Monthly Archives

October 2023

ରାଇକିଆ ବ୍ଲକରେ ଘରେ ଘରେ ହାତ ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ

ରାଇକିଆ,୯/୧୦: - ରାଜ୍ୟରେ ବିଜେଡି ସରକାର ଏବଂ କେନ୍ଦ୍ରରେ ବିଜେପି ସରକାର ଥିବା ସକାଶେ ଓଡିଶାରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଅଧକ୍ଷ ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ତତ୍ୱାବଧାନରେ ରାଇକିଆ ବ୍ଲକ କଂଗ୍ରେସ ତରଫରୁ ରାଇକିଆ ବ୍ଲକ ର ୧୨ ଗୋଟି ପଂଚାୟତର ବିଭିନ୍ନ ଗ୍ରାମରେ ପ୍ରତି ଘରକୁ ଘର
Read More...

ନୂଆଗାଁ ବିଜୁ ଯୁବ ଭବନରେ ଚୋରୀ

ନୂଆଗାଁ,୯/୧୦:- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ବିଜୁ ଯୁବ ଭବନରେ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ଗତକାଲି ରାତିରେ ଦୃବୃତ୍ତ ମାନେ ବିଜୁ ଯୁବ ଭବନର କାଠର କବାଟକୁ ଧାରୁଆ ଅସ୍ତ୍ରରେ କବାଟ ତାଡି ଭାଙ୍ଗିଥିବା ଦେଖିବାକୁ ମିଳିଛି । ତତ୍‌ସହିତ ସେହି ଭବନ
Read More...

ଠିଆ ହୋଇଥିବା ଟ୍ରକରେ ପିଟିହୋଇ ବାଇକ ଆରୋହୀ ମୃତ

ନନ୍ଦାହାଣ୍ଡି,୯/୧୦:- ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନନ୍ଦାହାଣ୍ଡି ଛକ ନିକଟରେ ଏକ ଠିଆ ହୋଇଥିବା ଟ୍ରକ୍‌ର ପଛରେ ମୋଟର ସାଇକେଲ ପିଟିହେବା ଫଳରେ ମୋଟର ସାଇକେଲ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛିି । ଘଟଣା ଅନୁସାରେ ଡଙ୍ଗରଭେଜା ଗ୍ରାମର ମନୋଜ ଭତ୍ରା ନିକଟସ୍ଥ
Read More...

ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଜନସମ୍ପର୍କ ଯାତ୍ରା

ନୂଆପଡ଼ା,୯/୧୦:- ନୂଆପଡ଼ା ଜିଲ୍ଲା ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ତରଫରୁ ଦ୍ୱିତୀୟ ପର୍ଯ୍ୟାୟ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଖଡିଆଳ ବ୍ଲକ ଜିଲ୍ଲା ପରିଷଦ ଜୋନ ନଂ ୬ର ଚିଚେର ଗ୍ରାମରୁ ଆରମ୍ଭହୋଇ ତୋରଲି, ନେହେନା ଓ ବିଛନାପାଲି ଗ୍ରାମରେ ଦଳୀୟନେତା
Read More...

ଗୋପବନ୍ଧୁ ଜୟନ୍ତୀରେ କେଡିଏମଏଫ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ

ଫୁଲବାଣୀ : ଆଜି ଦୁଃଖୀ ଦରିଦ୍ର୍ୟର ସେବକ ମହାନ ମହାପୁରୁଷ ପଣ୍ଡିତ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ୧୪୬ ତମ ଜନ୍ମ ଜୟନ୍ତୀ ଅବସରରେ କନ୍ଧମାଳ ଜିଲ୍ଲା ମିଡିଆ ଫୋରମ ପକ୍ଷରୁ ସଭାପତି ସନ୍ତୋଷ କୁମାର ଦିଗାଲଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମହତ
Read More...

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର

ପାରଳାଖେମୁଣ୍ଡି,୯/୧୦:- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚୁଡ଼ଙ୍ଗପୁର ଗ୍ରାମପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ
Read More...

୫୪୦୦ ବୋତଲ ପ୍ରତିବନ୍ଧିତ କଫ ସିରପ ଜବତ ସହିତ ୩୨ ଜଣ ଗିରଫ

ସମ୍ବଲପୁର,୯/୧୦:- ସମ୍ବଲପୁର ନଗର ଉପକଣ୍ଠସ୍ଥିତ ଧନୁପାଲି ପୁଲିସ ଥାନା ଅନ୍ତର୍ଗତ ସ୍ଥାନୀୟ ଝାଙ୍କରପଡାରେ ବିପୁଳ ପରିମାଣରେ ପ୍ରତିବନ୍ଧିତ କଫ ସିରପ ଜବତ କରିବା ସହିତ ଏଥିରେ ସାମିଲ ୩୨ ଜଣଙ୍କୁ ଗିରଫ କରିବାରେ ପୁଲିସକୁ ସଫଳତା ମିଳିଛି । ଆଜି ସନ୍ଧ୍ୟାରେ ନିଜ କାର୍ଯ୍ୟାଳୟକୁ ଡ଼କାଇ
Read More...

ଲକ୍ଷ୍ମୀ ଯୋଜନାର ବସ୍‌ କର୍ମଚାରୀ ମାନଙ୍କ ସହ ୫ଟି ସଚିବଙ୍କ ଆଲୋଚନା,ଅକ୍ଟୋବର ୧୨ ରୁ ଦକ୍ଷିଣାଞ୍ଚଳର ୬ଟି ଜିଲ୍ଲାରେ…

ଭୁବନେଶ୍ୱର,୯.୧୦:- ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଲକ୍ଷ୍ମୀ ଯୋଜନାର ବସ୍‌ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ନିଃସ୍ୱାର୍ଥପର ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି । ଏହି ଆଲୋଚନାରେ ବସ୍‌ ଡ୍ରାଇଭର, କଣ୍ଡକ୍ଟର ଓ ମ୍ୟାନେଜର ମାନଙ୍କୁ
Read More...

ଶିକ୍ଷକ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କଠାରେ ଅଧିଆ ପଡିଲେ ସାମ୍ବାଦିକ

ବୌଦ୍ଧ:- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟରେ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଅଭିଯୋଗ ଶୁଣାଣୀ ଶିବିରରେ ସାମ୍ବାଦିକ ତଥା ଗୁଡଭେଲିପଦର ପ୍ରାଥମିକ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ସୁଶୀଳ ମିଶ୍ର ଅଭିନବ ଢଙ୍ଗରେ
Read More...

ପାଟଣାଗଡ଼ ଯୁବ ପତ୍ରକାର ସଂଘର ନୂଆଁଖାଇ ଭେଟଘାଟ,ସମସ୍ୟା ଭିତ୍ତିକ ଖବର ସଂଗ୍ରହ ଉପରେ ଗୁରୁତ୍ୱ ପାଇଁ ନିଷ୍ପତ୍ତି

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଯୁବ ପତ୍ରକାର ସଂଘ ପକ୍ଷରୁ ନୂଆଖାଇଁ ଭେଟଘାଟ ଖପ୍ରାଖୋଲ ବ୍ଳକ ସ୍ଥିତ କୁସୁମକାନୀ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ସଭାପତି କରୁଣାକର ବୁଡେକଙ୍କ ଅଧ୍ୟକ୍ଷତା ଓ ସାମ୍ବାଦିକ ଚନ୍ଦ୍ରଶେଖର ବରିହାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ନୂଆଁଖାଇ ଭେଟଘାଟରେ ପରସ୍ପର
Read More...