Monthly Archives

October 2023

ନୂଆ ଦାୟିତ୍ଵ ଗ୍ରହଣ ପରେ ପାଣ୍ଡିଆନଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୀକ୍ଷା,ଡିସେମ୍ବର ୧୫ ସୁଦ୍ଧା କାମ…

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ବଡିଭୋରରୁ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଭୋର୍‌ ୪ ରୁ ୬ ପର୍ଯ୍ୟନ୍ତ ଏହି ସମୀକ୍ଷା ଚାଲିଥିଲା । ନୂଆ
Read More...

ପୁରୀରେ ଆପ୍‌ ପକ୍ଷରୁ କର୍ମୀ ସମ୍ମିଳନୀ

ପୁରୀ : ପାଖେଇ ଆସୁଛି ୨୦୨୪ ନିର୍ବାଚନ । ଓଡ଼ିଶା ରେ ଆମ୍‌ ଆଦମୀ ପାର୍ଟି ବିଧାନସଭା ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ତେବେ ଓଡ଼ିଶା ରେ ଆପ୍‌କୁ ତୃଣମୂଳ ସ୍ତରରୁ ଦୃଢ଼ କିଭଳି କରାଯାଇପାରିବ ସେ ନେଇ ଉଦ୍ୟମ ଆରମ୍ଭ କରିଛନ୍ତି ଆପର ବରିଷ୍ଠ ନେତା ଓ କର୍ମକର୍ତ୍ତା ।
Read More...

ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କରେ ତାଲିମ ଶିବିର

ନବରଙ୍ଗପୁର: ଆଧୁନିକ କୌଶଳ ପ୍ରଣାଳୀରେ କିପରି ଗୃହ ନିର୍ମାଣ ଓ ଏହାର ଡିଜାଇନ୍‌ ସମୟରେ କିପରି ଅନେକ ବ୍ୟବସ୍ଥା କରାଯାଇ ଶକ୍ତି ସଂରକ୍ଷଣ କରାଯାଇ ପାରିବ ସେ ସମ୍ପର୍କରେ ଓଡିଶା ଶକ୍ତି ବିଭାଗ ତରଫରୁ ମିଶନ ଶକ୍ତି ସଭା ଗୃହ ନବରଙ୍ଗପୁରରେ ଏକ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା ।
Read More...

ପ୍ରମୋଦ ଭଗତଙ୍କୁ ୨ କୋଟି ପୁରସ୍କାର

ଭୁବନେଶ୍ବର: ଏସୀୟ ପାରା କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଆଣିଥିବା ପ୍ରମୋଦ ଭଗତଙ୍କ ଉପରେ ଟଙ୍କା ବର୍ଷା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଲ୍ଡେନ ବଏ ପ୍ରମୋଦ ଭଗତଙ୍କୁ ୨ କୋଟି ପୁରସ୍କାର ଘୋଷଣା କରିଛନ୍ତି। ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ନୀତେଶ କୁମାରଙ୍କୁ ପରାସ୍ତ
Read More...

ଚିଠା ଭୋଟର ତାଲିକା ୨୦୨୪ ପ୍ରକାଶିତ, ଚୂଡାନ୍ତ ତ୍ରୁଟି ଶୂନ୍ୟ ତାଲିକା ପ୍ରସ୍ତୁତି ନେଇ ଉପଖଣ୍ଡ ପ୍ରଶାସନର ବୈଠକ

ଚମ୍ପୁଆ:ଚୂଡାନ୍ତ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନେଇ ଆଜି ଚମ୍ପୁଆ ଉପଜିଲ୍ଲାପାଳ ସୁକାନ୍ତ କୁମାର ମାଝୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚମ୍ପୁଆ ଓ ପାଟଣା ବିଧାନସଭା କ୍ଷେତ୍ରର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ କର୍ମକର୍ତ୍ତା ଯୋଗ ଦେଇଥିଲେ ।
Read More...

