Monthly Archives

November 2022

ଫୁଲବାଣୀ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ “ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ

ଫୁଲବାଣୀ : ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ , କ୍ଷେତ୍ରୀୟ କାର୍ଯ୍ୟାଳୟ, ଫୁଲବାଣୀ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ "ସ୍ୱଚ୍ଛତା ହିଁ ସେବା ଏବଂ ଏକକ ପ୍ଲାଷ୍ଟିକ
Read More...

ଓଡିଶାର ସର୍ବଶ୍ରେଷ୍ଠ ଭିଜିଲାନ୍ସ ପବ୍ଲିକ ପ୍ରସିକ୍ୟୁଟର ଭାବେ ପୁରସ୍କୃତ ହେଲେ ଭି ଭି ରାମଦାସ

ଫୁଲବାଣୀ: ସ୍ଥାନୀୟ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ପବ୍ଲିକ ପ୍ରସିକ୍ୟୁଟର ଭି ଭି ରାମଦାସଙ୍କୁ ରାଜ୍ୟର ସର୍ବଶ୍ରେଷ୍ଠ ଭିଜିଲାନ୍ସ ପବ୍ଲିକ ପ୍ରସିକ୍ୟୁଟର (ପି ପି)ଭାବେ ସୋମବାର ଦିନ ସରକାର ପୁରସ୍କୃତ କରିଛନ୍ତି । ଭିଜିଲାନ୍ସ ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ
Read More...

ମଣ୍ଡେଇ କ୍ରୀଡା କମିଟିର ପ୍ରସ୍ତୁତି ବୈଠକ

ନବରଙ୍ଗପୁର:-ଆସନ୍ତା ଡିସେମ୍ବର ମାସ ୧୦ ରୁ ୧୪ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମଣ୍ଡେଇ-୨୦୨୨ ନିମନ୍ତେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ମଣ୍ଡେଇ କ୍ରୀଡା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କ୍ରୀଡା ଅଧିକାରୀ ମହେନ୍ଦ୍ର ସାହୁ ସଭାପତିତ୍ୱ କରିଥିଲେ । ବୈଠକରେ
Read More...

୩୨ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ବେଳପଡା ପୁଲିସ, ୨ ସର୍ଦ୍ଦାର ଅଟକ

ପାଟଣାଗଡ: ବଲାଙ୍ଗିର ପୁଲିସ ଦାଦନ ଋତୁ ପୂର୍ବରୁ ଗାଁ ଗାଁରେ ଲୋକଙ୍କୁ ନେଇ ସଚେତନ କରୁଥିଲେ ମଧ୍ୟ ସର୍ଦ୍ଦାର ମାନେ ବୋଲ ମାନୁନାହାନ୍ତି । ବେଆଇନ ଭାବରେ ଶ୍ରମିକ ମାନଙ୍କ ବାହାର ରାଜ୍ୟକୁ ଚାଲାଣ କରିବାରେ ମାତିଛନ୍ତି । ଏବେ ବେଳପଡା ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ମଣ୍ଡଳ ଗାଁ ନିକଟରୁ ୩୨
Read More...

ହ୍ୟାଣ୍ଡସ୍‌ ଫର ଆନିମଲ ସଂଗଠନ ଏବଂ ଜିଲ୍ଲା ପଶୁ ସମ୍ପଦ ସିଡିଭିଓଙ୍କ ପକ୍ଷରୁ ବୁଲା ଗାଈଗୋରୁ ଓ କୁକୁରଙ୍କୁ ଖାଦ୍ୟ…

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ହ୍ୟାଣ୍ଡସ୍‌ ଫର ଆନିମଲ ସଂଗଠନ ଏବଂ ଜିଲ୍ଲା ପଶୁ ସମ୍ପଦ ସିଡିଭିଓଙ୍କ ପକ୍ଷରୁ ସହରର ବୁଲା ଗାଈଗୋରୁ ଓ କୁକୁରଙ୍କୁ ଖାଦ୍ୟ ବଣ୍ଟନ କରଯାଇଛି । ଗୋ ଅଷ୍ଟମୀ ଉପଲକ୍ଷେ ପାରଳା ସହର ଏବଂ ଉପକଣ୍ଠରେ ବୁଲା ଗାଈଗୋରୁ ଓ
Read More...

