Monthly Archives

September 2023

ପରମ୍ପରା ବଜାୟ ରଖିଛନ୍ତି ଧଣ୍ଡରା ଅଞ୍ଚଳବାସୀ, ନୂଆଖାଇ ଅବସରରେ ଅଦ୍ୱିତୀୟ ପର୍ବ ମନାଉଛନ୍ତି “ଡଙ୍ଗରି…

ନନ୍ଦାହାଣ୍ଡି : ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ମୁଖ୍ୟ ଗଣପର୍ବ ହେଉଛି ନୂଆଖାଇ । ଅନେକ ଦୂର ଦୂରାନ୍ତ କର୍ମକ୍ଷେତ୍ରରୁ ଫେରି ଆସନ୍ତି ନିଜ ଭିଟାମାଟିକୁ ଏହି ପର୍ବ ପାଳନ ପାଇଁ ଲୋକେ । ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକବାସୀ ମଧ୍ୟ ବାଦ ପଡି ନାହାଁନ୍ତି ଏହି ପର୍ବ ପାଳନରୁ । ଗତକାଲି
Read More...

କିଡନୀ ରୋଗରେ ପୀଡ଼ିତ ଝିଅକୁ ରକ୍ତ ଦାନ କଲେ ଟିମ ହ୍ୟୁମାନିଟି ସଦସ୍ୟ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ରୁକାନବାଡି ଗ୍ରାମର ତରୁଣ ନାୟକଙ୍କ ଝିଅ ତେଜସ୍ୱିନୀ ନାୟକ ବୟସ ମାତ୍ର ୧୪ । ଏକ ବର୍ଷ ତଳୁ ଦେହ ଅସୁସ୍ଥ ହେବାରୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ପରେ କିଡନୀ ରୋଗରେ ପୀଡିତ ଥିବା ଜଣାପଡିଥିଲା । ପର ଘରେ ମା ମୂଲ ଖଟୁଥିବା
Read More...

ନିଖିଳ ଉତ୍କଳ ବିଶ୍ୱକର୍ମା ସମିତିର ରାଜ୍ୟସ୍ତରୀୟ ବୈଠକ

ପୁରୀ : ନିଖିଳ ଉତ୍କଳ ବିଶ୍ୱକର୍ମା ସମିତିର ରାଜ୍ୟସ୍ତରୀୟ ବୈଠକ ପୁରୀ ଶାଖା ଆନୁକୁଲ୍ୟରେ ଶରଧାବାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମିତିର କୋଣାର୍କଠାରେ ଥିବା ଜମି ଓ ଏହାର ଆନୁସଙ୍ଗିକ ବିକାଶ ପାଇଁ ଏକ ପରିଷଦ ଗଠନ କରାଯାଇଥିଲା । ପରିଷଦର ଅଧ୍ୟକ୍ଷ ଭାବେ ପୂର୍ତ୍ତ ବିଭାଗର
Read More...

ନଦୀ ପଠାରେ ହସୁଛି କାଶତଣ୍ଡୀ, କବି ବିଭୋର

ହରଭଙ୍ଗା : ପ୍ରକୃତିର ଏକ ବିଚିତ୍ର ସୃଷ୍ଟି, ପାର୍ବଣକୁ ସ୍ୱାଗତ କରିବା ପାଇଁ ସଜେଇ ହେଲାଣି ପ୍ରକୃତି ରାଣୀ । ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ଶାରଦୀୟ ଦୁର୍ଗାପୂଜା । ମାଙ୍କ ଆଗମନକୁ ନେଇ ପୁଲକିତ ହୋଇ ଉଠିଲାଣି ଧରଣୀରାଣୀ । ଶସ୍ୟ ଶ୍ୟାମଳା ଧରଣୀ ଆଜି ନିଜର ପାତିଆର ବିସ୍ତାର
Read More...

ଟ୍ରାକ୍ଟର ଚପାରେ ଡ୍ରାଇଭର ମୃତ

ଚମ୍ପୁଆ: ଚମ୍ପୁଆ ଥାନା ଅନ୍ତର୍ଗତ ବଡନଇ ଗ୍ରାମରେ ଗତ ରାତି ଏକ ଅଭାବନୀୟ ଘଟଣା ଘଟିଯାଇଛି । ଟ୍ରାକ୍ଟରଟି ରାସ୍ତା କଡକୁ ପଶି ଯିବାରୁ ଚାଳକ ଖସିପଡି ତାର ମୃତ୍ୟୁ ହୋଇଥିବା ଜଣାଯାଇଛି । ଏ ନେଇ ଚମ୍ପୁଆ ପୋଲିସ ପକ୍ଷରୁ କେସ ନମ୍ବର ୧୫୦/୨୦୨୩ ରୁଜୁ କରି ଟ୍ରାକ୍ଟରକୁ ଜବତ କରିବା ସହ ମୃତଦେହକୁ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ନୂଆଁଖାଇ ଧୁମ୍‌ ଧାମରେ ପାଳିତ

