Monthly Archives

November 2022

ଆନ୍ଦୋଳନର ଚତୁର୍ଥ ଦିନରେ ପହଞ୍ଚିଲେ ତହସିଲଦାର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଠାରେ ଚାଲିଥିବା ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଥିବା ବେଳେ ବିଭିନ୍ନ ଗଣମାଧ୍ୟମ ଓ ସାଧାରଣରେ ଜିଲ୍ଲାପ୍ରଶାସନ ସରବ୍ୟ ହେବାପରେ ଆଜି ପ୍ରଥମେ ସ୍ଥାନୀୟ ସିଆରସିସି ନରେନ୍ଦ୍ର ରଣା ଓ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକମାନେ
Read More...

୨୦ ଜଣ କୋଭିଡ ଯୋଦ୍ଧା ସମ୍ବର୍ଦ୍ଧିତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ଏମ-ରାଇଟ ଏଚଏଲଏଫପିପିଟିର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବୈଠକଗୃହ ଠାରେ କୋଭିଡ଼-୧୯ ସଂକ୍ରାନ୍ତରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲା ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ
Read More...

ନାବାଳିକା ଛାତ୍ରୀ ମୃତ୍ୟୁ ଘଟଣା :ଜିଲ୍ଲା ପ୍ରଶାସନକୁ ରିପୋର୍ଟ ମାଗିଲା ଜାତୀୟ ଏସଟି କମିଶନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରଙ୍ଗପାରୁ ହଷ୍ଟେଲର ସପ୍ତମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ ଓ ମୃତ୍ୟୁ ଘଟଣାରେ ଜାତୀୟ ଏସଟି କମିଶନ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ମାଗିଛି । ଏହି ସମ୍ବେଦନଶୀଳ ଘଟଣାରେ ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସେନେଇ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି
Read More...

ଦଶପଲ୍ଲା ବନାଞ୍ଚଳ ରେ ମାଫିଆ ରାଜ୍‌, ପୁଣି ଠାବହେଲା ବେଆଇନ୍‌ କରତକଳ

ଦଶପଲ୍ଲା : ଦିନକୁ ଦିନ ଦଶପଲ୍ଲା ବନାଂଚଳରେ ବଢିଚାଲିଛି ମାଫିଆ ରାଜ୍‌ । ଦଶପଲ୍ଲା ବନାଞ୍ଚଳ ଅଧୀନସ୍ଥ ସଦର ସେକ୍ସନର ବଡ଼କାମିଟି ଗ୍ରାମ ନିକଟସ୍ଥ ଏକ ତୋଟାରେ ଚଢ଼ଉ କରାଯାଇ ୧୬ ଖଣ୍ଡ ଶାଗୁଆନ ପଟା ଜବତ କରାଯାଇଛି । ଏଠାରେ କାଠ ଚିରା ହେଉଥିବା ଖବର ପାଇ ବନ ବିଭାଗ ପକ୍ଷରୁ ଚଢ଼ାଉ ସମୟରେ
Read More...

ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ମହାପଞ୍ଚୁକ

ପୁରୀ : ଆଜିଠାରୁ ଆରମ୍ଭ ହୋଇଛି ମହାଧାର୍ମିକ କାର୍ତ୍ତିକ ମାସର ପଞ୍ଚୁକ ବ୍ରତ । ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଇଥିବା ବେଳେ ଦୀର୍ଘ ଦୁଇବର୍ଷର ପ୍ରତୀକ୍ଷା ପରେ ଏହି ଦୁର୍ଲଭ ବେଶ ଦର୍ଶନ କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଭକ୍ତଙ୍କ ପ୍ରବଳ ଭିଡକୁ
Read More...

