Monthly Archives

October 2023

ଲୋକକଳା ଗ୍ରାମ ନାରାୟଣ ନଗରର ପଞ୍ଚମ ବାର୍ଷିକ ଉତ୍ସବ

ଜହ୍ନ ।ପଙ୍କ,୨/୧୦: ଗ୍ରାମାଞ୍ଚଳର ଲୁକ୍କାୟିତ କଳାକୁ ଉଜ୍ଜୀବିତ କରିବାପାଇଁ ଲୋକକଳା ଦିବସର ବାର୍ଷିକ ଉତ୍ସବ ପାଳନ ଜରୁରୀ ବୋଲି ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଲୋକକଳା ଗ୍ରାମ ନାରାୟଣ ନଗରର ପଞ୍ଚମ ବାର୍ଷିକ ଉତ୍ସବ ଅବସରରେ ମଞ୍ଚାସୀନ ଅତିଥିମାନେ ବକ୍ତବ୍ୟ ରଖିଥିଲେ ।
Read More...

ବୌଦ୍ଧରେ ସାଇବର ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ

ବୌଦ୍ଧ,୨/୧୦: ସାଇବର ସୁରକ୍ଷା ସଚେତନତା ଅଭିଯାନକୁ ଆଜି ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ ମର୍ଜାକୁଦ ବ୍ରିଜ ଛକ ଠାରେ ଅନୁଷ୍ଠିତ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗଦେଇଥିବାବେଳେ ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ,
Read More...

କନ୍ଧମାଳର ଶିକ୍ଷୟତ୍ରୀ ପାଇଲେ ନେସନ ବିଲ୍ଡର ଆୱାର୍ଡ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍‌ ଗୁଡ୍ରିଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଛବିଲତା ନାୟକ ପାଇଲେ ଗଞ୍ଜାମ ଜିଲ୍ଲା ଅନ୍ତଃର୍ଜାତୀୟ ରୋଟାରୀ ତରଫରୁ ନେସନ ବିଲ୍ଡର ଆୱାର୍ଡ । ମୁଖ୍ୟ ଅତିଥି ଭାବରେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ
Read More...

ବିଜେଡିର ଆରମ୍ଭ ହେଲା ଜନସମ୍ପର୍କ ପଦଯାତ୍ରା

ଫୁଲବାଣୀ: ଆଜି ହେଉଛି ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଏହି ଅବସରରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ଠାରେ ଫୁଲବାଣୀ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ଚାରୋଟି ବ୍ଲକ ଏବଂ ମୁନିସିପାଲିଟିକୁ ନେଇ ଦଶ ଦିନିଆ ଜନସମ୍ପର୍କ ପଦଯାତ୍ରା ଜିଲ୍ଳା ସଭାପତି ସରୋଜ କର୍ଣ୍ଣଙ୍କ
Read More...

ଆରଢିପା ପାଇଲା ଶ୍ରେଷ୍ଠ ପାଣି ପଞ୍ଚାୟତ ପୁରସ୍କାର

ଚମ୍ପୁଆ: ଓଡିଶା ଉଠା ଜଳସେଚନ ନିଗମରେ ୫୧ ତମ ପ୍ରତିଷ୍ଠା ଦିବସରେ ଚମ୍ପୁଆ ଉଠା ଜଳସେଚନ ବିଭାଗରେ କଙ୍କଡା ଗ୍ରାମର ଆରଢିପା ପାଣି ପଞ୍ଚାୟତକୁ ଶ୍ରେଷ୍ଠ ପାଣି ପଂଚାୟତ ଭାବେ ପୁରସ୍କୃତ କରାଯାଇଛି । ଗୁରୁ କେଳୁଚରଣ ମହାପାତ୍ର ଓଡିଶା ଗବେଷଣା କେନ୍ଦ୍ର ଭୁବନେଶ୍ୱର ଅନୁଷ୍ଠିତ ପ୍ରତିଷ୍ଠା
Read More...