ସୁବର୍ଣ୍ଣପୁର:ଆଜି ସମଗ୍ର ପଶ୍ଚିମ ଓଡିଶାରେ ପାଳିତ ହୋଇଛି ଗଣପର୍ବ ନୂଆଖାଇ । ଏଥିପାଇଁ ଆଜି ସାରା ପଶ୍ଚିମ ଓଡିଶା ବେଶ ଚଳଚଞ୍ଚଳ ହୋଇଉଠିଥିଲା । ଏହା ଏକ କୃଷି ଭିତ୍ତିକ ଲୋକପର୍ବ ହେଇଥିବା ବେଳେ ଚାଷୀ ତା ନିଜ ଉତ୍ପାଦିତ ବର୍ଷର ପହିଲି ଶସ୍ୟକୁ ନିଜର ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରିଥାଏ ।
Read More...

ଏବର୍ଷ ହରଗୌରୀ ଯାତ୍ରାରେ ଖର୍ଚ୍ଚ ହେବ ୨୫ଲକ୍ଷ ଟଙ୍କା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁରର ପ୍ରସିଦ୍ଧ ହରଗୌରୀ ଯାତ୍ରା ଚଳିତ ବର୍ଷ ଅକ୍ଟୋବର ୨୮ ତାରିଖ ଠାରୁ ୪ନଭେମ୍ବର ପର୍ଯ୍ୟନ୍ତ ସହରର ଢେରାପଡା ଠାରେ ଆୟୋଜିତ ହେବ । ଏଥିପାଇଁ ଆଜି ସ୍ଥାନୀୟ ବୁଢ଼ିମା କଲ୍ୟାଣ ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତି ୨ବର୍ଷରେ ଥରେ
Read More...

ପ୍ରମିଳା ମଲ୍ଲିକ ହେଲେ ବିଜେଡିର ବାଚସ୍ପତି ପ୍ରାର୍ଥୀ

ଭୁବନେଶ୍ୱର: ଯାଜପୁର ବିଞ୍ଛାରପୁର ବିଧାୟିକା ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ବିଜେଡି ଘୋଷଣା କରିଛି | ନୂଆଁଖାଇ ପାଇଁ ୨୧ ପରିବର୍ତ୍ତେ ୨୨ ତାରିଖରେ ବାଚସ୍ପତି ନିର୍ବାଚନ ହେବ । ୨୧ ତାରିଖରେ ନାମାଙ୍କନ ଦାଖଲ ହେବାକୁ ଥିବା
Read More...

ଗଣେଶ ପୂଜାରେ ବାସି ଭୋଗ ଖାଇ ୫୦ରୁ ଊଦ୍ଧ୍ୱର୍ ଗୁରୁତର

ହରଭଙ୍ଗା:ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଳେଶ୍ୱର ପଞ୍ଚାୟତ ଅନ୍ତର୍ଗତ ମୂଷାଢ଼ ଗ୍ରାମରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି । ଗୋଟିଏ ପଟେ ପଶ୍ଚିମ ଓଡିଶା କୃଷି ଭିତ୍ତିକ ଗଣ ପର୍ବ ମହା ଆନନ୍ଦରେ ପାଳିତ ହେଉଥିବା ବେଳେ ଅନ୍ୟ ପଟେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ୫୦ରୁ ଉଦ୍ଧ୍ୱର୍ ଶିଶୁ ଓ
Read More...

ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ପୀଠରେ ଲାଗିଲା ନବାନ୍ନ

ବୌଦ୍ଧ,୨୦/୯:- ସମଗ୍ର ପଶ୍ଚିମ ଓଡିଶା ଆଜି ପାଳନ କରୁଛି କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏହି ଅବସରରେ ଆଜି ବୌଦ୍ଧ ଜିଲ୍ଳା ପୁରପଲ୍ଲୀ ଉତ୍ସବ ମୁଖର ଓ ଚଳଚଞ୍ଚଳ ହୋଇପଡିଛି । ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ପୀଠରେ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ସକାଳ ୮ ଟାରେ ନବାନ୍ନ ଲାଗି
Read More...