Monthly Archives

November 2022

ମାଟିଆପଡା ପରିଦର୍ଶନ କଲେ ଜିଲ୍ଲାପାଳ

ପୁରୀ : ପୁରୀ ମାଟିଆପଡା କୋଣାର୍କ ରେଲୱେ ଓଭର ବ୍ରିଜ ନିର୍ମାଣ ପାଇଁ ଆରମ୍ଭ ହୋଇଛି କାର୍ଯ୍ୟ । ହିତାଧିକାରୀ ମାନଙ୍କୁ କ୍ଷତି ପୂରଣ ପ୍ରଦାନ କରାଯାଉଛି । ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ଆଜି ପୂର୍ବାହ୍ନରେ ମାଟିଆପଡା ଅଞ୍ଚଳ ବୁଲି ଦେଖିବା ସହ ହିତାଧିକାରୀଙ୍କ
Read More...

ବିଜେଡି ପକ୍ଷରୁ ମେଗା ରକ୍ତଦାନ ଶିବିର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଟାଉନ ହଲଠାରେ ବିଜୁ ଜନତା ଦଳ ତରଫରୁ ଓଡିଶା ମୋ ପରିବାର ଆନୁକୁଲ୍ୟରେ ମେଗା ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇଥିଲେ ଏବଂ ବରିଷ୍ଠ ନେତା ତଥା ହାଇଟେକ
Read More...

ଆଉ ନାହାନ୍ତି ପ୍ରସିଦ୍ଧ ଫୁଟବଲ ଖେଳାଳି ଓ ସଙ୍ଗୀତଜ୍ଞ ଅରୁଣ ପ୍ରସନ୍ନ ସେଠ

ସମ୍ବଲପୁର: ଏଠାକାର ପ୍ରସିଦ୍ଧ ଫୁଟବଲ ଖେଳାଳି, ସଙ୍ଗୀତଜ୍ଞ ଓ ଲୋକପ୍ରିୟ ସାମାଜିକ କାର୍ଯ୍ୟକର୍ତ୍ତା ଅରୁଣ ପ୍ରସନ୍ନ ସେଠ ଆଉ ଆମ ଗହଣରେ ନାହାନ୍ତି । ଆଜି ପୂର୍ବାହ୍ନ ପ୍ରାୟ ୯.୩୦ ସମୟରେ ସ୍ଥାନୀୟ କୁଞ୍ଜେଲପଡା ସ୍ଥିତ ନିଜ ବାସଭବନରେ ସେ ୯୫ ବର୍ଷ ବୟସରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ
Read More...

ବିଜୁ ଜନତା ଦଳ ପଦଯାତ୍ରା ଅବସରରେ ରକ୍ତଦାନ ଶିବିର

ବଲାଙ୍ଗୀର : ରାଜ୍ୟରେ ବିଜୁ ଜନତା ଦଳ ତରଫରୁ ପଦଯାତ୍ରା କରାଯାଉଛି । ଆଜି ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁଇଁତଲା ବ୍ଳକ ଓଡ଼ିଆପାଲି ଗ୍ରାମରେ ପହଞ୍ଚିଥିଲା । ଏ ଅବସରରେ ଗ୍ରାମବାସୀଙ୍କ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ମୁଖ୍ୟ ଅତିଥି ସାଂସଦ ନିରଞ୍ଜନ ବିଶି ରକ୍ତଦାନ
Read More...

‘ହୀରାଞ୍ଚଳ’ର ପ୍ରଭାବ
ଅନାଥ ବାସୁକିକୁ ମିଳିଲା ରାସନକାର୍ଡ

ଖପ୍ରାଖୋଲ,୧/୧୧: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ମହୁରୁଣ୍ଡି ଗାଁର ଝିଅ ବାସୁକି ସାହାଣୀ ଜଣେ ଅନାଥ । ଦୀର୍ଘ ବର୍ଷ ହେବ ତାର ବାପା ମାଆଙ୍କ ଦେହାନ୍ତ ହେଲାପରେ ବାସୁକି ଅନ୍ୟ ଘରେ ଆଶ୍ରୟ ନେଇ ରହୁଥିଲା । ତେଣୁ ସେ ଏକାକୀ ଅନେକ ଅସୁବିଧାର ସମ୍ମୁଖିନ ହେଉଥିଲା ।
Read More...

