Monthly Archives

August 2023

୨୦ଲକ୍ଷ ଟଙ୍କା ଠକେଇ ମାମଲାରେ ୧୨.୮୮ ଲକ୍ଷ ଜବତ, ୫ ଗିରଫ

ସୁବର୍ଣ୍ଣପୁର : ସୋନପୁର ଜିଲ୍ଲା ପୋଲିସକୁ ମିଳିଛି ଏକ ବଡ ସଫଳତା । ୨୦ ଲକ୍ଷ ଟଙ୍କାର ୫୦୦ ଟଙ୍କିଆ ନୋଟ ବଦଳରେ ୨୫ ଲକ୍ଷ ଟଙ୍କାର ୨୦୦୦ ଟଙ୍କିଆ ନୋଟ ପାଇ ରାତା ରାତି କୋଟି ପତି ହେବା ସ୍ୱପ୍ନ ଦେଖୁଥିବା ସୋନପୁରର ରାଜେଶ୍‌ ମେହେର ଓ ତାଙ୍କର ଜଣେ ଭୂବନେଶ୍ୱର ସାଙ୍ଗ ମନୋଜ ବ୍ରହ୍ମା ହୋଇଥିଲେ
Read More...

ଲୁଣିବାହାଲ ଠାରେ ନୂତନ ଏଟିଏମ ଉଦଘାଟିତ

ହରଭଙ୍ଗା,୭/୮:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ଲୁଣିବାହାଲ ଠାରେ ସୋମବାର ବ୍ୟାଙ୍କ ଅଫ୍‌ ବରୋଦାର ଏକ ନୂତନ ଏଟିଏମ କାଉଣ୍ଟର ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଲୁଣିବାହାଲ ସରପଞ୍ଚ ଶ୍ରୀମତୀ ଚନ୍ଦ୍ରମା ପ୍ରଧାନ ଯୋଗଦେଇ ଉଦଘାଟନ କରିଥିବାବେଳେ ଲୁଣିବାହାଲ ବ୍ୟାଙ୍କ ଅଫ୍‌ ବରୋଦା
Read More...

ପ୍ରଶାସନ କଲାନି, ଗାଁ ରାସ୍ତା ମରାମତି କଲେ ଛାତ୍ରଛାତ୍ରୀ

ହରଭଙ୍ଗା : ବøଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ସୁରୁଣ୍ଡି ଗ୍ରାମରେ ଦେଖିବାକୁ ମିଳିଛି ଏକ ବିରଳ ଚିତ୍ର । ସୂଚନାମୁତାବକ ଦୀର୍ଘ ବର୍ଷ ହେଲା ଜଗନ୍ନାଥ ସଡକ ମୁଖ୍ୟରାସ୍ତା ଠାରୁ ସୁରୁଣ୍ଡି ବିଦ୍ୟାଳୟକୁ ଯିବା ରାସ୍ତାଟି ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି । ଯାହାଫଳରେ ବର୍ଷା ଦିନ ହେଲେ ଉକ୍ତ
Read More...

ଅମୃତ ଭାରତ ଷ୍ଟେସନ ଯୋଜନାରେ ସାମିଲ ହେଲା ହରିଶଙ୍କର ରୋଡ଼

ପାଟଣାଗଡ଼ : ଆଜି ପୂର୍ବାହ୍ନ ୧୧ଘଟିକା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ ଭାରତ ଷ୍ଟେସନ ଯୋଜନାରେ ୨୫୦୦୦କୋଟି ଟଙ୍କାର ଅନୁଦାନରେ ଭାରତର ୫୦୮ଟି ଷ୍ଟେସନକୁ ନୂଆରୂପରେ ପରିଣତ କରିବାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବଟମ ଚିପି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଓଡିଶାରେ
Read More...

ନିଶାସକ୍ତ ସ୍ୱାମୀ ହାତରେ ସ୍ତ୍ରୀ ମୃତ

ନନ୍ଦାହାଣ୍ଡି : ମଦ୍ୟପ ସ୍ୱାମୀର ଉନ୍ମୁକ୍ତ କାଣ୍ଡ,ନିଶାସକ୍ତ ଅବସ୍ଥାରେ ହତ୍ୟା କଲା ସ୍ତ୍ରୀକୁ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସିନ୍ଧିଗୁଡା ପଞ୍ଚାୟତ ଅନ୍ତର୍ଗତ ବଡ଼ ଡାଇଭଟା ଗ୍ରାମରେ । ଘଟଣା ଅନୁସାରେ ବଡ଼ ଡାଇଭଟା ଗ୍ରାମର ରବି ଖିଲ ଓ ତାଙ୍କ
Read More...