ରୋଷେଇ ଘରେ ପିଆଜ ମାଡ଼

ପିଆଜ ଦରରେ ଲାଗିଛି ନିଆଁ । ହୁ ହୁ ହୋଇ ବଢ଼ିବାରେ ଲାଗିଛି ଦର । ଦର ଏମିତି ହେଲାଣି ଯେ, ମାସକ ମଧ୍ୟରେ ଡବଲ୍ ହୋଇଯାଇଛି । ଫଳରେ ରୋଷେଇ ଘରେ ପଡ଼ିଛି ଭାଳେଣି । ମାସକ ଆଗରୁ ପିଆଜ କିଲୋ ୨୫ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହା ଡବଲ୍ ହେଲାଣି । ଏମିତିକି କେତେକ ଖୁଚୁରା ବଜାରରେ ପିଆଜ କିଲୋ
Read More...

ପୁରୀର ୫ଟି କେନ୍ଦ୍ରରେ ହବିଷ୍ୟାଳୀ ମାମାନଙ୍କ ରହଣି ପାଇଁ ବ୍ୟବସ୍ଥା

ପୁରୀ : ଚଳିତ ବର୍ଷର ହବିଷ ବ୍ରତ ଅକ୍ଟୋବର ମାସ ୨୯ ତାରିଖରୁ ଆରମ୍ଭ ହୋଇ ଏକ ମାସ ପର୍ଯ୍ୟନ୍ତ ଚାଲିବ । ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିଥିବା ୩୦୨୪ ଜଣ ହବିଷ୍ୟାଳୀ ମା ମାନଙ୍କୁ ୫ ଗୋଟି ରହଣି କେନ୍ଦ୍ରରେ ରଖାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଆଜି ଅପରାହ୍ନରେ ଟାଉନ
Read More...

ପଥୋତ୍ସବ ଆୟୋଜନ ନେଇ ପ୍ରସ୍ତୁତି ବୈଠକ

ବୌଦ୍ଧ,୨୬/୧୦:- ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସଚେତନତା ପାଇଁ ପଥୋତ୍ସବ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଆଗାମୀ ୨୮ ତାରିଖରେ ମର୍ଜାକୁଦ ସେତୁ ଛକ ଠାରେ ପଥୋତ୍ସବ ଆୟୋଜନ
Read More...

ମହନାପଦା ଗ୍ରାମରେ ଦ୍ୱାଦଶ ବାର୍ଷିକ ରାସ ଯଜ୍ଞ ଉତ୍ସବ

ଗଣିଆ : ଗଣିଆ ବ୍ଳକର ମହନାପଦା ଗ୍ରାମରେ ଆୟୋଜିତ ଦ୍ୱାଦଶ ବାର୍ଷିକ ରାସ ଯଜ୍ଞ ଉତ୍ସବ ଗତ ୩ଦିନ ଧରି ଚାଲୁ ରହିଛି । ଆସନ୍ତା ଶନିବାର ଦିନ ଏହି ଉତ୍ସବର ପୂର୍ଣ୍ଣାହୂତି ହେବା ସହିତ ଉଦ୍‌ଯାପିତ ହେବ । ଗତ୨୪ରେ ମହାନଦୀରୁ ବାଲୁକା ସ୍ଥାପନା ପୂର୍ବକ ୧୦୮ କଳସ ଶୋଭାଯାତ୍ରା ସହ ଶୁଭାଧିବାସ
Read More...

ଶ୍ରୀକ୍ଷେତ୍ର ଯୁବ ସାସ୍କୃତିକ ସଂସଦ ପକ୍ଷରୁ ୨୮ରୁ କୁମାର ଉତ୍ସବ

ପୁରୀ : ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ଶ୍ରୀକ୍ଷେତ୍ର ଯୁବ ସାସ୍କୃତିକ ସଂସଦ ପୁରୀ ତାର ୪୪ତମ କୁମାର ଉତ୍ସବ ଆସନ୍ତା ୨୮ ଓ ୨୯ ଅକ୍ଟୋବର ଦୁଇଦିନ ଧରି ବେଳାଭୂମି ସ୍ଥିତ ହୋଟେଲ ଫୋର୍ଟ ମହୋଦଧି ସମ୍ମୁଖ ବେଳାଭୂମିରେପାଳନ କରିବାକୁ ଯାଉଛି । ଏ ନେଇ ଅନୁଷ୍ଠାନ ପକ୍ଷରୁ ଗୁରୁବାର ସ୍ଥାନୀୟ
Read More...