Monthly Archives

November 2022

ଏଣିକି ମହଙ୍ଗା ପଡ଼ିବ ଏକା ସାଙ୍ଗରେ ୨ ସଂସ୍ଥାରେ ଚାକିରି କରିବା

ନୂଆଦିଲ୍ଲୀ: ଯେଉଁମାନେ ଏକାସାଙ୍ଗରେ ଦୁଇଟି ସଂସ୍ଥାରେ ଚାକିରି କରି ଆଜି ଯାଏଁ ଫାଇଦା ଉଠାଇ ଚାଲିଥିଲେ,ଏଣିକି ସେମାନଙ୍କୁ ତାହା ମହଙ୍ଗା ପଡ଼ିବ । କାରଣ,ଆୟକର ବିଭାଗ ଏନେଇ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ଏହି ନିୟମ ଅନୁସାରେ,ଗୋଟିଏ ସଂସ୍ଥାରେ କାର୍ଯ୍ୟ କରୁଥିଲେ ବି ଅନ୍ୟ ସଂସ୍ଥା
Read More...

ଆସିଲା ନୂଆ ନିୟମ :
ଏଣିକି ଛାତ୍ରଛାତ୍ରୀ ଆସିବା ପୂର୍ବରୁ ଆଗ ସ୍କୁଲ୍‌ରେ ପହଞ୍ଚିବେ ଶିକ୍ଷକ

ଲକ୍ଷେ୍ନø : ଏଣିକି ଛାତ୍ରଛାତ୍ରୀ ଆସିବାର ୧୫ ମିନିଟ୍‌ ପୂର୍ବରୁ ଶିକ୍ଷକ,ଶିକ୍ଷୟିତ୍ରୀମାନେ ସ୍କୁଲ୍‌ରେ ପହଞ୍ଚିବେ । ସେହିପରି ସ୍କୁଲ୍‌ ଛୁଟି ହେବାର ୩୦ ମିନିଟ୍‌ ପରେ ଶିକ୍ଷକ,ଶିକ୍ଷୟିତ୍ରୀମାନେ ଘରକୁ ଫେରିବେ । ସରକାରୀ ସ୍କୁଲ୍‌ଗୁଡିକ ପାଇଁ ଜାରି ହୋଇଛି ଏହି ନିୟମ । ଉତ୍ତର ପ୍ରଦେଶରେ
Read More...

ଆକ୍ରମଣ ହେବ ବୋଲି ପୂର୍ବରୁ ଜାଣିଥିଲି : ଇମ୍ରାନ

ଲାହୋର : ଆକ୍ରମଣର ଦିନକ ପରେ ଆଜି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ସେ କହିଛନ୍ତି ଯେ, ତାଙ୍କ ଉପରେ ଆକ୍ରମଣ ହେବ ବୋଲି ସେ ପୂର୍ବରୁ ଜାଣିଥିଲେ । ତାଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ ହୋଇଥିଲା । ତାଙ୍କ ଦଳର ନେତାମାନଙ୍କୁ ବି
Read More...

ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରିଲେ ଉଦୁଡା ଗ୍ରାମବାସୀ: ୨ ମାସ ହେଲା ପୋଡିଲାଣି ଟ୍ରାନ୍ସଫର୍ମର,ଶୁଣୁନାହାଁନ୍ତି…

ଦଶପଲ୍ଲା : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ଥିବା ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟକଳାପକୁ ନେଇ ଦଶପଲ୍ଲା ବ୍ଲକ ପୋଖରୀଗୋଛା ପଂଚାୟତ ଅନ୍ତର୍ଗତ ଉଦୁଡା ଗ୍ରାମବାସୀମାନେ ବିଦ୍ୟୁତ କାର୍ଯ୍ୟାଳୟ ଘେରିଥିବା ଦେଖିବାକୁ ମିଳିଥିଲା । ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଗତ ଦୁଇମାସ ତଳୁ ଉଦୁଡା
Read More...

