Monthly Archives

September 2023

ପରଲୋକରେ ଗୁରୁ ଚନ୍ଦ୍ରମଣି ଲେଙ୍କା

ପୁରୀ : ବରିଷ୍ଠ ଓଡିଶୀ ସଙ୍ଗୀତ ଗୁରୁ ଚନ୍ଦ୍ରମଣି ଲେଙ୍କାଙ୍କ ପରଲୋକ ଘଟିଛି । ଗତ ବର୍ଷ ରାଜ୍ୟ ସରକାରଙ୍କ ଓଡିଶା ସଙ୍ଗୀତ ନାଟକ ଏକଡୋମୀ,ସଂସ୍କୃତି ବିଭାଗ ପକ୍ଷରୁ ଓଡିଶୀ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେ ବର୍ତ୍ତମାନ ସିଂହାରୀ
Read More...

ଆଜି ଶ୍ରୀମନ୍ଦିରରେ କୃଷ୍ଣ ବଳରାମ ବେଶ

ପୁରୀ : ଭାଦ୍ରବ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଶ୍ରୀମନ୍ଦିର ରେଶ୍ରୀଜୀଉ ମାନ ଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେବ । ଏହି ବେଶ ବହୁତ ଆକର୍ଷଣୀୟ ତଥା ମନୋରମ ହୋଇଥାଏ । ଏହି ଦିନ ମଧ୍ୟାହ୍ନ ଧୂପ ବଢ଼ିଲା ପରେ ଶ୍ରୀବଳଭଦ୍ରଙ୍କୁ ବଳରାମ ରୂପରେ , ଶ୍ରୀ ଜଗନ୍ନାଥ ଙ୍କୁ ଶ୍ରୀକୃଷ୍ଣ ରୂପରେ ଓ
Read More...

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ପକ୍ଷରୁ ଗୋଶାଣୀ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ପକ୍ଷରୁ ଗୋଶାଣୀ ବ୍ଳକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକମାନେ ଧାରଣା ଦେଇଛନ୍ତି । ରାଜ୍ୟ ସଂଘ ଓ ଜିଲ୍ଲା ସଂଘର ନିର୍ଦ୍ଦେଶ କ୍ରମେ ତିନି ଦଫା ଦାବି
Read More...

ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ

ସୋନପୁର: ଆଜି ସୋନପୁର କୁଞ୍ଜ ହୋଟେଲ ଛକଠାରେ ସ୍ଥାନୀୟ ପୋଲିସର ଏକ ସ୍ୱତନ୍ତ୍ର ଟିମ ବିଶ୍ୱସ୍ତ ସୂତ୍ରରୁ ଏକ ଗଞ୍ଜେଇ ଚାଲାଣ ଖବର ପାଇ ଦ୍ରୁତ ଗତିରେ ଆସୁଥିବା ଏକ ସୁପର ସ୍ପେଲେଣ୍ଡର ବାଇକକୁ ଅଟକାଇ ଥିଲେ । ଯେଉଁ ଥିରେ କି ମନମୁଣ୍ଡା ଅଞ୍ଚଳର ଦୁଇ ଜଣ ଯୁବକ ସୁମନ୍ତ ରଣା ଓ ଅଙ୍ଗଦ ରଣା ଥିଲେ
Read More...

ବିଭିନ୍ନ ଦାବି ନେଇ ପ୍ରାଥମିକ ଶିକ୍ଷକଙ୍କ ଗଣଧାରଣା

ସୁବର୍ଣ୍ଣପୁର: ଆଜିଠାରୁ ସୋନପୁର ବିଇଓଙ୍କ କାର୍ଯ୍ୟାଳୟ ସାମ୍ନାରେ ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ, ସମସ୍ତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ୬ଟି ନ୍ୟାସନାଲ ଇନକ୍ରିମେଣ୍ଟ ପ୍ରଦାନ କରିବା ଏକ୍ସ କ୍ୟାଡର, କଳା ଓ କ୍ରୀଡ଼ା ଶିକ୍ଷକ ମାନଙ୍କୁ ନିୟମିତ
Read More...

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଓ ଅତିରିକ୍ତ
Read More...

ହରଭଙ୍ଗାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଯୁଗ୍ମ ଶୁଣାଣି

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣଲ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଭିଯୋଗ ଶିବିରରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ନିକଟରେ ସମୁଦାୟ ୧୪୨ଟି ଅଭିଯୋଗ ପତ୍ର ମଧ୍ୟରୁ
Read More...

ରାଜ୍ୟପାଳଙ୍କ ଦ୍ୱାରା ଡଃ .ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚିତ

ଫୁଲବାଣୀ : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ‘ଭାରତର ଅମୃତ କୁମ୍ଭମେଳା’ ଓ ‘ତତ୍ତ୍ୱବୋଧ, ଆତ୍ମବୋଧ ଓ ବାହ୍ୟବୋଧ’ ନାମକ ଦୁଇଟି ଆଧ୍ୟାତ୍ମିକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । କନ୍ଧମାଳ ଜିଲ୍ଲା ମାଷ୍ଟରପଡ଼ା ସାହିର ଡଃ . ନୃସିଂହାନନ୍ଦ ମହାପାତ୍ର ଏହି ପୁସ୍ତକ ଦୁଇଟିର ଲେଖକ
Read More...

୩୦ରୁ ଶୀକ୍ଷେତ୍ରରୁ ରାଉରକେଲାକୁ ଗଡିବ ଦ୍ୱିତୀୟ ଭାରତ ଏକ୍ସପ୍ରେସ ଟ୍ରେନ, ସରିଲା ଟ୍ରାଏଲ

ପୁରୀ : ପଶ୍ଚିମ ଓଡିଶାକୁ କେନ୍ଦ୍ରର ବଡ଼ ଉପହାର । ରାଜ୍ୟରେ ଶ୍ରୀକ୍ଷେତ୍ରରୁ ରାଉରକେଲାକୁ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଗଡିବ । ଆସନ୍ତା ସେପ୍ଟେମ୍ବର ୩୦ରୁ ଏହି ଟ୍ରେନ ଗଡିବାକୁ ଥିବାବେଳେ ଆଜି ପୁରୀରୁ ତାଳଚେର ମଧ୍ୟରେ ହେବ ଏହି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଟ୍ରାଏଲ ରନ
Read More...

୧୦୫ ଗ୍ରାମ ବ୍ରାଉନସୁଗାର ସହ ସ୍କୁଟି ଜବତ, ଜଣେ ଗିରଫ

ଆଠଗଡ଼: ଧଳା ଜହରରେ କବଳିତ ଏବେ ଯୁବପିଢି । କଟକ ଓ ଏହାର ଆଖପାଖ ଅଞ୍ଚଳରେ ଏବେ ଧଳା ଜହରର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦିନକୁ ଦିନ ଆଠଗଡ଼ ଓ ଆଖ ପାଖ ଅଞ୍ଚଳରେ ଚାଲିଛି ଧଳା ଜହର ଭଳି ନିଶା କାରବାର ।କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ତାରିଣୀ ଛକ ନିକଟରୁ ସୋମବାର ଜଣେ
Read More...