Monthly Archives

March 2023

ଆର୍‌ଏ୍‌ସଏସ ପକ୍ଷରୁ ପଥ ସଞ୍ଚଳନ ଓ ଶାରୀରିକ ପ୍ରଧାନ କାର୍ଯ୍ୟକ୍ରମ

ବୌଦ୍ଧ: ରାଷ୍ଟ୍ରୀୟ ନବ ବର୍ଷ ଉପଲକ୍ଷେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବୌଦ୍ଧ ଜିଲ୍ଲା ପକ୍ଷରୁ ସ୍ଥାନୀୟ କଚେରୀ ପଡିଆଠାରେ ଶାରୀରିକ ପ୍ରଧାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନିକଟସ୍ଥ ପଡ଼ିଆରେ ଜିଲ୍ଲାର
Read More...

ଜଗା ଦର୍ଶନ ସହ ବଙ୍ଗାଳି ଅତିଥି ଭବନ ପାଇଁ ଚିହ୍ନଟ ଜମି ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ପୁରୀ : ଓଡିଶା ଗସ୍ତର ଦ୍ୱିତୀୟ ଦିନରେ ପୁରୀରେ ହେବାକୁ ଥିବା ବଙ୍ଗାଳି ଅତିଥି ଭବନ ପାଇଁ ଚିହ୍ନଟ ଜମି ପରିଦର୍ଶନ କରିବା ସହ ଜଗା ଦର୍ଶନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।ବଙ୍ଗାଳି ଅତିଥି ଭବନ ପାଇଁ ଚିହ୍ନଟ ଜମିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଖୁସିବ୍ୟକ୍ତ
Read More...

ସୋନପୁର ଦୁର୍ଘଟଣାରେ ୩ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ଘୋଷଣା କଲେ ସହାୟତା

ଭୁବନେଶ୍ୱର :ସୋନପୁରର ସଦର ବ୍ଲକ୍‌ର ଶରଧାବାଲି ସ୍କୁଲଠାରେ କାର୍‌ ଦୁର୍ଘଟଣାରେ ୩ ଜଣ ଛାତ୍ର ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ଛାତ୍ରମାନଙ୍କ ନିକଟତମ ଆତ୍ମୀୟଙ୍କ
Read More...

ସ୍କୁଲ ଛାତ୍ରଙ୍କ ଉପରେ ମାଡିଗଲା ଗାଡି : ୩ ମୃତ, ଜଣେ ଆହତ

ସୁବର୍ଣ୍ଣପୁର: ସ୍କୁଲ ଛାତ୍ରଙ୍କ ଉପରେ ଗାଡି ମାଡି ଯିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଛାତ୍ର ଆହତ ହୋଇଛି । ଆଜି ଦିନ ୧୧ ଟା ସମୟରେ ସୋନପୁର-ବିନିକା ରାସ୍ତାର ଶରଧାପାଲି ଛକରେ ଘଟିଥିଲା ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ସରଧାପାଲି ସରକାରୀ ପ୍ରାଥମିକ ଉଚ୍ଚ
Read More...

ଦୁଇ ଦିନିଆ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା; ଅନୁଗୋଳ ଚାମ୍ପିଅନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ୟାଡମିଣ୍ଟନ ଆସୋସିଏସନ୍‌ ଓ ଫୁଲବାଣୀ ସଟଲର୍ସ ପକ୍ଷରୁ ଦୁଇ ଦିନିଆ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଇନ୍ଦୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ସହକାରୀ ଜିଲ୍ଲାପାଳ ବୁନା ପ୍ରଧାନ, ଜିଲ୍ଲା
Read More...

