Monthly Archives

October 2023

ପାରଳାଖେମୁଣ୍ଡି ମଡେଲ୍‌ ପୋଲିସ ଷ୍ଟେସନର ନୂତନ ଥାନା ଅଧିକାରୀ ହେଲେ ପ୍ରଶାନ୍ତ କୁମାର ଭୁପତି

ଗଜପତି: ପାରଳାଖେମୁଣ୍ଡି ମଡେଲ୍‌ ପୋଲିସ ଷ୍ଟେସନର ନୂତନ ଥାନା ଅଧିକାରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଶାନ୍ତ କୁମାର ଭୁପତି ପୂର୍ବରୁ ବ୍ରହ୍ମପୁର ବଡ଼ବଜାର ପୋଲିସ ଥାନା ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ । ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ପୂର୍ବତନ ଥାନା ଅଧିକାରୀ
Read More...

‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ

ଭୁବନେଶ୍ବର: ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ଭି.କେ ପାଣ୍ଡିଆନଙ୍କୁ ମିଳିଛି ନୂଆ ନିଯୁକ୍ତି। ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇବେ ଭି.କେ ପାଣ୍ଡିଆନ। ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଛି। ସେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାମ କରିବେ
Read More...

ମହାନବମୀ ଅବସରରେ ମନୋଜ୍ଞ ଭଜନ ସମାରୋହ

ପୁରୀ : ବଡ଼ଶଙ୍ଖ ଦୁର୍ଗାପୂଜା କମିଟି ଆନୁକୁଲ୍ୟରେ ମହାନବମୀ ଅବସରରେ ଏକ ମନୋଜ୍ଞ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ବାଚସ୍ପତି ମହେଶ୍ୱର ମହାନ୍ତି ସମାରୋହକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପୂର୍ବତନ ନଗରପାଳ ଶାନ୍ତିଲତା ପ୍ରଧାନ, ସଙ୍ଗଠକ ପୀତବାସ ନାୟକ, ବିଜେଡି
Read More...

ଏସିଆନ୍‍ ଗେମ୍‍ସ ଓ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ପଦକ ଜିତିଥିବା କିଟ୍‍ ଖେଳାଳିଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୨ । ୧୦: ଚୀନ୍‍ ହାଙ୍ଗଝଉରେ ନିକଟରେ ଶେଷ ହୋଇଥିବା ୧୯ତମ ଏସିଆନ୍‍ ଗେମ୍‍ସ ଓ ଚେଙ୍ଗୁଡ଼ୁଠାରେ ଅନୁଷ୍ଠିତ ୩୧ତମ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ପଦକ ହାସଲ କରିଥିବା କିଟ୍‍ ଖେଳାଳିମାନଙ୍କୁ ରବିବାର କିଟ୍‍ ଓ କିସ୍‍ରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି । ଅଲିମ୍ପିଆନ୍‍
Read More...

ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ଶକ୍ତିପୀଠ

ପୁରୀ ; ଶାରଦୀୟ ଦୁର୍ଗା ଉତ୍ସବକୁ ନେଇ ସବୁ ଶକ୍ତି ପୀଠ ଚଳଚଞ୍ଚଳ । ପୂଜା ମଣ୍ଡପ ଗୁଡିକରେ ଦେବୀ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ହେଉଥିବା ବେଳେ ଦେବୀଙ୍କ ପୀଠ ଗୁଡିକରେ ପରମ୍ପରା ଅନୁଯାୟୀ ମହା ନବମୀ ପୂଜା ଅନୁଷ୍ଠିତ ହେଉଛି । ପୁରୀ ସହରରେ ଥିବା ସବୁ ଦେବୀ ପୀଠ ଗୁଡିକରେ ମାଙ୍କ ମହାନବମୀ
Read More...

ବଙ୍ଗୋପସାଗରରେ ବାତ୍ୟା ‘ହାମୁନ୍’, ଭିଜେଇବ ପାର୍ବଣ !