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

ରାଇରଙ୍ଗପୁର: ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ଖୋଲିଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଶିମିଳିପାଳ ଜାତୀୟ ଉଦ୍ୟାନ ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ଆଜି ସକାଳ ୬ଟାରୁ ଖୋଲିଛି। ପର୍ଯ୍ୟଟକମାନଙ୍କୁ ଶିମିଳିପାଳ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ପୁଷ୍ପଗୁଚ୍ଛ
Read More...

ଅର୍ବାନ ବ୍ୟାଙ୍କ ଦୁର୍ନୀତିର ତଦନ୍ତ ଦାବି

ପୁରୀ : ପୁରୀ ଅର୍ବାନ୍‌ କୋ ଅପରେଟିଭ ବ୍ୟାଙ୍କରେ ବ୍ୟାପକ ଦୁର୍ନୀତି ଓ ୯ଦଫା ଦାବି ନେଇ ନିର୍ଦ୍ଦେଶକ ସର୍ବଶପ୍ରତାପ ମହାନ୍ତି, ଡଃ ପ୍ରଧାନ ଧୀରେନ୍‌ ରାୟ, ଉମାକାନ୍ତ ନାୟକ, ରବି ନାରାୟଣ ଦାଶ, ବୃନ୍ଦାବନ ବେହେରା, ଅନିଲ କୁମାର ସାହୁ ଓ ଉପ ସଭାନେତ୍ରୀ ମମତାରାଣୀ ସାହୁ ପୁରୀ ଜିଲ୍ଲା ସମବାୟ
Read More...

ଶାକିବ ଭାରତକୁ ପ୍ରଶଂସା କରିବା ସହ ଚେତାବନୀ ଦେଲେ

ଆଡିଲେଡ : ବାଂଲାଦେଶ କ୍ରିକେଟ୍‌ ଦଳର ଅଧିନାୟକ ଶାକିବ ଅଲ ହାସନ ଟି -୨୦ ବିଶ୍ୱକପ ଜିତିବା ପାଇଁ ଭାରତକୁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ମଙ୍ଗଳବାରର ମ୍ୟାଚରେ ଟିମ୍‌ ଇଣ୍ଡିଆ ବିପକ୍ଷ ମ୍ୟାଚ୍‌ ଜିତି କିଛି ଓଲଟାପାଟ କରିବାକୁ ଚେଷ୍ଟା କରିବେ ବୋଲି
Read More...

ଆଜି ବଲାଙ୍ଗୀର ଦିନ : ଉଠୁଛି ପଡୁଛି ସହର, ଦୁଲକିବ କୋଶଲ କଳାମଣ୍ଡପ

ବଲାଙ୍ଗୀର : ଆଜି ବଲାଙ୍ଗୀର ଦିନ ପାଳନ ପାଇଁ କମ୍ପୁଛି ବଲାଙ୍ଗୀର ସହର । ଐତିହାସିକ କୋଶଲ କଳାମଣ୍ଡପରୁ ବାହାରିଛି ବିରାଟ ସାଂସ୍କୃତିକ ଶୋଭାଯାତ୍ରା । ଢୋଲ ନିଶାନ ଘଣ୍ଟଘଣ୍ଟା, ଘୁମୁରା, ତାସା ଇତ୍ୟାଦି ଶଦ୍ଦରେ ସହର କମ୍ପୁଛି । ମୁଖ୍ୟ ରାସ୍ତାରେ ରଙ୍ଗ ବେରଙ୍ଗ ଭଳିକି ଭଳି ନୃତ୍ୟଗୀତରେ
Read More...

ବୌଦ୍ଧ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

ହରଭଙ୍ଗା : ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀରେ ୩୦୪ ଟି ଅଭିଯୋଗରୁ ୧୭୯ ଟି ଅଭିଯୋଗର ତତ୍କାଳ ସମାଧାନ ହୋଇଥିଲା । ପରେ ପରେ ଜ଼ିଲ୍ଲାପାଳ ସରକାରୀ ଜି. ପି. ହାଇସ୍କୁଲ, କୁସଙ୍ଗ ପରିଦର୍ଶନ କରିଥିଲେ । ସେଠାରେ ସାନିଟେସନ, ପରିଶ୍ରାଗାରର ସଫା ସୁତରା ଉପରେ ଧ୍ୟାନ ଦେବା,
Read More...