Monthly Archives

August 2023

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟିରେ ସହିଦ ଜନସନଙ୍କ ଶେଷକୃତ୍ୟ ସମ୍ପନ୍ନ

କଟକ : ଭାରତୀୟ ନୌସେନାରେ କାର୍ଯ୍ୟରତ ତ୍ରିନାଥ ବେହେରାଙ୍କ ପୁଅ ସହିଦ ଜନସନ୍‌ ବେହେରା (୨୩)ଙ୍କ ମର ଶରୀର ତାଙ୍କ ଜନ୍ମସ୍ଥାନ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଅଚଳକୋଟ ଗ୍ରାମରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଆଜି ସକାଳୁ ସହିଦ ଜନସନଙ୍କ ମରଶରୀର ନିଜ
Read More...

ବୃତ୍ତଙ୍ଗ ନଦୀକୁ ଶୌଚ ହେବାକୁ ଯାଇ ବୃଦ୍ଧ ନିଖୋଜ

ଦଶପଲ୍ଲା: ଘୁଗୁଡିପଡା ପଞ୍ଚାୟତ ଘୁଗୁଡିପଡା ଗ୍ରାମର ଗୋବିନ୍ଦ ଚନ୍ଦ୍ର ମିଶ୍ର (୯୬) ଗତକାଲି ଅପରାହ୍ନ ୪ ୩୦ ମିନିଟ ସମୟେ ବୃତ୍ତଙ୍ଗ ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଛନ୍ତି । କୂଳରେ ବାଡ଼ି, ଚପଲ ଏବଂ ଗାମୁଛା ରହିଥିବା ବେଳେ ନଦୀର ପ୍ରଖର ତ୍ସୋତରେ ଅସାବଧାନତା ହେତୁ ଭାସି ଯାଇଥିବା
Read More...

ରିଜର୍ଭ ପୁଲିସ ଲାଇନରେ ରକ୍ତଦାନ ଶିବିର

ସମ୍ବଲପୁର :ନିଜର କର୍ତ୍ତବ୍ୟ ରୂପେ ବିଧି ଓ ବିଧାନ ରକ୍ଷା ବ୍ୟତୀତ ସମାଜ ସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ପାଇଁ ପୁଲିସ ବିଭାଗ ଆଗେଇ ଆସିଛି । ଗତ ଦିନ ବୁର୍ଲା ରକ୍ତଭଣ୍ଡାରରେ ରକ୍ତର ଘୋର ସଙ୍କଟ ରହିଛି ବୋଲି ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇଥିଲା । ତେଣୁ ସମ୍ବଲପୁର
Read More...

ଫିରିଙ୍ଗିଆ ଥାନା ଅଧିକାରୀଙ୍କ ନିଲମ୍ବନ ଏବଂ ଗିରଫ ଦାବିରେ ଉତ୍ତ୍ୟକ୍ତ ଲୋକେ ପୋଡିଦେଲେ ଥାନା

ଫୁଲବାଣୀ,୫/୮:- କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଠାରେ ଫିରିଙ୍ଗିଆ ବାଲିଗୁଡା ମୁଖ୍ୟରାସ୍ତାକୁ ଉତ୍ତ୍ୟକ୍ତ ଲୋକେ ଅବରୋଧ କରିଛନ୍ତି । ସେମାନଙ୍କୁ ବୁଝାଇବାକୁ ଯାଇଥିବା ସଦର ଏସ୍‌ଡିପିଓ ସୁପ୍ରଶନ୍ନ ମଲ୍ଲିକ, ତହସିଲଦାର ଏମ୍‌ ଅନୁରାଧାଙ୍କୁ ଲୋକେ ଲୋକେ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି । ଏହାପରେ
Read More...

ସର୍ପାଘାତରେ ବାଳକର ମୃତ୍ୟୁ

ହରଭଙ୍ଗା,୫/୮- ପୁଣି ସର୍ପାଘାତରେ ଚାଲିଗଲା ଆଉ ଏକ ନିରୀହ ବାଳକର ଜୀବନ । ଏହି ଖବର ପ୍ରଚାର ହେବାପରେ ଗ୍ରାମରେ ଖେଳିଯାଇଛି ଶୋକାକୁଳ ପରିବେଶ । ସୂଚନା ଅନୁଯାୟୀ ଲଗାଣ ବର୍ଷାରେ ବନ୍ୟା ଆସିବା ଫଳରେ ସରୀସୃପ ପ୍ରଜାତିର ଜୀବ ଗାଁ ମୁହାଁ ହୋଇ ବିଭିନ୍ନ ସ୍ଥାନରେ ଅଘଟଣ ଘଟୁଛି । ହରଭଙ୍ଗା ବ୍ଲକ
Read More...

