Monthly Archives

August 2023

ଫିରିଙ୍ଗିଆ ଥାନା ପୋଡ଼ି ସ୍ଥିତି ଅନୁଧ୍ୟାନ କଲେ ଫୁଲବାଣୀ ବିଧାୟକ

ଫୁଲବାଣୀ : ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଫିରିଙ୍ଗିଆ ଥାନା ପୋଡ଼ି ଘଟଣାର ଅନୁଧ୍ୟାନ କରିବା ସହ ଏଭଳି ପରିସ୍ଥିତି ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ବିଧାୟକ କହଁର ଥାନା ପରିସର ଦେଖିବା ସହ କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଅଭାବନୀୟ ଘଟଣା ଘଟିଲା ସେ ନେଇ ପୋଲିସ ଅଧିକାରୀଙ୍କ ସହ
Read More...

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ଶୁଭାଶିସ ତାଳପତ୍ର

କଟକ: ଶପଥ ନେଲେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଆଜି ଶପଥ ନେଲେ । ୩୩ ତମ ମୁଖ୍ୟ ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି
Read More...

କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡ଼ ସହରାଞ୍ଚଳର ସଦସ୍ୟ ଭାବେ ରାଜେନ୍ଦ୍ର ମନୋନୀତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡ଼ର ସହରାଞ୍ଚଳର ସଦସ୍ୟ ଭାବରେ ଅପ୍ରତିଦ୍ୱନ୍ଦି ଭାବରେ ରାଜେନ୍ଦ୍ର ପାଢୀ ନିର୍ବାଚିତ ହୋଇଥିବାରୁ ସେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡ଼ି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ
Read More...

ସିନାପାଲି ଥାନାଧିକାରୀଙ୍କୁ ବିଦାୟ ସମ୍ୱର୍ଦ୍ଧନା

ନୂଆପଡ଼ା : ନୂଆପଡା ଜିଲ୍ଲା ସିନାପାଲି ଥାନା ଅଧିକାରୀ ଡମ୍ୱରୁଧର ପ୍ରଧାନଙ୍କ ବିଦାୟୀକାଳୀନ ସମ୍ୱର୍ଦ୍ଧନା ସଭା ରବିବାର ଅନୁଷ୍ଠିତ ହୋଇଯାଇଛି । ସିନାପାଲି ଥାନା ଏସଆଇ ଗୌରୀଶଙ୍କର ଦାସ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ଖଡିଆଳ ଏସଡିପିଓ ଅରୁପ ଅଭିଷେକ
Read More...

ସାଂସଦ ପଦ ଫେରିପାଇଲେ ରାହୁଲ, ପୁରୀ ଜିଲ୍ଲା କଂଗ୍ରେସ କର୍ମୀ ଖୁସି ମନାଇଲେ

ପୁରୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ନିଜର ଲୋକସଭା ସଦସ୍ୟତା ପଦ ଫେରି ପାଇଛନ୍ତି । ମୋଦି ସର୍‌ ନେମ୍‌ ମାମଲା ରେ ଦଣ୍ଡିତ ହୋଇଥିବା ରାହୁଲ ଗାନ୍ଧୀଙ୍କ ଜେଲ ଦଣ୍ଡାଦେଶ ଉପରେ ସୁପ୍ରୀମକୋର୍ଟ ରହିତାଦେଶ ଲାଗୁ କରିବା ପରେ ପୁଣି ରାହୁଲ ଗାନ୍ଧୀ ଲୋକସଭା ସଭ୍ୟ ପଦ ଫେରି ପାଇଛନ୍ତି ।
Read More...

କରଞ୍ଜକଟା ପଞ୍ଚାୟତରେ ମନୋରେଗା ଓ ପଞ୍ଚଦଶ ଅର୍ଥ କମିସନର ଦୁର୍ନୀତି ଅଭିଯୋଗ, ଉଚ୍ଚସ୍ତରୀୟ ତଦନ୍ତ ଦାବି

ହରଭଙ୍ଗା: ହରଭଙ୍ଗା ବ୍ଲକ କରଞ୍ଜକଟା ପଞ୍ଚାୟତ ଅନ୍ତର୍ଗତ ତୁକୁଲୁଣ୍ଡା ଗ୍ରାମର ବନ୍ଧ ଉନ୍ନତି ନାଁ ରେ ମିଥ୍ୟା ବିଲ କରି ଟଙ୍କା ଉଠାଣ କରାଯାଇଥିବାକୁ ନେଇ ଜନ ଅସନ୍ତୋଷ ଦେଖା ଦେଇଥିବା ବେଳେ ସୋମବାର ଦିନ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ହେଉଥିବା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଓ ଜନ
Read More...

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

ପାରଳାଖେମଣ୍ଡି : ଗଜପତି ଜିଲ୍ଲା ସଦମହକୁମା ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ
Read More...

ଜିଲ୍ଲା ପ୍ରଶାସନ ତରଫରୁ ଉଚ୍ଚ ଶିକ୍ଷା ନିମନ୍ତେ ପ୍ରିୟଙ୍କା ମାଝୀଙ୍କୁ ଆର୍ଥିକ ସହାୟତା ପ୍ରଦାନ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମଙ୍ଗଳ ବିଭାଗ ତଥା ଜିଲ୍ଲା ପ୍ରଶାସନ ତରଫରୁ ସୁଶ୍ରୀ ପ୍ରିୟଙ୍କା ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରୁ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସୁଶ୍ରୀ ପ୍ରିୟଙ୍କାଙ୍କ ବାପା ହେଉଛନ୍ତି ସୋମନାଥ ମାଝୀ, ସେ
Read More...

ରାଷ୍ଟୀୟ ଆଦିବାସୀ ଏକତା ପରିଷଦର ଭାରତ ବନ୍ଦକୁ ମିଳିଲା ଜନସାଧାରଣଙ୍କ ସମର୍ଥନ

ଫୁଲବାଣୀ: ସର୍ବ ଭାରତୀୟ ସ୍ତରରେ ଆଦିବାସୀ ଏକତା ପରିଷଦ ଦେଇଥିବା ବନ୍ଦ ଡାକରା କନ୍ଧମାଳ ଜ଼ିଲ୍ଲା ଆଦିବାସୀ ଏକତା ପରିଷଦ ମଧ୍ୟ ପୂର୍ଣ୍ଣ ସମର୍ଥନ କରି ବନ୍ଦର ଦୁଇ ଦିନ ପୂର୍ବରୁ ପ୍ରସ୍ତୁତି କରି ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ ଜିଲ୍ଲା ସଭାପତି ଦୟାନିଧି ମଲ୍ଲିକ, ରାଜ୍ୟ ପ୍ରଭାରୀ
Read More...

ନବରଙ୍ଗପୁର ଜିଲ୍ଲାପାଳଙ୍କ ଜିଲ୍ଲା ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

ନବରଙ୍ଗପୁର : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଅଶୋକ ମେହେଟ୍ଟା ସଭା ଗୃହରେ ଆଜି ଜିଲ୍ଲାସ୍ତରୀୟ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲୋକମାନେ ଜିଲ୍ଲାପାଳଙ୍କୁ ଭେଟି ନିଜ ନିଜର ବ୍ୟକ୍ତିଗତ ଓ ସାମୂହିକ ଆପତ୍ତି
Read More...