Monthly Archives

November 2022

ବିଦେଶୀ ପକ୍ଷୀଙ୍କ କଳରବରେ ମୁଖରିତ ସାତକୋଶିଆ ଗଣ୍ଡ

ହରଭଙ୍ଗା : ଅଧିକ ଶୀତ ଓ ଖାଦ୍ୟାଭାବରୁ ନିଜକୁ ରକ୍ଷା କରିବା ପାଇଁ ପକ୍ଷୀ ମାନେ ଦେଶାନ୍ତର ହୋଇଥାନ୍ତି । ହଜାର ହଜାର କିଲୋମିଟର ପଥ ଅତିକ୍ରମ କରି ଓଡିଶାକୁ ଆସି ବିଦେଶୀ ପକ୍ଷୀମାନେ ମହାନଦୀ ବନ୍ୟପ୍ରାଣୀ ଅଧୀନରେ ଥିବା ବୌଦ୍ଧ ଜିଲ୍ଲା ହରଭଙ୍ଗା ମହାନଦୀର ସାତକୋଶିଆ ଗଣ୍ଡ ଓ ପଦ୍ମାତୋଳା
Read More...

ବାରମ୍ବାର ଆବେଦନ ସତ୍ତେ୍ୱ ମିଳୁନି ଜନ୍ମ ପ୍ରମାଣପତ୍ର, ଅନ୍ଧାରରେ ଶିଶୁର ଭବିଷ୍ୟତ

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ମହୁରୁଣ୍ଡି ଗାଁର ଦୁର୍ଯ୍ୟୋଧନ ବେହେରାଙ୍କ ଶିଶୁ ଝିଅ ରୋଶନି ବେହେରା(୩) ବଲାଙ୍ଗୀର ହସ୍ପିଟାଲରେ ଜନ୍ମ ଗ୍ରହଣ କରିଛି । ସୂଚନା ମୁତାବକ,ଶିଶୁର ଜନ୍ମ ପଞ୍ଜିକରଣ ରେକର୍ଡ ବଲାଙ୍ଗୀର ହସ୍ପିଟାଲ ଓ ଏନଏ.ସି ଅଫିସ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ସୀମା ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୀମା ବିବାଦର ସମାଧାନ ପାଇଁ ଗଠିତ ଆନ୍ତଃରାଜ୍ୟ କମିଟିର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କୋରାପୁଟର
Read More...

ଡାକ୍ତର ନିଯୁକ୍ତି ପାଇଁ ଦାବୀ କଲେ ଅଞ୍ଚଳବାସୀ

ଦଶପଲ୍ଲା : ଦେଶ ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଦଶପଲ୍ଲା ବ୍ଲକ୍‌ର ଆଦିବାସୀ ବହୁଳ ପଞ୍ଚାୟତଗୁଡ଼ିକ ବିଭିନ୍ନ ମୌଳିକ ସୁବିଧା,ସୁଯୋଗ ପାଇବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି । ଦଶପଲ୍ଲା ବ୍ଲକ୍‌ ସୀମାନ୍ତବର୍ତ୍ତୀ କୁଜାମେଣ୍ଢି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ
Read More...

ସପ୍ତମ ସହିଦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବାଲିଗୁଡ଼ା ଏସଡିଏଏ ଚମ୍ପିୟାନ

ଫୁଲବାଣୀ :- ଫୁଲବାଣୀ ପୋଲିସ ରିଜର୍ଭ ଗ୍ରାଉଣ୍ଡଠାରେ ଚାଲିଥିବା ସପ୍ତମ ସହିଦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଗୁରୁବାର ପୋଲିସ ଓ ବାଲିଗୁଡା ଏସଡ଼ିଏଏ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ପୋଲିସ ଟିମକୁ ୬୮ ରନରେ ପରାସ୍ତ କରି ବାଲିଗୁଡା ବିଜୟୀ ହୋଇଛି ।ପୋଲିସ ଟିମ ଟସ ଜିତି ବାଲିଗୁଡାକୁ
Read More...

