Monthly Archives

February 2023

ଗଜପତିର ସଫଳ ମାଛ ଚାଷୀ ରାଜ୍ୟସ୍ତରରେ ସମ୍ମାନିତ

ପାରଳାଖେମୁଣ୍ଡି : ଚାଷ ଅଛି ଯାହାର କି ଆନନ୍ଦ ତାହାର । ଏଭଳି ଜଣେ ଚାଷୀ ଯିଏ କି ନିଜ ଉଦ୍ୟମରେ ଛେଳି ବିକ୍ରି କରି ନିଜ ଜମିରେ ପୋଖରୀ ଖୋଳି ମାଛ ଚାଷ ଆରମ୍ଭ କରିଥିଲେ ଆଉ ଲାଭବାନ ମଧ୍ୟ ହଇଛିନ୍ତି । ପରେ ସରକାରୀ ସହାୟତା ପାଇ ବର୍ତ୍ତମାନ ଦେଢ ଏକର ପୋଖରୀରେ ମାଛ ଚାଷ କରି ଦୁଇ ଲକ୍ଷ ଟଙ୍କା
Read More...

ରାମକୃଷ୍ଣ ନଗରରୁ ଗେଟଭାଙ୍ଗି ବୁଲେଟ ଚୋରି ଅଭିଯୋଗ

ସୁବର୍ଣ୍ଣପୁର : ସୋନପୁର ସହରରେ କ୍ରମାଗତ ଭାବରେ ଚୋରି ବୃଦ୍ଧି ପାଉଛି । ସେହିକ୍ରମରେ ଗତରାତି ସହରର ୱାର୍ଡ଼ ନଂ ୧ ସ୍ଥିତ ରାମକୃଷ୍ଣ ନଗରରୁ ଘରର ମୁଖ୍ୟ ଗେଟଭାଙ୍ଗି ଏକ ରୟାଲ ଏନଫିଲ୍ଡ କ୍ଲାସିକ୍‌ ୩୫୦ ମଡେଲର ଏକ ବୁଲେଟ ମଟର ସାଇକେଲ୍‌ ଚୋରି ହୋଇଥିବାର ସୋନପୁର ଥାନାରେ ଏକ ଲିଖିତ ଅଭିଯୋଗ
Read More...

ପଲ୍ଲୀ କବି ନନ୍ଦ କିଶୋର ବଳ ସମ୍ମାନରେ ସମ୍ମାନିତ ହେଲେ ଡ଼ଃ ନୃସିଂହାନନ୍ଦ ମହାପାତ୍ର

ଫୁଲବାଣୀ : ଜିଲ୍ଲା ପାରମ୍ପରିକ ଲୋକ କଳାକାର ସଙ୍ଘ, କନ୍ଧମାଳ ତରଫରୁ ତାର ପାରମ୍ପରିକ ଲୋକ କଳାକାର ସମାବେଶ -୨୦୨୩ ଅବସରରେ କନ୍ଧମାଳର ପ୍ରସିଦ୍ଧ କବି ଓ ଲେଖକ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ମର୍ଯ୍ୟାଦାଜନକ ପଲ୍ଲୀକବି ନନ୍ଦ କିଶୋର ବଳ ସମ୍ମାନରେ ଭୂଷିତ କରାଯାଇଛି । ଫୁଲବାଣୀର ବିଧାୟକ
Read More...

୨୬ ଲକ୍ଷ ଟଙ୍କା ମୂଲ୍ୟର ଡିଜେଲ ଚୋରିର ପର୍ଦ୍ଦାଫାଶ, କାର ଓ ଟ୍ୟାଙ୍କର ସହ ୭ ଜଣ ଗିରଫ

ସମ୍ବଲପୁର: ଜଟଣୀରୁ ସମ୍ବଲପୁର ଭୂମିଗତ ପାଇପ ଲାଇନରେ ଡିଜେଲ ଓ ପେଟ୍ରୋଲ ଅଣାଯାଇଥିବା ବ୍ୟବସ୍ଥାରେ ସିନ୍ଧି ମାରି ୨୬ ଲକ୍ଷ ଟଙ୍କାର ୮,୫୦୦ ଲିଟର ଡିଜେଲ ଚୋରି ମାମଲାର ପର୍ଦ୍ଦାଫାଶ କରିବାରେ ସମ୍ବଲପୁର ପୁଲିସ ସଫଳ ହୋଇଛି । ଏ ବିଷୟରେ ଜିଲ୍ଲା ପୁଲିସ ମୁଖ୍ୟାଳୟ ସୂତ୍ରରୁ ଆଜି ମିଳିଥିବା ଏକ
Read More...

