Monthly Archives

May 2023

ବନ ବିଭାଗ ପକ୍ଷରୁ ଉଲୁକ ଉଦ୍ଧାର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବନ ବିଭାଗ ପକ୍ଷରୁ ଫୁଲବାଣୀ ସାହି ଅଂଚଳରୁ ଏକ ଉଲୁକ ଉଦ୍ଧାର କରାଯାଇଛି । ସୂଚନା ଯୋଗ୍ୟଯେ, ଫୁଲବାଣୀ ସାହି ଅଂଚଳର ପ୍ରକାଶ ସାହୁ ଓ ସୁରୁ ସାହୁ ନାମକ ଦୁଇ ଜଣ ଯୁବକ ଏକ ଛୁଆ ଉଲୁକକୁ ରାସ୍ତାରେ କୁକୁର ଗୋଡାଉ ଥିବା ଦେଖି ଉଦ୍ଧାର କରି ତାକୁ ଘରେ
Read More...

ପୁରୁଣା ଢାଞ୍ଚାକୁ ଫେରିବ ଦଶମ ଶ୍ରେଣୀ ପରୀକ୍ଷା

କଟକ: କୋଭିଡ୍‌ ମହାମାରୀ ସମୟରେ ପୂର୍ବପ୍ରଚଳିତ ମାଟ୍ରିକ୍‌ ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଥିଲା । ଯାହାଫଳରେ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ବର୍ଷକରେ ଦୁଇ ଥର ବୋର୍ଡ ପରୀକ୍ଷା ଦେବାକୁ ପଡିଲା । ଗତ ଦୁଇ ବର୍ଷ ହେଲା ଏହା ଚାଲିଛି । ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ
Read More...

ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

କଟକ : ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାନୁ ବାଗଙ୍କୁ ଗତକାଲି କଟକରୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମଙ୍ଗଳବାର ବାଣ ବିସ୍ଫୋରଣ ବେଳେ ସେ ବି ଘଟଣାସ୍ଥଳରେ
Read More...

ସମ୍ବଲପୁରର ନୂଆ ଏସପି ଭାବେ ମୁକେଶ ଭାମୁଙ୍କ ନିଯୁକ୍ତି

ସମ୍ବଲପୁର: ସମଗ୍ର ରାଜ୍ୟରେ ଉଚ୍ଚ ପୁଲିସ ଅଧିକାରୀ (ଆଇପିଏସ) ସ୍ତରରେ କିଛି ଅଦଳ ବଦଳ କରାଯାଇଛି । ଏହି କ୍ରମରେ ସମ୍ବଲପୁର ଏସପି ବାଟୁଲା ଗଙ୍ଗାଧରଙ୍କ ବଦଳି ମୟୁରଭଞ୍ଜ ଜିଲ୍ଲାରେ ଏସପି ରୂପେ କରାଯାଇଛି ଓ ତାଙ୍କ ସ୍ଥାନରେ ରାଉରକେଲାରେ ଏସପି ପଦସ୍ଥ ଥିବା ୨୦୧୩ ର‍୍ୟାଙ୍କର ଆଇପିଏସ
Read More...

ନୂଆଗାଁ ବ୍ଲକ ମାଟ୍ରିକ ପରୀକ୍ଷା ଫଳାଫଳ, ଏ-୧ରେ ୫ ଜଣ କୃତକାର୍ଯ୍ୟ

ନୂଆଗାଁ : ଗତକାଲି ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏହି ନୂଆଗାଁ ବ୍ଲକ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ବାଳକ ତୁଳନାରେ ଏ ବର୍ଷ ବାଳିକା ମାନେ ବାଜିମାତ କରିଛନ୍ତି । ମିଳିଥିବା ସୂଚନା ମୁତବକ ନୂଆଗାଁ ବ୍ଲକରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ୧ ର
Read More...

