରେ ମେଗା ଆଇନ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଜପତି ଜିଲ୍ଲା ଓ ଦୌରା ଜଜ୍‌ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଣବ କୁମାର
Read More...

ଏସ୍‌ଟିଏଫ୍‌କୁ ବଡ଼ ସଫଳତା, ବାଘ ଚମଡା ଜବତ ,ଶିକାରୀ ଗିରଫ

ଦଶପଲ୍ଲା,୬/୧୧: - ଦଶପଲ୍ଲା ବନାଂଚଳ ପାଲଟିଛି ବନ୍ୟପ୍ରାଣୀ ଶିକାରୀଙ୍କ ଚରାଭୂଇଁ । ଶିକାରୀମାନେ ଯୋଜନାବଦ୍ଧ ଭାବରେ ପ୍ରତିଦିନ କିଛିନା କିଛି ଅଘଟଣ ଘଟାଉଥିଲେ ମଧ୍ୟ, ବନବିଭାଗ ଜାଣିଶୁଣି ନିରବ ରହିବାଯୋଗୁଁ , ଶିକାରୀ ମାନେ ନିର୍ବିଘ୍ନରେ ବାଘ, ଚିତାବାଘ, ହରିଣ, ନେପାଳୀ ମୂଷା, ଉଡ଼ନ୍ତା
Read More...

୫ ଦଫା ଦାବି ନେଇ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଶୋଭାଯାତ୍ରା

ସୁବର୍ଣ୍ଣପୁର,୫/୧୧- ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର ପ୍ରତ୍ୟେକ ବ୍ଲକର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନେ ସରକାରଙ୍କ
Read More...

ଅଜଣା ବନ୍ୟଜନ୍ତୁ ଆକ୍ରମଣରେ ୬୩ଛେଳି ମେଣ୍ଢା ମୃତ୍ୟୁ ଓ ୨୩ ଗୁରୁତର

ପାରଳାଖେମୁଣ୍ଡି,୫/୧୧- କାଶୀନଗର ବ୍ଲକ ଅନ୍ତର୍ଗତ କିଡିଗାଁ ଗ୍ରାମରେ ଗତକାଲି ମଧ୍ୟରାତ୍ରୀ ପ୍ରାୟ ୧ଘଟିକା ସମୟରେ ଅଜଣା ବନ୍ୟଜନ୍ତୁ ଆକ୍ରମଣରେ ୬୩ଛେଳି ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଗୁରୁତର ଭାବେ ଆହତ ହୋଇଛନ୍ତି । ଉକ୍ତ ଗ୍ରାମର ଚାଷୀ ବିରା କ୍ରିଷ୍ଣା ଓ ବିରା ରାମୁଙ୍କ ଛେଳି
Read More...

ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ନବରଙ୍ଗପୁର,୫/୧୧ : ନବରଙ୍ଗପୁର ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସ୍ଥାନୀୟ ବାବାସାହେବ ଆମ୍ବେଦକର ଛକରୁ ଦୁର୍ନୀତି ନିବାରଣ ସମ୍ପର୍କିତ ଏକ ସଚେତନ ଶୋଭାଯାତ୍ରା ବାହାରି ମିଶନ ଶକ୍ତି ସଭା ଗୃହ ଯାଏଁ ପରିକ୍ରମା କରିଥିଲା । ଶୋଭାଯାତ୍ରା ପରେ ମିଶନ ଶକ୍ତି ସଭାଗୃହରେ
Read More...

ଆୟୁର୍ବେଦ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର

ଜହ୍ନ ।ପଙ୍କ,୫/୧୧: କେନ୍ଦ୍ର ସରକାରଙ୍କ ଜାତୀୟ ଆୟୁଷ ମିଶନ ଓ ଓଡ଼ିଶା ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ଅନୁମୋଦନ କ୍ରମେ ଯୋଗ, ଆୟୁର୍ବେଦ ଓ ହୋମିଓପ୍ୟାଥିକ ପରି ସକାରାତ୍ମକ ସ୍ୱାସ୍ଥ୍ୟ ପ୍ରତି ଅନୁପ୍ରାଣିତ କରିବା ଏବଂ ଭାରତୀୟ ଚିକିତ୍ସା ପଦ୍ଧତି ପ୍ରତି ସକାରାତ୍ମକ ମନୋଭାବ ସୃଷ୍ଟି କରିବା
Read More...

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଆଞ୍ଚଳିକ ଶାଖା ପରିଚାଳକଙ୍କ ବ୍ୟାଙ୍କ ପରିଦର୍ଶନ: ଏସ୍‌ଏଜି ଗ୍ରୁପ୍‌ ମହିଳାଙ୍କୁ କଲେ…

ଫୁଲବାଣୀ,୫/୧୧:- କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ଫୁଲବାଣୀ ଠାରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆକୁ ସମ୍ବଲପୁର ଜୋନର ମୁଖ୍ୟ ଶାଖା ପରିଚାଳକ ସୁକେଶ କୁମାର ଓଝା ଫୁଲବାଣୀ ଶାଖା ପରିଦର୍ଶନ କରିଥିଲେ । ଏହି ବ୍ୟାଙ୍କରେ ଜଡିତ ସମସ୍ତ ଗ୍ରାହକ ମାନଙ୍କ ସମସ୍ତ ସୁବିଧା ଓ ଅସୁବିଧା
Read More...

ମୁହାଁମୁହିଁ ଗାଡ଼ି ଧକ୍କାରେ ୧୧ ମୃତ

ଭୋପାଳ: ଏକ ବସ୍‌ ଓ ଟ୍ରାଭେରା ମଧ୍ୟରେ ମୁହାଁମୁହିଁ ଧକ୍କାରେ ୧୧ ଜଣଙ୍କ ଜୀବନ ଚାଲିଯାଇଛି । ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି ମଧ୍ୟପ୍ରଦେଶର ବୈତୁଲ ପରତୱାଡା ଜାତୀୟ ରାଜପଥ ନିକଟରେ । ଏକ ଯାତ୍ରୀବାହୀ ବସ୍‌ ଓ ଟ୍ରାଭେରା କାର୍‌ ମଧ୍ୟରେ ଧକ୍କା ହୋଇଛି । ଫଳରେ ୧୧ ଜଣଙ୍କ ଘଟଣାସ୍ଥଳରେ
Read More...