Monthly Archives

October 2023

ଗୁମାପଦରରେ କବାଡି ପ୍ରତିଯୋଗୀତା ଉଦଯାପିତ : ଗୋଛପଡା ଚାମ୍ପିଅନ

ବାଲିଗୁଡ଼ା, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ୍‌ ଗୁମାପଦର ସ୍ଥିତ ଶ୍ରୀ ଜଗନ୍ନାଥ ଯୁବକ ସଂଘ ଆନକୂଲ୍ୟରେ ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗୀତା ଆଠ ଦିନ ଧରି ଆୟୋଜିତ ହେବା ପରେ ମଙ୍ଗଳବାର ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ
Read More...

ବେଲପଡ଼ାରେ ମିଶନ ଇନ୍ଦ୍ରଧନୁଷ ସମ୍ପର୍କିତ କର୍ମଶାଳା

ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହରେ ୟୁନି ସେଫର ସହାୟତାରେ ଗ୍ରାମର ପ୍ରଭାବ ଶାଳୀ ବ୍ୟକ୍ତି ଓ ସ୍ୱେଚ୍ଛାସେବୀମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର
Read More...

ପ୍ରହସନ ପାଲଟିଛି “ସ୍ୱଚ୍ଛତା ହିଁ ସେବା’ ; ପ୍ରଥମେ ଅଳିଆ ପକାଇଲେ, ପରେ ସଫା କଲେ(ଭିଡିଓ)

ପୁରୀ : ସ୍ୱଚ୍ଛ ଭାରତ ଅଭିଯାନ ଆଳରେ ପ୍ରହସନ । ପ୍ରଥମେ ଅଳିଆ ପକାଇଲେ ପରେ ସେହି ଅଳିଆକୁ ସଫା କରି ବାହାବା ନେଲେ । ଏଭଳି କିଛି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିବା ବେଳେ ଏ ଦୃଶ୍ୟ ହେଉଛି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର । ଗାନ୍ଧି ଜୟନ୍ତୀରେ ମେଡିକାଲ ଆଉଟଡୋର ନିକଟରେ ଆୟୋଜିତ
Read More...

କାର୍ତ୍ତିକ ବ୍ରତ ପାଳନ ପାଇଁ ଆରମ୍ଭ ହେଲା ପଞ୍ଜିକରଣ

ପୁରୀ: ପୁରୀରେ ହବିଷ୍ୟାଳି ଶିବିରରେ ରହି କାର୍ତ୍ତିକ ବ୍ରତ ପାଳନ ପାଇଁ ଆରମ୍ଭ ହେଲା ପଞ୍ଜିକରଣ। ରାଜ୍ୟ ସରକାରଙ୍କ ପକ୍ଷରୁ https://edistrict.odisha.gov.in ଓ୍ବେବସାଇଟ୍ ଲିଙ୍କରେ ଆବେଦନ କରିପାରିବେ ହବିଷ୍ୟାଳି। ଆସନ୍ତା ୨୯ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ହେଉଥିବା ବେଳେ ରାଜ୍ୟ
Read More...

ତାଲା ବନ୍ଦ ଘରୁ ଚୋରି ଘଟଣାରେ ୪ଗିରଫ

ବ୍ରହ୍ମପୁର: ନିମଖଣ୍ଡି ପୁଲିସ୍‌କୁ ମିଳିଛି ଏକ ବଡ଼ ସଫଳତା । ଏକ ତାଲାବନ୍ଦ ଘରୁ ୩୦ ଭରି ଗହଣା ଚୋରି ମାମଲାର ତଦନ୍ତ କରୁ କରୁ ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ପୁଲିସ୍‌ ଏକ ବଡ଼ ଗହଣା ଚୋରି ରାକେଟ୍‌ର ପର୍ଦ୍ଦାଫାସ୍‌ କରିଛି । ରାକେଟ୍‌ର ୪ସଦସ୍ୟଙ୍କୁ ଗିରଫ କରିଛି । ମୁଖ୍ୟ
Read More...

“ଦି ଇଣ୍ଟରଭ୍ୟୁ ଟାଇମ୍ସ’ ଦ୍ୱାରା ବେଷ୍ଟ ସିଇଓ ଭାବେ ଜେକେ କାଗଜ କଳର କାର୍ଯ୍ୟନିର୍ବାହୀ ଉପସଭାପତି…

ରାୟଗଡା: "ଦି ଇଣ୍ଟରଭ୍ୟୁ ଟାଇମ୍ସ" ର ୧୨ ତମ ସ୍ୱନକ୍ଷତ୍ର ଦିବସ ଭୁବନେଶ୍ୱର ସ୍ଥିତ ହୋଟେଲ୍‌ ସ୍ୱସ୍ତି ପ୍ରିମିୟମ୍‌ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେରେ ଓଡ଼ିଶାର ୨୦ ଜଣ ପ୍ରେରଣା ଦାୟୀ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇ ପୁରସ୍କାର ପ୍ରଦାନ କରାଯାଇଛି । ଏହି
Read More...

ମା’ ଲଙ୍କେଶ୍ୱରୀଙ୍କ ଦଶହରା ମହାଆଳତି ପାଇଁ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର : ସୋନପୁରର ଆରଧ୍ୟା ଦେବୀ ମା' ଲଙ୍କେଶ୍ୱରୀଙ୍କ ଦଶହରାରେ ହେବାକୁ ଥିବା ମହାଆଳତି ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମା' ଲଙ୍କେଶ୍ୱରୀ ବିକାଶ କମିଟିର ସଭାପତି ଜିତେନ୍ଦ୍ର ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସମ୍ପାଦକ ଚନ୍ଦନ ସେଠୀ, କୋଷାଧ୍ୟକ୍ଷ
Read More...

ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନ ପାଇବେ କୌଶିକ ସାହୁ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବରିଷ୍ଠ ଆଇନଜୀବୀ କୌଶିକ ସାହୁ ଚଳିତ ବର୍ଷର ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନ ପାଇବା ପାଇଁ ମନୋନୀତ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ୧୯୯୭ ମସିହାରୁ କନ୍ଧମାଳ ଜିଲ୍ଲାର ଅବୈତନକ ବନ୍ୟପ୍ରାଣୀ ସଂରକ୍ଷକ ଭାବେ କାର୍ଯ୍ୟ
Read More...

ପାରଳାଖେମୁଣ୍ଡି ବନଖଣ୍ଡ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଆଜି ପାରଳାଖେମୁଣ୍ଡି ବନଖଣ୍ଡ ମୁଖ୍ୟ କାର୍ଯ୍ୟାଳୟ ଠାରେ ବନ ବିଭାଗ ତରଫରୁ ବନ ବିଭାଗ ମୁଖ୍ୟ କାର୍ଯ୍ୟାଳୟ ପରିସର ଏବଂ ନିକଟସ୍ଥ ଏରିଆ ମଧ୍ୟରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ ଏସ .ଆନନ୍ଦଙ୍କ ନିର୍ଦ୍ଦେଶ
Read More...

ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା

ହରଭଙ୍ଗା ୨/୧୦:- ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ର ୭ ନମ୍ବର ଜୋନରେ ବିଜୁଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା । ଏହି ଜନସଂପର୍କ ପଦଯାତ୍ରା ଅକ୍ଟୋବର ୨ ତାରିଖରୁ ଆରମ୍ଭହୋଇ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପଦଯାତ୍ରା
Read More...