Monthly Archives

February 2023

ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର: ଆଜି ସହରର ହୋଟେଲ ଗ୍ରୀନପାର୍କରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର କ୍ଷେତ୍ରିୟ କାର୍ଯ୍ୟକର୍ତ୍ତା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସଭାପତି ବିପିନ ଦାସ, ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ମିହିର ପାଣି, ରାଜ୍ୟ ସଂଯୋଜକ ବଳଦେବ ବେଦବାକ, ରାଜ୍ୟ ଉପସଭାପତି ଗୋପାଳଜୀ
Read More...

ଗରିବ କଲ୍ୟାଣ ଅନ୍ନ ଯୋଜନା ଘଟଣାକୁ ନେଇ ବିଜେଡି କର୍ମୀଙ୍କ ଗଣଧାରଣା

ହରଭଙ୍ଗା : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରିବ ପରିବାରଙ୍କୁ ମୁଣ୍ଡ ପିଛା ୫କେଜି ଚାଉଳ ଯୋଗାଣରୁ ବଞ୍ଚିତ କରିଥିବା କେନ୍ଦ୍ର ସରକାର ନିଷ୍ପତି ବିରୁଦ୍ଧରେ ଆଜି ସାରା ରାଜ୍ୟରେ ବିଜେଡି କର୍ମୀ ମାନେ ପ୍ରତି ପଂଚାୟତ ଅଫିସ ସାମ୍ନାରେ ଗଣଧାରଣା ଦେଇଥିବା ଦେଖିବାକୁ
Read More...

ନୀଳକଣ୍ଠେଶ୍ୱର ନକ୍‌ ଆଉଟ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ସାନଟେମରୀ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ କୁସୁମଖୁଣ୍ଟି ମିନିଷ୍ଟାଡିଅମଠାରେ ନୀଳକଣ୍ଠେଶ୍ୱର କ୍ରିକେଟ କ୍ଳବ, ଆନୁକୂଲ୍ୟରେ ଚାଲିଥିବା ନୀଳକଣ୍ଠେଶ୍ୱର ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମହିଚଲା ଓ ଟେମରୀ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଭୀମା ବିବାହ ଓ ବିହନ ଯାତ୍ରା ସହ ସମାପନ ହେଲା ବାଲିଯାତ୍ରା

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଦୀର୍ଘ ଏକ ମାସ ଧରି ଚାଲିଥିବା ବାଳିଯାତ୍ରା ବୁଧବାର ପଣ୍ଡରା ଭୀମା ଦେବଙ୍କ ବିବାହ ଓ ବିହନ ଛିନା କାର୍ଯ୍ୟ ସହ ଉଦଯାପିତ ହୋଇଛି । ଗତକାଲି ଭିମା ଖୁଣ୍ଟ ସ୍ଥାପନ ଓ ବଳୀ ପ୍ରଦାନ କରାଯାଇଥିବା ବେଳେ ବୁଧବାର ସକାଳୁ
Read More...

ଚାଉଳ ପାଇଁ ବିଜେଡିର ପ୍ରତି ପଞ୍ଚାୟତରେ ଧାରଣା

ପାଟଣାଗଡ : ଆଜି ପାଟଣାଗଡ ବିଜେଡି ପକ୍ଷରୁ ଉଷୁନା ଚାଉଳ ଉଠାଣ ପରିମାଣ ହ୍ରାସ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ଯୋଗୁଁ ୫ କିଲୋ ଚାଉଳ କଟା ପ୍ରସଙ୍ଗକୁ ନେଇ ବ୍ଲକରେ ଥିବା ୩୦ ଗୋଟି ପଞ୍ଚାୟତରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ଏହି ବିଧାୟକ ସରୋଜ କୁମାର ମେହେରଙ୍କ ସମେତ
Read More...

ଶିକ୍ଷା ନିକେତନର ୧୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଅଗ୍ରଣୀ ଶିକ୍ଷାନୁଷ୍ଠାନ "ଶିକ୍ଷା ନିକେତନ'ର ଊନବିଂଶତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ସଭା ପ୍ରାରମ୍ଭ ପୂର୍ବରୁ ଫୁଲ୍‌ୱାମା ଶହୀଦଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ
Read More...

ଭିନ୍ନକ୍ଷମଙ୍କୁ ମାଗଣା ଚାଉଳ ମିଳିବ ବୋଲି ପ୍ରତିଶ୍ରୁତି ଦେଲେ ଭିଡିଓ

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ମାଓ ଇଲାକା ତଥା ଦୁର୍ଗମ ପାଙ୍ଗା ଉପରସାହି ପଂଚାୟତର ଗଣ୍ଡାପଡା ଗ୍ରାମର ବସୁମତୀ ମଲ୍ଲିକ । ଜଣେ ଭିନ୍ନକ୍ଷମ ଆଦିବାସୀ ମହିଳା । ତାଙ୍କୁ ଭିନ୍ନକ୍ଷମ ଭତ୍ତା ମିଳୁଛି । କିନ୍ତୁ ଚାଉଳ ମିଳୁନି । ଭିନ୍ନକ୍ଷମ ଯୋଗୁଁ କୌଣସି କାମଧନ୍ଦା
Read More...

ଟ୍ରେନ୍‌ ଉପରକୁ ଚଢି ସେଲଫି ନେବା ହେଲା କାଳ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜୀଅନ୍ତା ଜଳି ଯୁବକଙ୍କ ମୃତ୍ୟୁ

ରାୟଗଡା: ମାଲବାହୀ ଟ୍ରେନ୍‌ ଉପରକୁ ଚଢି ସେଲଫି ନେବା ହେଲା କାଳ । ଉଚ୍ଚ ସଂପନ୍ନ ୨୫କେଭି କ୍ଷମତା ବିଶିଷ୍ଟ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜୀଅନ୍ତା ଜଳି ଗଲେ ଜଣେ ୧୨ବର୍ଷର ଯୁବକ । ମୃତ ଯୁବକ ଜଣକ ହେଲେ ରାୟଗଡା ଜିଲ୍ଳା କାଶିପୁର ବ୍ଳକ ଅନ୍ତର୍ଗତ ବାର୍ତ୍ତିବାଡି ଗ୍ରାମର ସହଦେବ ନାୟକ
Read More...

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ନବରଙ୍ଗପୁର ଜିଲ୍ଲା ବିଜେପିର ଗଣଧାରଣା ଓ ବିକ୍ଷୋଭ

ନବରଙ୍ଗପୁର:- ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ଅନ୍ୟାୟ ଅତ୍ୟାଚାର ବିରୋଧରେ ନବରଙ୍ଗପୁର ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବରଙ୍ଗପୁର ଜିଲ୍ଲା ବିଜେପି ତରଫରୁ ରାଜ୍ୟ ଉପ ସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ନେତୃତ୍ୱରେ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ
Read More...

ଦ୍ୱିତୀୟ ବିବାହ କଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦ୍ବିତୀୟଥର ବିବାହ କରିଛନ୍ତି । ସେ ପତ୍ନୀ ଅଭିନେତ୍ରୀ ନତାଶା ଷ୍ଟାନକୋବିଚଙ୍କ ସହିତ ପୁଣିଥ‌ରେ ସାତ ଫେରା ନେଇ ଚର୍ଚ୍ଚାରେ ରହିଛନ୍ତି। ନତାଶା ହେଉଛନ୍ତି ସର୍ବିଆର ଜଣେ ଲୋକପ୍ରିୟ ଅଭିନେତ୍ରୀ ଏବଂ
Read More...