Monthly Archives

November 2022

ବିଦ୍ୟାଳୟ ତାଲା ଭାଙ୍ଗି ଲୁଟିନେଲେ ମଧ୍ୟାହ୍ନ ଭୋଜନ ସାମଗ୍ରୀ

କୋଣାର୍କ : ଦୁର୍ବୃତ୍ତମାନଙ୍କ ଟାର୍ଗେଟ ରହିଛି ବିଦ୍ୟାଳୟ । ୪ଦିନ ପରେ ପୁଣି ଏକ ବିଦ୍ୟାଳୟରୁ ଚୋରି କରି ଫେରାର ହୋଇଛନ୍ତି ଲୁଟେରାମାନେ । କୋଣାର୍କ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନ
Read More...

ମହାନଗର ନିଗମ ପକ୍ଷରୁ ଜବରଦଖଲ ହଟାଅ ଅଭିଯାନ ଜାରି

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଗତ କିଛି ଦିନ ହେଲା ସରକାରୀ ଜମିରେ ଅନଧିକୃତ ଭାବେ ବଳପୂର୍ବକ ନିର୍ମିତ ଘର ଭଙ୍ଗା ଅଭିଯାନ ଜାରି ରହିଛି । ଏହି କ୍ରମରେ ଆଜି ସ୍ଥାନୀୟ ଶିକ୍ଷା ନଗରୀ ବୁର୍ଲା ଠାରେ ସଞ୍ଚାରିତ ଅଭିଯାନରେ ୯ଟି ପକ୍କା ଘର ଭାଙ୍ଗି ଦିଆଯାଇଛି । ଏହି ଜବର
Read More...

ରାଜ୍ୟ ସ୍ତରୀୟ ଭାରତ ସ୍କାଉଟ୍‌ ଏବଂ ଗାଇଡ଼୍‌ ଜାଗୃତି କ୍ୟାମ୍ପରେ ସ୍କାଉଟ ଶିକ୍ଷକଙ୍କୁ ସ୍ୱର୍ଣ୍ଣ ପଦକ

ବାଲିଗୁଡ଼ା: ରାଜ୍ୟ ସ୍ତରୀୟ ଭାରତ ସ୍କାଉଟ୍‌ ଏବଂ ଗାଇଡ଼ସର ଜାଗୃତି କ୍ୟାମ୍ପ୍‌ ରାଜ୍ୟ ତାଲିମ କେନ୍ଦ୍ର ବରଗାଁ, ସୁନ୍ଦରଗଡ଼ଠାରେ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏଥିରେ ତିରିଶଟି ଶିକ୍ଷା ଜିଲ୍ଲା ଓ ଆଠଟି ଏସ୍‌ଏସ୍‌ଡ଼ି ଜୋନ୍‌ରୁ ୧୦୫୦ ଜଣ ସ୍କାଉଟ ଗାଇଡ୍ସ ୯୨ଜଣ
Read More...

ଶହୀଦ ଜୟୀ ରାଜଗୁରୁଙ୍କ ଜୟନ୍ତୀ ପାଳିତ

ପୁରୀ : ଶହୀଦ ଜୟୀ ରାଜଗୁରୁଙ୍କ ଜୟନ୍ତୀ ଅବସରରେ ଆଜି ବିନମ୍ର ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି । ଜିଲ୍ଲା ପ୍ରଶାସନ,ସୂଚନା ଓ ଲୋକ ସମ୍ପର୍କ ବିଭାଗ,ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ ଓ ଗୋପୀନାଥ ଦେବସ୍ଥାନ ସମିତିର ମିଳିତ ସହଯୋଗରେ ଜୟୀ ରାଜଗୁରୁଙ୍କ ଜନ୍ମ ସ୍ଥାନ ବୀର ହରେକୃଷ୍ଣପୁର
Read More...

ଲାଠୋରରେ ସଂଘବଦ୍ଧ ଭାବେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ପାଟଣାଗଡ / ଖପ୍ରାଖୋଲ: ବଲାଙ୍ଗିର ଜିଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଲାଠୋର ଗ୍ରାମରେ ଜଣେ ଯୁବକଙ୍କୁ ତିନି ଜଣ ଯୁବକଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ ଲାଠୋର ଗ୍ରାମର ତଲିପଡାରେ ରହୁଥିବା କମଲ ପାତ୍ରଙ୍କୁ
Read More...