ଟି -୨୦ ବିଶ୍ୱକପ୍‌ : ପ୍ରତ୍ୟେକ ଅଧିନାୟକଙ୍କ ପ୍ରଦର୍ଶନ ରହିଛି ନୈରାଶଜନକ, ଜାଣନ୍ତୁ କାହା ଖାତାରେ କେତେ ରନ୍‌

ନୂଆଦିଲ୍ଲୀ : ଟି -୨୦ ବିଶ୍ୱକପ୍‌ର ଅଷ୍ଟମ ସଂସ୍କରଣ ଅଧିନାୟକଙ୍କ ପାଇଁ ଅତ୍ୟନ୍ତ ନୈରାଶଜନକ ହୋଇଛି । ରୋହିତ ଶର୍ମା ଠାରୁ ଆରୋନ ଫିଞ୍ଚ ଏବଂ ଶାକିବ ଅଲ ହାସନ ଠାରୁ ମହମ୍ମଦ ନାବି ପର୍ଯ୍ୟନ୍ତ ପ୍ରତ୍ୟେକ ଅଧିନାୟକ ତାଙ୍କ ପ୍ରଦର୍ଶନକୁ ନେଇ ନିରାଶ ହୋଇଛନ୍ତି । ଫଳାଫଳଟି ହେଲା ଯେ ଏହି
Read More...

ସୋନପୁର କଲେଜରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ସୁବର୍ଣ୍ଣପୁର : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ସୋନପୁର ସରକାରୀ ମହାବିଦ୍ୟାଳୟ ଓ ଜିଲ୍ଲା ଦୁର୍ନୀତି ବିଭାଗ ଆନୁକୂଲ୍ୟରେ ଦୁର୍ନୀତି ମୁକ୍ତ ସମାଜ ଗଠନ ତଥା ସ୍ୱଚ୍ଛତା ଓ ବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ନିମିତ୍ତ ମହାବିଦ୍ୟାଳୟ
Read More...

ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଦର୍ଶନ କାର୍ଯ୍ୟକ୍ରମ ଚୂଡାନ୍ତ

ପୁରୀ : ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ଶେଷ ହୋଇଛି । ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତକୁ ଶୃଙ୍ଖଳିତ କରିବାକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି ।୧୦ ତାରିଖରେ ରାଷ୍ଟ୍ରପତି ଦିନ ୧୨ ଟାରୁ ୧ଟା ମଧ୍ୟରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ
Read More...

ଜିଲ୍ଲାସ୍ତରୀୟ ଶିଶୁ ପ୍ରତିଭା ସୁରଭି ଓ କଳା ଉତ୍ସବରେ ଜିଲ୍ଲାପାଳଙ୍କ ଦ୍ୱାରା ପୁରସ୍କାର ବିତରଣ

ଫୁଲବାଣୀ : ସରକାରୀ ପ୍ରଶିକ୍ଷଣ ମହାବିଦ୍ୟାଳୟ ଫୁଲବାଣୀ ଠାରେ ଜିଲ୍ଲାସ୍ତରୀୟ ଶିଶୁ ପ୍ରତିଭା ସୁରଭି ଓ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଅନୁଷ୍ଠାନିକ ଉଦଘାଟନ କରିଥିବା ବେଳେ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ
Read More...

ଖପ୍ରାଖୋଲ ପୋଲିସ ଦ୍ୱାରା ୫ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ : ଖପ୍ରାଖୋଲ ପୋଲିସ ଦ୍ୱାରା ଶୁକ୍ରବାର ଦିନ ମଧ୍ୟାହ୍ନରେ ୫ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ଜଣାଯାଇଛି । ଉଦ୍ଧାର ଶ୍ରମିକମାନେ ମଟିଆଭଟା ଗାଁର ବୋଲି ପୋଲିସ ସୂଚନା ଦେଇଛି । ସୂଚନା ଅନୁସାରେ ଏକ ଅଟୋରେ କିଛି ଦାଦନ ଶ୍ରମିକ କଣ୍ଟାବାଞ୍ଜିକୁ ଯାଉଥିବା ବେଳେ ପୋଲିସ ଖବର ପାଇ
Read More...

ଏକ ଭିନ୍ନ ପରମ୍ପରା:କାର୍ତ୍ତିକରେ କଳାସି ଯାତ୍ରା

ଜହ୍ନାପଙ୍କ :ମହିଷାସୁର ମର୍ଦ୍ଦିନି ମା ଦୁର୍ଗା ।ବିଭିନ୍ନ ନାମରେ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ରୂପ ନେଇ ପୂଜା ପାଉଛନ୍ତି ମା । କେଉଁଠି ମା ଶୈଳପୁତ୍ରୀ, ଗୌରୀ, ପାର୍ବତୀ, କାତ୍ୟାୟନି, ରୁଦ୍ରାଣି,ଭବାନୀ, ଅମ୍ବିକା ତ କେଉଁଠି ଶିବ ଉମା, ଚଣ୍ଡିକା, କାଲିସି(କଳାସି) ଦେବୀ ଅନ୍ୟତମ ।
Read More...