ରକ୍ତ ପାଇଁ ଜୟଦେବଙ୍କ ଦେଶ ଭ୍ରମଣ : ସାଇକେଲରେ ହର ଘର ରକ୍ତଦାତା ଅଭିଯାନ ସଚେତନତା

ବାଲିଗୁଡା : ସାଇକେଲ ମ୍ୟାନ୍‌ ଅଫ ଇଣ୍ଡିଆ ଭାବେ ପରିଚିତ ଜୟଦେବ ରାଉତ ରବିବାର କନ୍ଧମାଳ ଜିଲ୍ଲା ବାଲିଗୁଡାରେ ପହଞ୍ଚିଛନ୍ତି । ଶ୍ରୀ ରାଉତ ଜଣେ ସ୍ୱେଚ୍ଛାସେବୀ । ରକ୍ତଦାତାଙ୍କ ସହ ରକ୍ତଦାନ ଏବଂ ହର ଘର ରକ୍ତଦାତା ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ସେ ସାଇକେଲରେ ଭାରତ ଭ୍ରମଣ
Read More...

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ଓଡିଶା ସଂସ୍କୃତି ସମ୍ପର୍କିତ ଚିତ୍ରକଳା ଶିବିର…

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ବନ ବିଭାଗ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ମଦନପୁର ସ୍ଥିତ ବିଶ୍ୱ ବିଦ୍ୟାଳୟ ପରିସରରେ ଏକ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏକ ସଙ୍ଗରେ ବିଭିନ୍ନ କିସମର ପ୍ରାୟ ୪୫୦୦ ବୃକ୍ଷ ରୋପଣ
Read More...

ଅବସରପ୍ରାପ୍ତ ମୁଖ୍ୟ ଅଧ୍ୟାପକ ଡ଼.ଶ୍ୟାମସୁନ୍ଦର ଡାଙ୍ଗୁଆଙ୍କୁ ସମ୍ବର୍ଦ୍ଧନା

ବାଲିଗୁଡ଼ା : ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ଅଧ୍ୟାପକ ଗୋଷ୍ଠୀ ପକ୍ଷରୁ ଡ଼. ବିଭୂତିଭୂଷଣ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ଼.
Read More...

ନିଖିଳ ଉତ୍କଳ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ବିଇଓଙ୍କୁ ଦାବିପତ୍ର ପ୍ରଦାନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ଆନୁକୂଲ୍ୟରେ ସମସ୍ତ ବର୍ଗର ଶିକ୍ଷକଙ୍କ ବିଭିନ୍ନ ଦାବି ନେଇ ସ୍ଥାନୀୟ ପ୍ରାଥମିକ ଶିକ୍ଷକ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଏମ୍‌ ରବି କୁମାରଙ୍କ ସଂଯୋଜନାରେ ବ୍ଳକ ଶିକ୍ଷା ଅଧିକାରୀ ଟି.
Read More...

୫-ଟି ସଚିବ ବେଲପଡ଼ା ଗସ୍ତ : ବିଶାଳ ଜନସମାବେଶରେ ଉଦ୍‌ବୋଧନ ଦେଲେ

ପାଟଣାଗଡ: ଆଜି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌ ଆୟୋଜିତ ଏକ ବିଶାଳ ଜନସମାବେଶରେ ଉଦ୍‌ବୋଧନ ଦେଇଛନ୍ତି ୫-ଟି ସଚିବ । ଲୋକଙ୍କ ଠାରୁ ଯାହା ଦରଖାସ୍ତ ଆସିଛି, ଆସନ୍ତା ୭ ଦିନ ମଧ୍ୟରେ ତାହାର ସମାଧାନ ହେବ ଏବଂ ଏଥିପାଇଁ ସିଧାସଳଖ ସିଏମ୍‌
Read More...