Monthly Archives

May 2023

ବିକ୍ରମ,ସୁଦାମ ଓ ସାରଦା ହେବେ ମନ୍ତ୍ରୀ

ଭୁବନେଶ୍ୱର: ସସ୍‌ପେନ୍ସ ଉପରୁ ହଟିଲା ପରଦା । ଶେଷରେ ଘୋଷଣା ହୋଇଛି ତିନି ମନ୍ତ୍ରୀଙ୍କ ନାଁ । ବିକ୍ରମ କେଶରୀ ଆରୁଖ,ସୁଦାମ ମାର୍ଣ୍ଡି ଓ ସାରଦା ନାୟକ ହେବେ ମନ୍ତ୍ରୀ । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି ଲୋକସେବା ଭବନରେ ୩ ମନ୍ତ୍ରୀଙ୍କୁ
Read More...

ପୋଲିସ୍‌ ହାତରେ ଧରା ପଡିଲେ ଟ୍ରକ ଚୋରି ଗ୍ୟାଙ୍ଗ

ଚମ୍ପୁଆ:ଚୋର ଘର ସବୁଦିନ ଅନ୍ଧାର ନଥାଏ, ଦିନେ ଆଲୁଅ ହୁଏ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଚମ୍ପୁଆ ପୋଲିସ୍‌ । ଓଡିଶାରେ ଚୋରି ହୋଇଥିବା ଟ୍ରକକୁ ଶେଷରେ ଝାଡଖଣ୍ଡ ରାଜ୍ୟରେ ଉଦ୍ଧାର କରିବା ସହିତ ଚୋରିରେ ବ୍ୟବହୃତ ଧଳା ସ୍କ୍ରପିଓ ଗାଡିକୁ ଜବତ କରି ୫ଜଣ ଚୋରଙ୍କୁ ଧରିବାରେ ସଫଳ ହୋଇଛନ୍ତି ।
Read More...

ଘର ଭାଙ୍ଗି ବୃଦ୍ଧଙ୍କ ସମେତ ମା ଓ ଝିଅ ଆହତ

ନନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରୁଗୁଡା ଗ୍ରାମର ସାଇବାଣୀ ମାଳୀ ବୟସ ପ୍ରାୟ ୩୦ବର୍ଷ । ପିଲା ଛୁଆ ୩ ସାଙ୍ଗରେ ୬୦ ବର୍ଷ ବୟସର ଶ୍ୱଶୁର । ବୟସର ପ୍ରାରମ୍ଭରେ ଦଇବର ଦାଉ ଯୋଗୁଁ ଗତ ଜାନୁଆରୀ ମାସରେ ସ୍ୱାମୀ ହଠାତ୍‌ ଉଚ୍ଚ
Read More...

ହୃଦଘାତରେ ଯୁବକଙ୍କ ମୃତ୍ୟୁ, ୩୦ରେ ଥିଲା ବାହାଘର

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ମହଦା ପଞ୍ଚାୟତ ଅନ୍ତର୍ଗତ କୁମାରକେଲି ଗାଁର ଜଣେ ଯୁବକ ଅଚାନକ ହୃଦଘାତରେ ଶିକର ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ରାମ ପଧାନଙ୍କ ପୁତ୍ର ପିଣ୍ଟୁ ପଧାନ (୨୫) ବୋଲି ଜଣାଯାଇଛି । ତାଙ୍କୁ ବୀରମହାରାଜପୁର ଉପଖଣ୍ଡ
Read More...

ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦ ବୌଦ୍ଧ ଶାଖା ତରଫରୁ ସମ୍ବର୍ଦ୍ଧନା ସଭା

ହରଭଙ୍ଗା : ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦ(ଆରଏସ୍‌ଏପି) ବୌଦ୍ଧ ଓଡିଶା ଆନୁକୂଲ୍ୟରେ ହାଭେଷ୍ଟ ବ୍ଲେସିଙ୍ଗ ହୋମ ହରଭଙ୍ଗା ବ୍ଲକ ସାନବାଗବର ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ
Read More...