ଦୁର୍ନୀତି ନିବାରଣ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ଶପଥପାଠ

ବୌଦ୍ଧ,୩ା୧୧ : ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଚତୁର୍ଥ ଦିବସରେ କଣ୍ଟାମାଳ ବ୍ଲକର ନାରାୟଣ ପ୍ରସାଦ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲେଟପଡା ଗ୍ରାମରେ ବିଡିଓ ଶ୍ରୀଯୁକ୍ତ କଳାକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟଅତିଥି ଭାବେ
Read More...

ଇଡିକୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପାଲଟା ପ୍ରଶ୍ନ :
ଯଦି ଦୋଷୀ,ଗିରଫ କରୁନ କାହିଁକି

ନୂଆଦିଲ୍ଲୀ: ଖଣି ଦୁର୍ନୀତି ମାମଲାରେ ପଚରାଉଚରା ନିମନ୍ତେ ଗୁରୁବାର ଦିନ ହାଜର ହେବା ପାଇଁ ପ୍ରବର୍ତ୍ତନ ର୍ନିେଶାଳୟ(ଇଡି) ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ସମନ୍‌ ଜାରି କରିଥିଲା । ଗୁରୁବାର ପୂର୍ବାହ୍ନ ୧୧ଟା ବେଳେ ପ୍ରବର୍ତ୍ତନ ର୍ନିେଶାଳୟରେ ପହଞ୍ଚିବା ପାଇଁ ଉକ୍ତ
Read More...

ଲାଲକିଲା ଆକ୍ରମଣ ମାମଲା :
ଅସଫାକର ଫାଶୀ ଦଣ୍ଡାଦେଶ କାଏମ

ନୂଆଦିଲ୍ଲୀ: ୨୦୦୦ ମସିହାରେ ହୋଇଥିବା ଲାଲକିଲା ଆକ୍ରମଣ ମାମଲାରେ ଦୋଷୀ ମହମ୍ମଦ ଆରିଫ ଓରଫ ଅସଫାକର ଦଣ୍ଡାଦେଶ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ଅସଫାକର ପୂନର୍ବିଚାର ଆବେଦନକୁ ଆଜି ସର୍ବୋଚ ଅଦାଲତ ଖାରଜ କରିଦେଇଛନ୍ତି । ୨୨ ଡିସେମ୍ବର ୨୦୦୦ ମସିହାରେ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଇବା
Read More...

କଡା ସୁରକ୍ଷାରେ ୬ଟି ରାଜ୍ୟରେ ଉପନିର୍ବାଚନ ଶେଷ

ନୂଆଦିଲ୍ଲୀ,୩/୧୧ : ମହାରାଷ୍ଟ୍ର,ହରିୟାଣା,ବିହାର,ତେଲେଙ୍ଗାନା,ଓଡିଶା ଓ ଉତ୍ତର ପ୍ରଦେଶରେ ଖାଲି ପଡିଥିବା ୭ଟି ବିଧାନସଭା ଉପନିର୍ବାଚନ ପାଇଁ ଆଜି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ୍‌ ଗ୍ରହଣ ହୋଇଛି । ନିକଟ ଭବିଷ୍ୟତରେ ହିମାଚଳ ପ୍ରଦେଶ ଏବଂ ଗୁଜରାଟରେ ବିଧାନସଭା ନିର୍ବାଚନ ଥିବାରୁ
Read More...

ପୋଲିସ ରିଜର୍ଭ ପଡିଆରେ ସାମ୍ବାଦିକ ବିକାଶଙ୍କୁ ଶ୍ରଦ୍ଧାଞ୍ଜଳି

ଫୁଲବାଣୀ: ଫୁଲବାଣୀ ସ୍ଥିତ ପୋଲିସ ରିଜର୍ଭ ପଡିଆରେ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଥିବା ସାମ୍ବାଦିକ ବିକାଶ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ରିଜର୍ଭ ପଡିଆଠାରେ ପୋଲିସ ପକ୍ଷରୁ ଆୟୋଜିତ ସପ୍ତମ ସହିଦ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ମ୍ୟାଚର ସମସ୍ତ ଖେଳାଳି, ରିଜର୍ଭ
Read More...