ଖପ୍ରାଖୋଲରେ ବନ ବିଭାଗ ତରଫରୁ ବିଶ୍ୱ ବନ୍ୟ ଦିବସ ପାଳିତ

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଞ୍ଜ ତରଫରୁ ଖପ୍ରାଖୋଲ ବନ ବିଭାଗ କାର୍ଯ୍ୟାଳୟ ଠାରେ ବିଶ୍ୱ ବନ୍ୟ ଦିବସ ପାଳିତ ହୋଇଯାଇଛି । ଆମ ଜଙ୍ଗଲ ଯୋଜନା ଜିଓ ତହସିଲ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ହରିଶଙ୍କର ରେଞ୍ଜ ଅଧିକାରୀ
Read More...

ଭୁବନେଶ୍ୱରରେ ନିର୍ମାଣ ହେବ ଗଙ୍ଗାଧର ମେହେର ଭବନ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

ସମ୍ବଲପୁର: ନିଖିଳ ଓଡ଼ିଶା ମେହେର ସମାଜର ଅନୁରୋଧ କ୍ରମେ ରାଜ୍ୟର ରାଜଧାନୀ ଭୁବନେଶ୍ୱର ସ୍ଥିତ ଶ୍ରୀବିହାର ଠାରେ ଗଙ୍ଗାଧର ମେହେର ଭବନ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ଡେସିମିଲ ଭୂମି ପ୍ରଦାନ କରାଯାଇଛି । ଏଥିପାଇଁ ଭୂମି ଗ୍ରହଣ କରିବାକୁ ସମାଜ ସଭାପତି ବୈଶମ୍ପାୟନ ମେହେରଙ୍କ
Read More...

ତାଣ୍ଡବ ରଚିଲା କାଳବୈଶାଖୀ : ବର୍ଷିଲା କୁଆପଥର, ଉପୁଡ଼ିଲା ଗଛ

ଦଶପଲ୍ଲା: ଦୀର୍ଘ ଚାରିଦିନ ଧରି ଦଶପଲ୍ଲାରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ ସହ ବିଦ୍ୟୁତ ସେବା ବନ୍ଦ ରହିଛି । ଏହା ସହ ମୋବାଇଲ୍‌ ସେବା ବନ୍ଦ ରହିଛି । ମଙ୍ଗଳବାର ମଧ୍ୟାହ୍ନରେ ବର୍ଷା ସହ କୁଆପଥର ବୃଷ୍ଟି ଜନ ଜୀବନକୁ
Read More...

ବିଶ୍ୱ ଜଳ ଦିବସ ପାଳିତ

ପାରଳାଖେମୁଣ୍ଡି : ରାୟଗଡ ବ୍ଳକର କଇଁପୁରଠାରେ ଅବସ୍ଥିତ ମହେନ୍ଦ୍ର ତନୟା ଆଶ୍ରମ ଉଚ୍ଚ ବିଦ୍ୟାଳୟଠାରେ ଗ୍ରାମ ବିକାଶ ଆନୁକୂଲ୍ୟରେ ବିଶ୍ୱ ଜଳ ଦିବସ ପାଳନ କରିବା ସହ ଜଳର ଆବଶ୍ୟକତା, ସଚେତନତା ରଥକୁ ରାୟଗଡ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣ୍ଣବାସୀ ନାୟକ ଉଦଘାଟନ କରିଥିଲେ । ଏହି
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ଜିଲ୍ଲାପାଳ ଅଫିସ ଘେରାଉ

ନୂଆପଡ଼ା : ନୂଆପଡା ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଦ୍ୱାରା ନୂଆପଡା ଜିଲ୍ଲାପାଳ ଅଫିସ ଘେରାଉ ସହିତ ବିକ୍ଷୋଭ ପ୍ରଦର୍ଶନ ଓ଼ ଧାରଣା ଦିଆଯାଇଛି । ଆଜି ପୋଲିସ ପଡିଆ ଠାରେ ସମସ୍ତେ ଏକତ୍ରିତ ହୋଇ ପ୍ରଥମେ ଏକତା ଛକଠାରେ ପୂର୍ବତନ ମନ୍ତ୍ରୀ ଘାଶିରାମ ମାଝୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ
Read More...