ପଶ୍ଚିମ ଓଡ଼ିଶା କୈବର୍ତ୍ତ ସମାଜର ମହାମିଳନ ଉତ୍ସବ ପାଇଁ ଶୁଭ ଖମ୍ବ ସ୍ଥାପନ

ଜହ୍ନାପଙ୍କ: ବୌଦ୍ଧ ବ୍ଲକ୍‌ ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଜଗତି ନିକଟସ୍ଥ ହନୁମାନ ମନ୍ଦିର ପରିସରରେ ଥିବା ମା' ବାସେଳି ଦେବୀ ନିକଟରେ ଆସନ୍ତା ଜୁନ ୧୧ ଓ ୧୨ ତାରିଖରେ ବୌଦ୍ଧ ଜିଲ୍ଲା ୨୦ ଘର କୈବର୍ତ୍ତ (କେଉଟ)ସମାଜ ଆନୁକୁଲ୍ୟରେ ହେବାକୁ ଥିବା ପଶ୍ଚିମଓଡ଼ିଶା କୈବର୍ତ୍ତ ସମାଜର
Read More...

ଭତ୍ତା ପାଇଁ ବ୍ୟାଙ୍କ ଆସି ବେହୋସ ହେଲେ ୮୦ବର୍ଷୀୟ ବୃଦ୍ଧ

ପାଟଣାଗଡ଼ : ବଲାଙ୍ଗିର ଜିଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ କୁଦେଭଟର ଗାଁର ବୃଦ୍ଧ ବୟସ ୮୦ ପାର । ଜରାଜୀର୍ଣ୍ଣ ଶରୀର । ହାଡ ଉପରେ କେବଳ ଚର୍ମର ଆସ୍ତରଣ । ଉଦୁଉଦିଆ ଦ୍ୱିପହରରେ ବେହୋସ୍‌ ହୋଇ ତଳେ ପଡିଛନ୍ତି ଏଇ ବୃଦ୍ଧ ଜଣଙ୍କ । ପାଖରେ ବୃଦ୍ଧା ପତ୍ନୀ ତାଙ୍କୁ ସାଷ୍ଟାଙ୍ଗ କରିବା ପାଇଁ
Read More...

ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଗସ୍ତରେ ପହଞ୍ଚିଛନ୍ତି ୫- ଟି ସଚିବ ଭିକେ ପାଣ୍ଡିଆନ୍‌ । ସକାଳୁ ପ୍ରଥମେ ସିନାପାଲି ବ୍ଲକ ନିଲଜି ଗଡ଼ରାମାଲ ଗାଁରେ ପହଞ୍ଚିଛନ୍ତି । ସେଠି ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ପରେ ସ୍ଥାନୀୟ ଜନସାଧାରଣଙ୍କୁ ସାକ୍ଷାତ କରି ବିଭିନ୍ନ
Read More...

ବୁଢିମା’ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା

ସୁବର୍ଣ୍ଣପୁର: ସହରର ଢେରାପଡା ଠାରେ ସଂପୂର୍ଣ୍ଣ ଦକ୍ଷିଣଭାରତୀୟ ଢାଞ୍ଚାରେ ନୂତନ ଭାବେ ନିର୍ମିତ ମାଁ ବୁଢିମାଙ୍କର ମନ୍ଦିର ପ୍ରତିଷ୍ଠା ଉତ୍ସବର ଆଦ୍ୟପର୍ବ ଭାବରେ ଆଜି ସକାଳେ ସହରର ଶତାଧିକ ମହିଳାଙ୍କ ଦ୍ୱାରା ଚିତ୍ରୋତ୍ପଳା ମହାନଦୀର ପବିତ୍ର ଜଳ ସ୍ଥାନୀୟ ରାଜାଘାଟରେ ପୂଜାର୍ଚ୍ଚନା କରି
Read More...

ମାଟ୍ରିକ ପରୀକ୍ଷାରେ ବାଲିଗୁଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଫଳତା, ତାରା ପ୍ରସାଦ ସୁଆର ବାଲିଗୁଡ଼ା ଟପ୍ପର

ବାଲିଗୁଡ଼ା: ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଖୁସିର ଲହରୀ ଖେଳିଯାଇଛି । ବିଦ୍ୟାମନ୍ଦିରର ଛାତ୍ର ତାରା ପ୍ରସାଦ ସୁଆର ଦଶମ ଶ୍ରେଣୀ ପରୀକ୍ଷାରେ ଶତକଡ଼ା ୯୩.୬ ପ୍ରତିଶତ ମାର୍କ ରଖି ସଫଳତା ହାସଲ କରିବା ସହ ବାଲିଗୁଡା
Read More...