Monthly Archives

August 2023

ମଧ୍ୟାହ୍ନ ଭୋଜନରେ ବିସ୍କୁଟ ଖାଇଲେ ଛାତ୍ରଛାତ୍ରୀ

ଚମ୍ପୁଆ: ଚମ୍ପୁଆ ସଦର ମହକୁମାରେ ଥିବା ମହତାବ ଉଚ୍ଚ ବିଦ୍ୟାଳୟରେ ଆଜି ଦେଖିବାକୁ ମିଳିଛି ଏକ ଅଭାବନିୟ ଘଟଣା । ବିନା ସୂଚନାରେ ପାଚିକା ସହାୟିକା ଷ୍ଟ୍ରାଇକରେ ଥିବା ଯୋଗୁଁ ହୋଇପାରିଲାନି ମଧ୍ୟାହ୍ନ ଭୋଜନ ରୋଷେଇ । ବିଦ୍ୟାଳୟ କର୍ତ୍ତୃପକ୍ଷ ରୋଷେଇ ହୋଇନଥିବା ଜାଣିବା ପରେ ସ୍ୱୟଂସହାୟକ
Read More...

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି,5T ଉପକ୍ରମରେ ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ପିଲାମାନଙ୍କୁ…

ଭୁବନେଶ୍ୱର:ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପରି ମାଗଣା ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । 5T ଉପକ୍ରମରେ ଏହି ଯୋଜନା ହାତକୁ
Read More...

ସ୍ବାଧୀନତା ଦିବସ: ଭୁବନେଶ୍ବରରେ ଜାତୀୟ ପତାକା ଉଡ଼ାଇବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଉ ୪ ଦିନ ପରେ ସମଗ୍ର ଦେଶ ସମେତ ଓଡ଼ିଶାର ଗାଁରୁ ସହର ଯାଏଁ ୭୭ତମ ସ୍ୱାଧୀନତା ଦିବସ ପାଳନ କରାଯିବ। ଏହି ଜାତୀୟ ଉତ୍ସବ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ପ୍ରସ୍ତୁତି ଜାରି ରହିଛି। ରାଜ୍ୟସ୍ତରୀୟ ଓ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ
Read More...

ଆରଟିଓଙ୍କ ଦ୍ୱାରା ୧୧,୫୯,୪୮୦ ଟଙ୍କା ଫାଇନ ଆଦାୟ

ପୁରୀ :ପୁରୀ ଆରଟିଓ ରବିନ ପଟ୍ଟନାୟକ ଓ ଅନ୍ୟ କର୍ମଚାରୀ ମାନେ ଅଚାନକ ଧରପଗଡ କରିବା ସମୟରେ ଆଇନ ଉଲ୍ଲଙ୍ଘନ କରୁଥିବା ଗାଡି ଗୁଡିକୁ ଫାଇନ କରିଛନ୍ତି ।ଏଥିରେ ମାଦକ ଦ୍ରବ୍ୟ ସେବନ କରି ଗାଡି ଚାଳନା କ୍ଷେତ୍ରରେ ୯ ଜଣଙ୍କୁ ଗାଡି ଚାଳନା ବେଳେ ମୋବାଇଲ ବ୍ୟବହାର କ୍ଷେତ୍ରରେ ୧୨ ଜଣଙ୍କୁ ଦ୍ରୁତ
Read More...

ରାସନ ଚାଉଳ ନ ପାଇବାରୁ ହିତାଧିକାରୀଙ୍କ ରାସ୍ତାରୋକ, ବିଡିଓଙ୍କ ପ୍ରତିଶୃତି ପରେ ହଟିଲା

ହରଭଙ୍ଗା ,୧୦/୮:- ତିନି ମାସର ରାସନ ଚାଉଳ ନ ପାଇବାରୁ ରାଜରାସ୍ତା ରୋକ କରିଥିଲେ ଦୁଇଟି ଗ୍ରାମର ଗ୍ରାମବାସୀ । ପରେ ହରଭଙ୍ଗା ବିଡିଓଙ୍କ ପ୍ରତିଶୃତି ପରେ ରାଜରାସ୍ତା ସ୍ୱାଭାବିକ ହୋଇଥିବା ଜଣାପଡିଛି । ସୂଚନା ମତେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୁର ପଞ୍ଚାୟତର ନୂଆପଡା ଓ
Read More...

ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ବିଶ୍ଵ ଦେଶଜ ଅଧିବାସୀ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କରିଛନ୍ତି । ସମସ୍ତଙ୍କ ସହଯୋଗରେ ଜନଜାତି ମାନଙ୍କ ବିକାଶ କ୍ଷେତ୍ରରେ ଏହି ଯୋଜନା ଦ୍ବାରା ଏକ ମାଇଲଷ୍ଟୋନ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ
Read More...

ସୁବର୍ଣ୍ଣପୁରଠାରେ ବିଶାଳ ରକ୍ତଦାନ ଶିବିର, ରେକର୍ଡ ସଂଖ୍ୟକ ୬୦୧ ୟୁନିଟ ରକ୍ତ ସଂଗ୍ରହ

ସୁବର୍ଣ୍ଣପୁର - ଆଜି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପକ୍ଷରୁ ସ୍ଥାନୀୟ ସୋନପୁର କଲେଜ ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ବିମଳେନ୍ଦୁ ରାୟ ଏହି ଶିବିରକୁ ଉଦଘାଟନ କରିଥିଲେ । ଜିଲ୍ଲାପାଳ ଶ୍ରୀ ରାୟ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ନିଜେ ମଧ୍ୟ ଏ ଅବସରରେ
Read More...

ଆଦିବାସୀ ବିରୋଧୀ ଜଙ୍ଗଲ ସଂରକ୍ଷଣ ସଂଶୋଧନ ବିଲ ପ୍ରତ୍ୟାହାର ଦାବି

ଗଣିଆ : ଆଦିବାସୀ ଓ ପାରମ୍ପରିକ ବନବାସୀ ତଥା ପରିବେଶ ବିରୋଧୀ ଜଙ୍ଗଲ ସଂରକ୍ଷଣ ସଂଶୋଧନ ବିଲ ୨୦୨୩କୁ ପ୍ରତ୍ୟାହାର କରିବା ନିମନ୍ତେ ବିଶ୍ୱ ଜନଜାତି ଦିବସ ତଥା କ୍ରାନ୍ତୀ ଦିବାସ ଅବସରରେ ବୁଧବାର ଗଣିଆ ବ୍ଲକ ଛାମୁଣ୍ଡିଆ ଓ ବଡଶିଲିଙ୍ଗା ସରପଞ୍ଚଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ
Read More...

ବୀରନରସିଂହପୁରଠାରେ ମେଗା ରକ୍ତଦାନ ଶିବିର

ହରଭଙ୍ଗା:ହରଭଙ୍ଗା ବ୍ଲକ ବୀରନରସିଂହପୁର ସ୍ଥିତ ସ୍ଥାୟୀ ନର୍ସରୀଠାରେ ଆଜି ଗଡଜାତ ସାଂସ୍କୃତିକ ପରିଷଦ ପକ୍ଷରୁ ବିଶ୍ୱ ଜନଜାତି ଦିବସ ଓ କ୍ରାନ୍ତି ଦିବସ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସକାଳ ୧୧ ଘଣ୍ଟା ସମୟରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ମୁଖ୍ୟ ଅତିଥି
Read More...

ଅଞ୍ଜଲିନା ପ୍ରଧାନ ହେଲେ ସୁବର୍ଣ୍ଣପୁର ଏଡିଏମ୍‌

ସୁବର୍ଣ୍ଣପୁର: ସମ୍ବଲପୁରର ଅତିରିକ୍ତ ଉପ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନଙ୍କୁ ସୁବର୍ଣ୍ଣପୁର ଏଡିଏମ୍‌ ଭାବେ ପଦୋନ୍ନିତ ମିଳିଛି । ସେ ଦୀର୍ଘ ବର୍ଷ ହେଲା ସମ୍ବଲପୁରରେ ବିଭିନ୍ନ ପଦ ପଦବୀରେ ରହି ସୁଚାରୁ ରୂପେ କାର୍ଯ୍ୟଭାର ସମ୍ଭାଳି ଆସୁଥିଲେ । ସମାଜସେବୀ ଅଧିକାରୀ ଭାବେ ସମ୍ବଲପୁରରେ
Read More...