Monthly Archives

February 2023

ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଲା ଟ୍ରାକ୍ଟର,୫ ଶ୍ରମିକ ଆହତ

ରାୟଗଡା: ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଲା ଏକ ତସୁ ବୋଝେଇ ଟ୍ରାକ୍ଟର ସହ ଡାଲା । ଫଳରେ ଡାଲା ଗାଡିରେ ବସିଥିବା ୫ଜଣ ଶ୍ରମିକ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କୁ କୋରାପୁଟ ମେଡିକଲକୁ ସ୍ଥାନାନ୍ତର
Read More...

ମହାପ୍ରଭୁଙ୍କ ଦର୍ଶନ କଲେ ନବୀନ ଜିନ୍ଦଲ

ପୁରୀ :ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଫ୍ଲାଗ ଫାଉଣ୍ଡେସନ ଅଫ୍‌ ଇଣ୍ଡିଆର ସଭାପତି ତଥା ବିଶିଷ୍ଟ ଶିଳ୍ପପତି ନବୀନ ଜିନ୍ଦଲ ଓ ତାଙ୍କ ପତ୍ନୀ ସାଲୁ ଜିନ୍ଦଲ । ଫ୍ଲାଗ ଫାଉଣ୍ଡେସନ ଅଫ୍‌ ଇଣ୍ଡିଆ ପକ୍ଷରୁ ବାଟଗାଁ ଛକ ଠାରେ ୧୦୮ ଫୁଟ ଉଚ୍ଚତାରେ ତ୍ରିରଙ୍ଗା
Read More...

ମାଁ ବଡମଲେନ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ,କଳାହାଣ୍ଡିକୁ ହରାଇ ବଲାଙ୍ଗିର ଚାମ୍ପିୟନ

ନୂଆପଡ଼ା : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୂଆମାଲପଡା ଗ୍ରାମ ପଞ୍ଚାୟତ ସଦର ଉପାନ୍ତ ଅଞ୍ଚଳ ଛତିଶଗଡ଼ ବୋର୍ଡର ଖେଳ ପଡିଆ ଠାରେ ମାଁ ବଡମଲେନ୍‌ କ୍ରିକେଟ କମିଟି ତରଫରୁ ଆୟୋଜିତ ହୋଇଥିବା ମାଁ ବଡମଲେନ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦ୍‌ଯାପନୀ ଦିବସରେ
Read More...

ସୁବର୍ଣ୍ଣ କୃଷି ଯନ୍ତ୍ରପାତି ମେଳା ମଣ୍ଡପରେ କବିତା ପାଠୋତ୍ସବ

ସୁବର୍ଣ୍ଣପୁର : ଗତ ଚାରି ଦିନଧରି ସ୍ଥାନୀୟ ରୟାଲ ପଡିଆରେ ଜିଲ୍ଲା କୃଷିବିଭାଗ ତରଫରୁ ଚାଲିଥିବା ସୁବର୍ଣ୍ଣ କୃଷି ଯନ୍ତ୍ରପାତି ମେଳା ଗତକାଲି ଉଦଯାପିତ ହୋଇଯାଇଛି । ଶେଷ ଦିବସରେ ସିଡିଏଓ ନାରାୟଣ ଚନ୍ଦ୍ର ସେଠିଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର
Read More...

ଭାଇରାଲ ବଏ କୁନି ବାବା…..

କଣ୍ଟାମାଳ :ଦେଖୁଛି ଲୋକଙ୍କ ହାତ ଏବଂ କହୁଛି ଲୋକଙ୍କ ଭୁତ ଭବିଷ୍ୟତ । ଏଭଳି ସୋସିଆଲ ମିଡିଆରେ ଭାଇରାଲ ହେବାକୁ ବସିଛି ଏବେ କୁନି ବାବା ସ୍ୱାଧୀନ! ଭିଡିଓ ଭାଇରଲ ପରେ କୁନି ବାବାଙ୍କ ପାଖରେ ଲାଗୁଛି ଲୋକଙ୍କ ଗହଳି । ଏ କୁନି ବାବା ଜଣକ ହେଉଛି ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ଘଣ୍ଟାପଡ଼ା
Read More...