ଗାନ୍ଧୀ ଜୟନ୍ତୀରେ ଦଳିତ ବର୍ଗର ୫ ଜଣ ବିଶେଷ ବ୍ୟକ୍ତି ସମ୍ବର୍ଦ୍ଧିତ

ସମ୍ବଲପୁର: ସମଗ୍ର ଦେଶରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଜୀଙ୍କ ଜୟନ୍ତୀ ମହାସମାରୋହରେ ପାଳନ କରାଯାଉଥିବା ବେଳେ, ସମ୍ବଲପୁରରେ ଭାଜପା ପକ୍ଷରୁ ସ୍ଥାନୀୟ କମିଶନର୍ସ କଲୋନୀ ଗାନ୍ଧୀ ଶିଶୁ ଉଦ୍ୟାନ ସ୍ଥିତ ମହାତ୍ମା ଗାନ୍ଧୀଜୀଙ୍କ
Read More...

ସାଇବର ସୁରକ୍ଷା ସଚେତନତା ରଥ ଉଦଘାଟିତ

ପୁରୀ : ଆଜି ଅପରାହ୍ନରେ ପୁରୀ ଟାଉନ ଥାନା ସମ୍ମୁଖରେ ସାଇବର ସୁରକ୍ଷା ରଥକୁ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି ଡା କନୱର ବିଶାଲ ସିଂ ପତାକା ଦେଖାଇ ଉଦଘାଟନ କରିଛନ୍ତି ।ଏହି ରଥ ସାଇବର ଠକେଇ ସମ୍ପର୍କରେ ଲୋକ ମାନଙ୍କୁ ସଚେତନ କରାଇବା ସହ ସାଧାରଣ ଜନତାଙ୍କ ଦାୟିତ୍ୱ ସମ୍ପର୍କରେ ମଧ୍ୟ ଅବଗତ
Read More...

୪୩ ବର୍ଷରେ ପଦାର୍ପଣ : ଭଙ୍ଗା ଗୃହରେ ବିପଦସଙ୍କୁଳ ଅବସ୍ଥାରେ ବାରଣ୍ଡାରେ ଚାଲିଛି ଶିକ୍ଷାଦାନ, ପ୍ରଶାସନର ନିଘା ନାହିଁ

ବାଲିଗୁଡ଼ା: ଭଙ୍ଗା ଶ୍ରେଣୀ ଗୃହରେ ବିପଦ ସଂକୁଳ ଅବସ୍ଥାରେ ଏବଂ ବାରଣ୍ଡାରେ ଭବିଷ୍ୟତ ଗଢା ଚାଲିଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଳକରେ । ସିନ୍ଦ୍ରିଗାଁ ଗ୍ରାମ ପଞ୍ଚାୟତର ମେଣ୍ଡିପାଙ୍ଗା ପ୍ରାଥମିକ ବିଦ୍ୟାଳୟ ବର୍ତ୍ତମାନ ୪୩ ବର୍ଷରେ ପଦାର୍ପଣ
Read More...

ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୩ ପାଳିତ

ଫୁଲବାଣୀ : ଜିଲ୍ଲା ପ୍ରଶାସନ କନ୍ଧମାଳ ଓ ଓଡ଼ିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଆଜି ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୩ ମହାସମାରୋହର ସହିତ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ
Read More...

ରାସ୍ତା କଡ଼ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଉଲୁଣ୍ଡା: ନବଜାତ ଶିଶୁପୁତ୍ର ଉଦ୍ଧାର । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଟେଭାପଦର ଗାଁମୁଣ୍ଡ ରାସ୍ତାରୁ ଆଜି ସକାଳୁ ଏହି ନବଜାତ ଶିଶୁପୁତ୍ରଟି ଉଦ୍ଧାର ହୋଇଛି । ରାତିରେ ଜନ୍ମ ହୋଇଥିବା ଏହି ଶିଶୁପୁତ୍ରଟିକୁ କେହି ଏକ ବ୍ୟାଗରେ ପୁରାଇ ରାସ୍ତାକଡରେ ରଖି ଦେଇଥିବାବେଳେ ଗାଁର
Read More...