୨୮ରୁ ସାରା ରାଜ୍ୟରେ ବଢ଼ିବ ତାତି

ଭୁବନେଶ୍ୱର  : ମାର୍ଚ୍ଚରୁ ଅସମ୍ଭାଳ ହେବ ତାତି। ଆସନ୍ତା ୨୮ ତାରିଖରୁ ସାରା ରାଜ୍ୟରେ ବଢ଼ିବ ତାତି। ମାର୍ଚ୍ଚ ୨ ଓ ୩ ତାରିଖ ସୁଦ୍ଧା ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରା ୪୦ଡିଗ୍ରୀ ପାର କରିବ। ୩ ତାରିଖରେ ରାଜଧାନୀ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ। ଆଗକୁ ପ୍ରଚଣ୍ଡ ତାତି ଆଶଙ୍କାକୁ ନେଇ
Read More...

ଜିଲ୍ଲା ପାଇଁ ଗୌରବ ଆଣିଲେ ଧନଲକ୍ଷ୍ମୀ, ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

ପୁରୀ : ପୁରୀ ପାଇଁ ଗୌରବ ଆଣିଲେ ଜିଲ୍ଲା ସ୍କୁଲର ଛାତ୍ରୀ ଧନଲକ୍ଷ୍ମୀ ରାଓ । ଗତ ୧୬ ରୁ ୧୯ ତାରିଖ ପର୍ଯ୍ୟନ୍ତ କୋଲକତା ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ସବ୍‌ ଜୁନିୟର ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍‌ ଚାମ୍ପିୟାନସିପରେ ପୁରୀ ଜିଲ୍ଲା ସ୍କୁଲର ଛାତ୍ରୀ ଧନଲକ୍ଷ୍ମୀ ଏଥିରେ ଭାଗ ନେଇ ବ୍ରୋଞ୍ଜ
Read More...

ବଜେଟରୁ ନିରାଶ, ଦିବାରାତ୍ରୀ ଆନ୍ଦୋଳନ କରିବେ ଅଙ୍ଗନବାଡ଼ି, ଆଶାକର୍ମୀ ଓ ଶ୍ରମଜୀବୀ

ସମ୍ବଲପୁର: ଚଳିତ ବଜେଟରୁ ନିରାଶ ହୋଇଥିବା ଅଙ୍ଗନବାଡ଼ି, ଆଶାକର୍ମୀ ଓ ଶ୍ରମଜୀବୀ ଆଗାମୀ ମାର୍ଚ୍ଚ ୧୩ ତାରିଖରୁ ଦିବାରାତ୍ରି ଧାରଣା ଆନ୍ଦୋଳନ ସକାଶେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ବଜେଟରେ ଅଙ୍ଗନବାଡି କର୍ମୀ, ଅଶା କର୍ମୀ ତଥା ସାଧାରଣ ଶ୍ରମିକଙ୍କ ଭତ୍ତାବୃଦ୍ଧି, ସାମାଜିକ
Read More...

ବାଇକକୁ ପିଟିଲା ବସ୍‌, ଜଣେ ମୃତ

ପୁରୀ: ବ୍ରହ୍ମଗିରିରେ ମର୍ମନ୍ତୁତ ସଡକ ଦୁର୍ଘଟଣା । ବାଇକ୍‌କୁ ପିଟିଲା ବସ୍‌ । ଚାଲିଗଲା ଜଣଙ୍କ ଜୀବନ । ବ୍ରହ୍ମଗିରି-ଡେଲାଙ୍ଗ ରାସ୍ତାର ମଣପଡାଠାରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ପଡି ରହିଛି ଅପିଠି ଗ୍ରାମର କମଳ ସାମନ୍ତରାୟଙ୍କ ମୃତଶରୀର । କମଳ
Read More...

ଗାନ୍ଧୀ ମଇଦାନରେ କ୍ଷୁଦ୍ର ଚଳଚ୍ଚିତ୍ରର ଦ୍ୱିତୀୟ ସଂଧ୍ୟା

ଦଶପଲ୍ଲା : - ଦଶପଲ୍ଲା ଚଳଚ୍ଚିତ୍ର ମହୋତ୍ସବ କମିଟି ( ଚମକ) ଏବଂ ଫେସବୁକ ପେଜ୍‌ " ଆମ ନୟାଗଡ଼ "ର ମିଳିତ ସହଯୋଗରେ ଶୁକ୍ରବାର ଠାରୁ ଲୋକକଳା ଗ୍ରାମ, କୁଞ୍ଜବନଗଡ, ମହାବୀର କ୍ଷେତ୍ର, ଦଶପଲ୍ଲାଠାରେ ପ୍ରଥମ ରାଜ୍ୟ ସ୍ତରୀୟ ସଚେତନତା ମୂଳକ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ-୨୦୨୩ ଦ୍ୱିତୀୟ
Read More...

ମା ମୋଟ୍ରାଣୀ ନକ୍‌ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, କ୍ୱାଟରରେ ମହିଚଲା

କୋକସରା,୨୫/୨: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ମଣ୍ଡି ପଡିଆ ଠାରେ ମା ମୋଟ୍ରାଣୀ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଶନିବାର ମା ମୋଟ୍ରାଣୀ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଶିକ୍ଷକ ରାମନାରାୟଣ ପୁଝାରୀ ଯୋଗଦେଇ
Read More...