ପୁରୀରେ ପହଞ୍ଚିଲା ସପ୍ତମ ପର୍ଯ୍ୟାୟ ରଥକାଠ

ପୁରୀ: ଗୁରୁବାର ସଂଧ୍ୟାରେ ରଥ ଖଳାରେ ପହଞ୍ଚିଛି ସପ୍ତମ ପର୍ଯ୍ୟାୟ ରଥ କାଠ । ସମୁଦାୟ ୬ଟି ୨୦ଫୁଟିଆ ଧଉରା ଓ ଗୋଟିଏ ୨୦ଫୁଟିଆ ସିମିଳି କାଠ ଗଣ୍ଡି ଟ୍ରକ ଯୋଗେ ପୁରୀରେ ପହଞ୍ଚିଛି । ଗଞ୍ଜାମର ତାର୍ଶିଂ ବନଖଣ୍ଡ ରୁ ୫ତି ଧଉରା, ବୌଦ୍ଧର ମାନମୁଣ୍ଡାରୁ ଗୋଟିଏ ଧଉରା ଏବଂ ନୟାଗଡ଼ର ଶରଣକୁଳ
Read More...

ମ୍ୟାଟ୍ରିକ ପରୀକ୍ଷା ଫଳ: ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦମଦାର ସଫଳତା

ଫୁଲବାଣୀ:ପ୍ରକାଶ ପାଇଲା ମ୍ୟାଟ୍ରିକ ପରୀକ୍ଷା ଫଳ । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀଠାରେ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅଭିଭାବକମାନଙ୍କ ଖୁସି କହିଲେ ନ ସରେ । ସରକାରଙ୍କ ମ୍ୟାଟ୍ରିକ ଫଳାଫଳ ଘୋଷଣାନାମା ଅନୁସାରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶତ
Read More...

ଡାକ୍ତରଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ, ଅଭିଯୋଗକୁ ଖଣ୍ଡନ କଲେ ଡାକ୍ତର

ହରଭଙ୍ଗା : ବିନା ମୂଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଉଥିବା ସରକାରଙ୍କ ଯୋଜନା ଆଜି ସରକାରୀ ଡାକ୍ତରଖାନାରେ ଫେଲ ମାରିଛି! ବୌଦ୍ଧ ଜିଲ୍ଲା ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନୈକା ମହିଳାଙ୍କ ଗର୍ଭଯନ୍ତ୍ରଣାର ଚିକିତ୍ସା ପାଇଁ ଖୋଦ ଡାକ୍ତର ମେଡିକାଲ ଲେବରରୁମ କର୍ମଚାରୀଙ୍କ ଜରିଆରେ
Read More...

୨୯୯ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ୨୪ଟି ନୂତନ ମୌଳିକ ଜୀବନ ରକ୍ଷାକାରୀ(Basic Life Support) ଆମ୍ବୁଲାନ୍ସ ଏବଂ ୨୯୯ଟି ରୂପାନ୍ତରିତ ଅତ୍ୟାଧୁନିକ ଜୀବନ ରକ୍ଷାକାରୀ (ଏଏଲଏସ) ଆମ୍ବୁଲାନ୍ସ ରାଜ୍ୟବାସୀଙ୍କ ପାଇଁ ଲୋକାର୍ପିତ କରିଛନ୍ତି । ଏହା
Read More...

ଆଇପିଏସ ସ୍ତରରେ ବଡ଼ଧରଣର ଅଦଳବଦଳ,ବଦଳିଲେ ୫ ଜିଲ୍ଲାର ଏସପି

ଭୁବନେଶ୍ୱର : ରାଜ୍ୟରେ ଆଇପିଏସ ସ୍ତରରେ ଆଜି ହୋଇଛି ବଡ଼ଧରଣର ଅଦଳବଦଳ । ବଦଳିଛନ୍ତି ୫ ଜିଲ୍ଲାର ଏସପିଙ୍କ ସହ ୧୮ ଆଇପିଏସ । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଏ.ଏମ. ପ୍ରସାଦଙ୍କୁ ସରକାର ମାନବାଧିକାର ସୁରକ୍ଷା ସେଲ୍‌ର ସ୍ପେଶାଲ ଡିଜି ଭାବେ ନିଯୁକ୍ତ ଦେଇଛନ୍ତି । ସେହିପରି ରେଳବାଇ
Read More...