ଧୋଇଯିବ ପାର୍ବଣ ! ଆସୁଛି ବାତ୍ୟା । ବଙ୍ଗୋପସାଗରରେ ରହିଛି ବାତ୍ୟା ଆଶଙ୍କା । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନେବ ଗଭୀର ଅବପାତର ରୂପ । ପରେ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି ।ଯଦି ବାତ୍ୟାର ରୂପ ନିଏ ନାଁ
Read More...

ପଶ୍ଚିମ ଓଡିଶା ପାଳନ କରୁଛି ଭାଇ ଜିଉଁନ୍ତିଆ ଓଷା

ସାରା ପଶ୍ଚିମ ଓଡିଶାରେ ପାଳନ କରାଯାଉଛି ଭାଇ ଜିଉଁନ୍ତିଆ ଓଷା । ସୁବର୍ଣ୍ଣପୁର ହେଉ ବା ସମ୍ବଲପୁର ଭାଇ ଜିଉଁନ୍ତିଆକୁ ବେଶ୍ ଧୁମ୍‌ଧାମରେ ପାଳନ କରାଯାଇଛି । ଭାଇମାନଙ୍କ ଦୀର୍ଘାୟୁ କାମନା କରି ମାଁ ଦୁର୍ଗାଙ୍କ ପାଖରେ ଗୁହାରି କରିଥାନ୍ତି ଭଉଣୀମାନେ ।ଦୁର୍ଗା ମା'ଙ୍କ ଅଷ୍ଟମୀ ପୁଜାପରେ ସାରା
Read More...

ମା’ ଭୈରବୀଙ୍କ ପୀଠେରେ ଅଷ୍ଟମୀ ପୂଜା

ହରଭଙ୍ଗା :ବୌଦ୍ଧ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ପୁରୁଣାକଟକ ବସିନୀ ମା ଭୈରବୀଙ୍କ ପୀଠେ ଗୁପ୍ତ ଅଷ୍ଟମୀ ପୂଜା ରୀତିନୀତି ଅନୁଯାୟୀ ଶନିବାର ଦିନ ପାଳିତ ହୋଇଛି । ମାଙ୍କ ପିଠେ ଗୁପ୍ତ ଷୋଳପୂଜା ଚାଲୁ ରହିଥିବାରୁ ଭକ୍ତ ମାନେ ସାହାଡ଼ା ବୃକ୍ଷ ମୂଳେ ମାଙ୍କ ଦର୍ଶନ କରିଥିବାର ଦେଖିବାକୁ ମିଳିଛି ।
Read More...

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଉତ୍ତେଜନା

ହରଭଙ୍ଗା : ପୁରୁଣାକଟକ ଥାନା ଅନ୍ତର୍ଗତ ଖୋର୍ଦ୍ଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଏଚ୍‌ପି ଗ୍ୟାସ ଅଫିସ ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ମତେ ହରଭଙ୍ଗା ବ୍ଲକ୍‌ ପିତାମ୍ବରପୁର ପଂଚାୟତ ଅନ୍ତର୍ଗତ କାନପୁର
Read More...

୫୦ ଫୁଟ ତଳକୁ ଖସିଲା ୧୪ ଚକିଆ ଟ୍ରକ, ଡ୍ରାଇଭର ସୁରକ୍ଷିତ

ଘୁ ଉଦୟଗିରି:ଗତକାଲି ସନ୍ଧ୍ୟା ପ୍ରାୟ ୮ ଘଣ୍ଟିକା ସମୟରେ ଏକ ଷ୍ଟିଲ ରେଲିଂ ବୋଝେଇ ହୋଇ ଯାଉଥିବା ୧୪ ଚକିଆ ଟ୍ରକ କଳିଙ୍ଗା ଘାଟିର ବୁଲାଣୀ ରାସ୍ତାରେ ଭାରସାମ୍ୟ ହରାଇ ପ୍ରାୟ ୫୦ ଫୁଟ ତଳକୁ ଖସି ପଡିଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭର ଗାଡିରୁ ଡେଇଁ ପଡିଥିଲେ ଏବଂ
Read More...