ଦୁର୍ଘଟଣାରେ ସାମ୍ବାଦିକଙ୍କ ମୃତ୍ୟୁ,ଜଣେ ସାମ୍ବାଦିକ ଗୁରୁତର

ଫୁଲବାଣୀ:- ମଙ୍ଗଳବାର ସନ୍ଧ୍ୟାରେଏକ ସଡକ ଦୁର୍ଘଟଣାରେ ଫୁଲବାଣୀର ୱେବ ଚ୍ୟାନେଲ ଓ ପୃଷ୍ଠ ଭୂମି ଖବର କାଗଜର ଯୁବ ସାମ୍ବାଦିକ ବିକାଶ ମିଶ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ୱେବ ସାମ୍ବାଦିକ ବିକାଶ ଡିଗାଲ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ସୂଚନାଯୋଗ୍ୟ ଯେ, ଏ ଦୁହେଁ କୌଣସି
Read More...

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ପରିବେଶ ପାର୍କ ଏବଂ ପରିଷଦ ପାଣ୍ଠି ବିନିଯୋଗ ନେଇ ସମୀକ୍ଷା

ବୌଦ୍ଧ,୧ା୧୧ : ଆଜି ପୂର୍ବାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ ତ୍ରିପାଠୀ,ମୁଖ୍ୟ କାର୍ଯ୍ୟନିର୍ବାହୀ ଡଃ. ଅଜିତ କୁମାର ମିଶ୍ର ଏବଂ ବୈଷୟିକ ପରାମର୍ଶଦାତା ଶ୍ରୀଯୁକ୍ତ ସୁନିଲ କୁମାର ନାୟକ ବୌଦ୍ଧଜିଲା
Read More...

୮ରେ ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଚୂଡାନ୍ତ

ପୁରୀ : ଆସନ୍ତା ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ପୂର୍ବ ସ୍ଥିରୀକୃତ ତ୍ରୁଟି ପୂର୍ଣ୍ଣ ନୀତି ନିର୍ଘଣ୍ଟରେ ପରିବର୍ତ୍ତନ ହୋଇଛି । ସୂର୍ଯ୍ୟେଦୟ ୫ଟା ୫୪ ମିନିଟ ୫୩ ସେକେଣ୍ଡରେ ଆରମ୍ଭ ହେଉଥିବାରୁ ସେହି
Read More...

ରାଧାପାଦ ଦର୍ଶନକୁ ଅନୁମତି, ଛୁଇଁବା ମନା

ପୁରୀ : ଆସନ୍ତାକାଲି ଅଁଳା ନବମୀ । ଦୁଇ ବର୍ଷ ପରେ ରାଧାପାଦ ଦର୍ଶନ କରିପାରିବେ ଭକ୍ତ । କରୋନା କଟକଣା ହଟିଥିବାରୁ ସାକ୍ଷୀଗୋପାଳରେ ଅଁଳା ନବମୀରେ ଭକ୍ତଙ୍କୁ ରାଧାପାଦ ଦର୍ଶନ କରିବାକୁ ଅନୁମତି ମିଳିଛି । ହେଲେ ରାଧା ପାଦ ସ୍ପର୍ଶ ନେଇ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳି ନାହିଁ । ଏନେଇ ପୁରୀ
Read More...

ଶୋଭାଯାତ୍ରା ଉପରେ ମାଡିଗଲା କାର: ୭ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ସୋମବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଶୋଭାଯାତ୍ରାରେ ଆସୁଥିବା ତୀର୍ଥଯାତ୍ରୀ ଦଳ ଉପରେ କାର ମାଡିଯିବାରୁ ୭ଜଣଙ୍କ ମୃତ୍ୟୁ ଘଟିଛି । ସୋଲାପୁର ଏସପି ଶିରିଶ ସରଦେଶ ପାଣ୍ଡେ କହିଛନ୍ତି ଯେ, ତୀର୍ଥଯାତ୍ରୀମାନେ ଏକ
Read More...