ହାଇକୋର୍ଟ ବେଞ୍ଚ ପାଇଁ ଓକିଲ ସଂଘର ଆନ୍ଦୋଳନ ଯୋଗୁଁ ସମସ୍ତ କୋର୍ଟ କଚେରୀ ବନ୍ଦ

ସମ୍ବଲପୁର: ସମ୍ବଲପୁରରେ ଓଡ଼ିଶା ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଜିଲ୍ଲା ଓକିଲ ସଂଘର ଆନ୍ଦୋଳନ ଯୋଗୁଁ ଏଠାରେ କୋର୍ଟ କଚେରୀ ସବୁ ବନ୍ଦ ରହିଛି । ସ୍ଥାନୀୟ କଚେରୀ ଛକରେ ଓକିଲମାନେ ପିକେଟିଙ୍ଗରେ ବସିଥିବାରୁ ଜିଲ୍ଲା ଜଜ ଓ ତାଙ୍କ ସହଯୋଗୀ ବିଚାର ବିଭାଗୀୟ ଅଧିକାରୀମାନେ ନିଜ ନିଜ
Read More...

ଭର୍ଚୁଆଲ ମାଧ୍ୟମରେ ବାବା ଧବଳେଶ୍ୱରଙ୍କ ଦର୍ଶନ କରିବେ ଭକ୍ତ

ଆଠଗଡ଼:  ଏଥର  ଏଲଇଡି ମାଧ୍ୟମରେ ବାବାଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ବାବାଙ୍କ ସମସ୍ତ ରୀତିନୀତି ସମ୍ପନ୍ନ କରାଯିବା ସହ ଗଜଭୋଗ ବି ଶ୍ରଦ୍ଧାଳୁ ପାଇପାରିବେ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି କହିଛନ୍ତି ।ଏନେଇ ଜିଲ୍ଲାପାଳ କହିଛନ୍ତି, ଝୁଲା ପୋଲ ଅବସ୍ଥା ଯାହା ବହୁ ସଂଖ୍ୟାରେ
Read More...

ଏଣିକି ଆଉ ବିନା ପ୍ରଶିକ୍ଷଣରେ ମିଳିବ ନାହିଁ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ବର: ରାଜ୍ୟରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବା ନେଇ ଏହାକୁ ରୋକିବାକୁ ଏକ ନୂଆ ଉପାୟ ଚିନ୍ତା କରିଛନ୍ତି ପରିବହନ କମିସନ। ଏଣିକି ଆଉ ବିନା ପ୍ରଶିକ୍ଷଣରେ ମିଳିବ ନାହିଁ ଡ୍ରାଇଭିଂ ଲାଇସେନ୍ସ। ସଡ଼କ ସୁରକ୍ଷା ଓ ଫାଷ୍ଟ୍‌ଏଡ୍‌ ଆଦିରେ ସାମାନ୍ୟ ଜ୍ଞାନ ଆସିବା ପରେ ଯାଇ ଜଣେ
Read More...

ଟ୍ରକ୍‌-କାର୍‌ ମୁହାମୁହିଁ ଧକ୍କା, ୩ ମୃତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ପଞ୍ଚୁକୋଟ ଗ୍ରାମଠାରେ ଏକ ଢ଼ାବା ନିକଟରେ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ବୁଧବାର ରାତ୍ରିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଯାଇଛି। ଘଟଣାରୁ ପ୍ରକାଶ ଯେ, ଏହି ଦୁର୍ଘଟଣାରେ ଏକ ଆଇସର ଟ୍ରକ ଏବଂ କାର ମଧ୍ୟରେ
Read More...

ପୁରୀରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା

ପୁରୀ : ପୁରୀରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ମହାପ୍ରଭୁଙ୍କ ନିକଟରେ ଦୀପଦାନ କରାଯିବା ପରେ ଆରମ୍ଭ ହୋଇଥିଲା ଜନସମ୍ପର୍କ ପଦଯାତ୍ରା । ବଡ଼ଦାଣ୍ଡର ମାର୍କେଟ ଛକ ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏହି
Read More...