କଣାସରେ ବିଭିନ୍ନ ଗ୍ରାମରେ ପସିଲା ପ୍ରଥମ ବନ୍ୟା ଜଳ

ପୁରୀ : କଣାସରେ ବିଭିନ୍ନ ଗ୍ରାମରେ ପସିଲା ପ୍ରଥମ ବନ୍ୟା ଜଳ । ବୁଡିଲା ଦୋକନ୍ଦା ଗ୍ରାମ । ବନ୍ୟାଜଳ ଯୋଗୁ ଫୁଲିବାରେ ଲାଗିଚି ମହାନଦୀର ଶାଖା ନଦୀ ଦୟା,ମକରା,ରାଜୁଆ । କଣାସ ବ୍ଲକ ପାଇଁ ବଢିଲା ବିପଦ । ଦୁର୍ବଳ ନଦୀ ବନ୍ଧକୁ ନେଇ ଚିନ୍ତାରେ ନଦୀ କୂଳିଆ ଗ୍ରାମବାସୀ । ଚିଲିକାରେ ଜଳସ୍ତର
Read More...

ଜୀବଜନ୍ତୁଙ୍କ ନିଷ୍ଠୁରତା ନିରାକରଣ ସମ୍ପର୍କିତ ସଚେତନତା କର୍ମଶାଳା

ନବରଙ୍ଗପୁର,୪/୮:- ନବରଙ୍ଗପୁର ଜିଲ୍ଲାସ୍ତରୀୟ ଜୀବଜନ୍ତୁ ନିଷ୍ଠୁରତା ନିରାକରଣ ଆଇନ ୧୯୬୦ ସମ୍ପର୍କରେ ଏକ ଦିନିକିଆ ସଚେତନତା କର୍ମଶାଳା ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଜୀବ ନିଷ୍ଠୁରତା ନିରୋଧ ସମିତି ଆନୁକୂଲ୍ୟରେ ଆୟୋଜିତ ଏହି
Read More...

ନୂଆଗାଁ ବ୍ଲକସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା

ନୂଆଗାଁ,୪/୮- ନୟାଗଡ ଜିଲ୍ଲା ନୂଆଗାଁ ଶିକ୍ଷା କାର୍ଯ୍ୟାଳୟ ମଧ୍ୟରେ ନୂଆଗାଁ ବ୍ଲକସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ନୂଆଗାଁ ବ୍ଲକର ୧୩୪ ଗୋଟି ବିଦ୍ୟାଳୟର ୧୦ଟି ଗୋଟି ଦଳ ଭାଗ ନେଇଥିଲେ । ୧ମ ,୨ୟ ଓ ୩ୟ ଶ୍ରେଣୀ ଶିକ୍ଷାର୍ଥୀ ମାନଙ୍କ ଭାଷା ଓ ସଂଖ୍ୟା ଜ୍ଞାନରେ
Read More...

ତର ମଲ୍ଲିକଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଉଚ୍ଚଶିକ୍ଷା ନିମନ୍ତେ ଆର୍ଥିକ ସହାୟତା

ପାରଳାଖେମୁଣ୍ଡି,୪/୮:- ଗଜପତି ଜିଲ୍ଲା ମଙ୍ଗଳ ବିଭାଗ ତଥା ଜିଲ୍ଲା ପ୍ରଶାସନ ତରଫରୁ ସୁଶ୍ରୀ ତର ମଲ୍ଲିକଙ୍କୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରୁ ଉଚ୍ଚଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସୁଶ୍ରୀ ତରଙ୍କ ବାପା ଲକ୍ଷ୍ମଣ ମଲ୍ଲିକ ମୋହନାବ୍ଲକ ଅନ୍ତର୍ଗତ
Read More...

ସୁବର୍ଣ୍ଣପୁର ଉତ୍କଳ ବାଳାଶ୍ରମ ଛାତ୍ରୀଙ୍କ କୃତିତ୍ୱ

ସୁବର୍ଣ୍ଣପୁର,୪/୮- ସୋନପୁରସ୍ଥିତ ଉତ୍କଳ ବାଳାଶ୍ରମରେ ରହୁଥିବା ବାପା, ମା ଛେଉଣ୍ଡ ଚନ୍ଦ୍ରକାନ୍ତି ହାତୀ ଟାଟା ପାୱାର ଦକ୍ଷିଣାଞ୍ଚଳ ଓଡିଶା ବିତରଣ ଲିମିଟେଡରେ ଡିପ୍ଲୋମା ଇଞ୍ଜିନିୟର ଭାବରେ ନିଯୁକ୍ତି ପାଇଛନ୍ତି । ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ଟାଟା ପାୱାର କାର୍ଯ୍ୟାଳୟରେ ଗତକାଲି ସେ
Read More...