ଜାପାନରେ କରାଟେ ପାଇଁ ନବରଙ୍ଗପୁର ଜିଲ୍ଲାର ବାପାପୁଅଙ୍କୁ ସ୍ୱର୍ଣ୍ଣ ପଦକ

ନବରଙ୍ଗପୁର:- ଚଳିତ ମାସ ୧୧ ଓ ୧୨ ଫେୃଆରୀରେ ଜାପାନର କେଶାରଜୁ, ଚିବାକାନ ସହର ଟୋକିଓରେ ଅନୁଷ୍ଠିତ ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ନବରଙ୍ଗପୁର ସହରର ଆନ୍ତର୍ଜାତୀୟ କରାଟେ ଏବଂ କୋବୁଡୁ( ଅସ୍ତ୍ରଶସ୍ତ୍ର ଚାଳନା)ର ପ୍ରଶିକ୍ଷକ ସେନ୍‌ସେଇ ଶରତ କୁମାର ରାଉତ ଓ ତାଙ୍କ ପୁତ୍ର
Read More...

କାର୍ଯ୍ୟରତ ସାମ୍ବାଦିକଙ୍କୁ ପିଇଓଙ୍କ ଆକ୍ରମଣ ଅଭିଯୋଗ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର କାର୍ଯ୍ୟରତ ଜଣେ ଦୈନିକ ଖବରକାଗଜର ସାମ୍ବାଦିକଙ୍କୁ ଖବର ସଂଗ୍ରହବେଳେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି ।ଅଭିଯୋଗ ଅନୁସାରେ, ବରାଡଙ୍ଗା ପଞ୍ଚାୟତରେ ସୋମବାର ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ
Read More...

ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସ୍ଥାନୀୟ ଗଜପତି ଷ୍ଟାଡିୟମ୍‌ ପାରଳାଖେମୁଣ୍ଡି ପରିସରରେ ଆଜି ଉଦଯାପିତ ହୋଇଯାଇଛି । ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ
Read More...

ଡ. ସବ୍ୟସାଚୀ ମହାପାତ୍ରଙ୍କୁ ରାଷ୍ଟ୍ରୀୟ ନାଟ୍‌ ସମ୍ମାନ ପ୍ରଦାନ ସହ ଉଦଯାପିତ ହେଲା ରାଷ୍ଟ୍ରୀୟ ନାଟ୍‌ ମେଲା

ସୁବର୍ଣ୍ଣପୁର : ସାରା ପୁରଥିରେ ଭାରତ ନ ଏନତା ଗୁଟେ ଦେଶ ଯାହାକେ ଦେବଭୂମି ବଲି କହେସନ । ଯୁଗ୍‌ ଯୁଗ୍‌ ଧରି ଇନ ମହାପୁରୁଷମାନେ ଜନମ୍‌ ନେଇଛନ । ରାମାୟଣ, ମହାଭାରତ୍‌ ଲେଖେନ ମହାନ ଗ୍ରନ୍ଥମାନକର ସିରଜିନାର୍‌ ଠାନ ହେଉଛେ ଇ ଦେଶ । ଖାଲି ଇନେ ନ ଜନମ୍‌ ନେଇପାରସନ ମୋହନ ଆର୍‌ ସୁବାସ ଲଖେନ୍‌
Read More...

ଶାନ୍ତି ଶୋଭାଯାତ୍ରା ଓ ଶାନ୍ତି ଯଜ୍ଞ, ନୂଆ ଢଙ୍ଗରେ ପ୍ରତିବାଦ

ବଲାଙ୍ଗୀର : ଅଶାନ୍ତ ସହରରେ ଶାନ୍ତି ପାଇଁ ଜିଲ୍ଲା ପୋଲିସ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବିକ୍ଷୋଭ କରାଯାଇଥିଲା । କୋଶଲ କଳାମଣ୍ଡପ ପଡିଆରୁ ଶୋଭାଯାତ୍ରା ଏସପି ଅଫିସ ପହଞ୍ଚିଥିଲେ । ଅଫିସ ଆଗରେ ଯଜ୍ଞ କରି ନୂଆ ଢଙ୍ଗରେ ପ୍ରତିବାଦ କରିଥିଲେ । ଏକ
Read More...