Monthly Archives

May 2023

ବିବାହ ବାର୍ଷିକୀରେ ରକ୍ତଦାନ କରି ରୋଟାରୀ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ

ଫୁଲବାଣୀ : ରକ୍ତଦାନ ମହାପୂଣ୍ୟ । ଏହାକୁ ସାକାର କରିବା ପାଇଁ ନିଜର ଚତୁର୍ଥ ବିବାହ ବାର୍ଷିକୀରେ ରୋଟାରି କ୍ଲବ ପକ୍ଷରୁ ନାରାୟଣୀ ମନ୍ଦିର ରୋଡରେ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିରରେ ଯୋଗଦେଇ ରକ୍ତ ଦାନ କରି ବିବାହ ବାର୍ଷିକୀକୁ ଅଧିକ ସ୍ମରଣୀୟ କରିଛନ୍ତି ଟିକାବାଲି ଅଂଚଳର ଯୁବ
Read More...

ପୋଲିସ ହାତରେ ଧରାପଡିଲେ ସିନ୍ଧି ଚୋର

ଦଶପଲ୍ଲା : ନୟାଗଡ ସଦର ଥାନା ପୋଲିସକୁ ସଫଳତା । ସିନ୍ଧି ଚୋରି ଘଟଣାରେ ଚାରି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ । ସୂଚନା ଅନୁଯାୟୀ, ନୟାଗଡ ସଦର ଥାନା ଅନ୍ତର୍ଗତ କଞ୍ଚନବିଲି ଗାଁରେ ଗୋଟିଏ ରାତିରେ ଏକାଧିକ ଘରୁ ଚୋରି ହୋଇଥିଲା । ଚୋରମାନେ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା
Read More...

ଅବଢା ପେଜରୁ ବାହାରିବ ବିଶୁଦ୍ଧ ଜଳ

ପୁରୀ:ଅବଢା ପେଜରୁ ବାହାରିବ ବିଶୁଦ୍ଧ ଜଳ । ଏହି ଜଳ ବୃକ୍ଷରୋପଣରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହୋଇପାରିବ । ଫଳରେ ପେଜ ପାଇଁ ପରିବେଶ ଉପରେ ପଡୁଥିବା କୁ-ପ୍ରଭାବର ମାତ୍ରା ହ୍ରାସ ପାଇବ । ଏଭଳି କିଛି ଲକ୍ଷ୍ୟ ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧିନରେ ଏକ ପେଜ
Read More...

ବାଲିଗୁଡ଼ାରେ ଚାଲିଛି ଅଧିଷ୍ଠାତ୍ରୀ ଦେବୀ ମା’ପାଟ୍ଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଅଧିଷ୍ଠାତ୍ରୀ ଦେବୀ ମା'ପାଟ୍ଟଖଣ୍ଡାଙ୍କ ଚାଲିଛି ଐତିହାସିକ ଠାକୁରାଣୀ ଯାତ୍ରା । ଦୁର୍ଗାପୂଜା ସମିତି ଆନୁକୁଲ୍ୟରେ ଏହି ଯାତ୍ରା ଆୟୋଜିତ ହୋଇଥିବାବେଳେ ମା'ଙ୍କ ଯାତ୍ରାକୁ ନେଇ ଅଞ୍ଚଳବାସୀ ମଧ୍ୟ ବେସ୍‌ ଉତ୍ସାହିତ । କମିଟିର ସଭାପତି ଲୋକନାଥ
Read More...

ଦ୍ୱିତୀୟ ବିବାହ କରି ନାମ ନେଲେ ସ୍ୱାମୀ

ଦଶପଲ୍ଲା : ପ୍ରାୟ ୧୦ ବର୍ଷ ତଳେ ଉଭୟ ଉଭୟଙ୍କୁ ଭଲ ପାଇ ବିବାହ କରିଥିଲେ । ଏବେ ଦ୍ୱିତୀୟ ବିବାହ କରିଛନ୍ତି ସ୍ୱାମୀ । ଦିତୀୟ ବିବାହର ପ୍ରତିବାଦ କରିବାରୁ ସ୍ୱାମୀଙ୍କ ନିର୍ଯାତନାର ଶିକାର ହୋଇଛନ୍ତି ପ୍ରଥମ ପତ୍ନୀ । ଏ ନେଇ ମହିଳା ଜଣକ ବାଣୀଗୋଛା ଥାନାର ଦ୍ୱାରସ୍ଥ ହେବା ପରେ ପୁଲିସ
Read More...