ଦାଦନ ଖଟିବାକୁ ଯାଇ ଗୋଡ଼ ହରାଇଲେ ଶ୍ରମିକ, ନ୍ୟାୟ ଦାବିରେ ଶ୍ରମ ଅଧିକାରୀ ନିକଟରେ ଅଭିଯୋଗ

ପାଟଣାଗଡ଼: ବେଲପଡା ଥାନା ମୁଣ୍ଡଦର ଗାଁର ଜଣେ ଶ୍ରମିକ ଦାଦନ ଖଟିବାକୁ ଯାଇ ନିଜ ଗୋଡ ହରାଇଛନ୍ତି । ଦିନେ ସେ ପରିବାର ପାଇଁ ସାହାରା ସାଜିଥିବା ବେଳେ ଆଜିବୋଝ ହୋଇପଡିଛନ୍ତି । ଦାଦନ ଶ୍ରମିକ ଜଣକ ହେଲେ ତୁମେଶ୍ୱର ଜାଲ । ନିକଟରେ ସେ ଭୁବନେଶ୍ୱରର ଏକ ଇଟାଭାଟିକୁ କାମ କରିବାକୁ ଯାଇଥିଲେ ।
Read More...

ସଚିନଙ୍କ ଏହି ବଡ ରେକର୍ଡ ଭାଙ୍ଗିବେ କୋହଲି

ନୂଆଦିଲ୍ଲୀ : ଆଇସିସି ଟି -୨୦ ବିଶ୍ୱକପ ୨୦୨୨ ଏବଂ ସାମଗ୍ରିକ ଟି -୨୦ ବିଶ୍ୱକପରେ ସର୍ବାଧିକ ରନ୍‌ ସଂଗ୍ରହ କରିଥିବା ବିରାଟ କୋହଲି ଶନିବାର ଜିମ୍ବାୱେ ବିପକ୍ଷରେ ଖେଳିବାକୁ ଯାଉଥିବାବେଳେ ସଚିନ ତେନ୍ଦୁଲକରଙ୍କ ଏକ ବଡ଼ ରେକର୍ଡ ଉପରେ ନଜର ରଖିବେ । ବିରାଟ କୋହଲି ଟି -୨୦ ବିଶ୍ୱକପ ୨୦୨୨ ରେ
Read More...

ଇସଲାମାବାଦରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଗୁଳିମାଡ ପରେ ଇସଲାମାବାଦରେ ସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି । ଇମ୍ରାନଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜରି ରଖିଛନ୍ତିି। ରାସ୍ତାରେ ଟାୟର ଜାଳି ଲୋକେ ଜୋର ଦାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।
Read More...

ଫରେଷ୍ଟର ଗାର୍ଡଙ୍କୁ ଦଳିଦେଲା ହାତୀ

ଅନୁଗୋଳ: ହାତୀ ଘଉଡାଉଥିବା ବେଳେ ଫରେଷ୍ଟର ଗାର୍ଡଙ୍କୁ ଦଳିଦେଲା ହାତୀ। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁଲାଡ ପଞ୍ଚାୟତରେ। ମୃତ ଫରେଷ୍ଟଗାର୍ଡ ଜଣଙ୍କ ହେଲେ ଶରତ ଘଡେ଼ଇ। ତାଙ୍କ ଘର ତାଳଚେର ଅଞ୍ଚଳରେ। ସେ ଅନୁଗୋଳ ବନଖଣ୍ଡ ବିଭାଗରେ ଫରେଷ୍ଟ ଗାର୍ଡ ଭାବରେ
Read More...

ନବରଙ୍ଗପୁର କଲେଜକୁ ସରକାରୀ ମାନ୍ୟତା ପାଇଁ ଦାବି କଲା ପୁରାତନ ଛାତ୍ର କମିଟି

ନବରଙ୍ଗପୁର: ଦୀର୍ଘ ୫୨ ବର୍ଷ ଧରି ଅବହେଳିତ ନବରଙ୍ଗପୁର କଲେଜକୁ ସରକାରୀ କଲେଜ ଘୋଷଣା କରିବା ପାଇଁ ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟି ପକ୍ଷରୁ ଦାବି କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଲୁମିନାଇ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ରଙ୍କୁ
Read More...