ତୃତୀୟ ପର୍ଯ୍ୟାୟରେ ବୌଦ୍ଧ ଜିଲ୍ଲାର ୨୩ଗୋଟି ରୂପାନ୍ତରିତ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ବୌଦ୍ଧ/ହରଭଙ୍ଗା,୬/୫:- ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବଡ଼ବନ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ତୃତୀୟ ପର୍ଯ୍ୟାୟରେ ଜିଲ୍ଲାର ୨୩ଗୋଟି ହାଇସ୍କୁଲକୁ ୫-ଟି ସ୍କୁଲରେ ରୂପାନ୍ତରିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ
Read More...

ଶୁଭେନ୍ଦୁ ପଟ୍ଟନାୟକ ଏଲ୍‌ଆଇସି ଫେଡେରେସନର ପୂର୍ବ-ମଧ୍ୟ କ୍ଷେତ୍ରର ସଂପାଦକ ଭାବେ ପୁନଃ ନିର୍ବାଚିତ

ବୌଦ୍ଧ : ରାଜଧାନୀ ଦିଲ୍ଲୀରେ ଜୀବନ ବୀମା ନିଗମ ଫେଡେରେସନର ସର୍ବ ଭାରତୀୟସ୍ତରୀୟ ଜେନେରାଲ ବଡି ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ମାଟିର ପୁଅ ତଥା ବୌଦ୍ଧର ଗର୍ବ ସମାଜସେବୀ ଶୁଭେନ୍ଦୁ ପଟ୍ଟନାୟକ ପୂର୍ବ-ମଧ୍ୟ କ୍ଷେତ୍ର (ଓଡିଶା, ବିହାର, ଝାରଖଣ୍ଡ )ର ଦ୍ୱିତୀୟ ଥର ପାଇଁ ସମ୍ପାଦକ ରୂପେ
Read More...

ବୁଦ୍ଧ ପୂର୍ଣ୍ଣିମା ଅବସରରେ ବୁଦ୍ଧ ପ୍ରତିମା ଉନ୍ମୋଚିତ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଧଳପୁର ପଞ୍ଚାୟତ ଅନ୍ତର୍ଗତ ଧଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ ଏକ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଉନ୍ମଚନ ହୋଇଯାଇଛି । ଶୁକ୍ରବାର ଦିନ ସ୍କୁଲ ପ୍ରାଙ୍ଗଣରେ ମହା ଆଡମ୍ବରରେ ବୁଦ୍ଧଙ୍କ
Read More...

ଆଦିବାସୀ ମହାବିଦ୍ୟାଳୟ ପରିଚାଳନା ସମିତିର ନବ ନିଯୁକ୍ତ ସଭାପତିଙ୍କୁ ସ୍ୱାଗତ ସମାରୋହ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀଙ୍କ ପକ୍ଷରୁ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସିଙ୍କ ସଭାପତିତ୍ୱରେ ଏକ ଭବ୍ୟ ସ୍ୱାଗତ ସମାରୋହ ଆୟୋଜିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପତ୍ର କ୍ରମରେ ଅବସରପ୍ରାପ୍ତ ଇତିହାସ
Read More...

ବୁଦ୍ଧ ଜୟନ୍ତୀ ଅବସରରେ ଜିଲ୍ଲାପାଳଙ୍କ ବିଭିନ୍ନ ବୌଦ୍ଧ ପୀଠକୁ ଗସ୍ତ

ହରଭଙ୍ଗା,୫/୫:-.ବୌଦ୍ଧଧର୍ମକୁ ନେଇ ବୌଦ୍ଧ ଜିଲ୍ଲା ପରିକଳ୍ପନା କରାଯାଇଛି । ଆମ ରାଜ୍ୟର ୩୦ଗୋଟି ଜିଲ୍ଲା ମଧ୍ୟରୁ ବୌଦ୍ଧ ଜିଲ୍ଲା ବ୍ୟତୀତ କୌଣସି ଜିଲ୍ଲା କୌଣସି ଧର୍ମନାମରେ ଜିଲ୍ଲା କଳ୍ପନା କରାଯାଇନାହିଁ । ଭଗବାନ ବୁଦ୍ଧ ଅଥବା ବୌଦ୍ଧ ଧର୍ମର ପ୍ରଚାରକ ଗୌତମ ବୁଦ୍ଧଙ୍କ ଅନେକ
Read More...