Monthly Archives

November 2023

ବୌଦ୍ଧରେ ୧୨ ଘଣ୍ଟିଆ କୋସଲ ମହାବନ୍ଦ

ବୌଦ୍ଧ,୧୮/୧୧:- ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡିଶା ବନ୍ଦ ଡାକରାରେ ବୌଦ୍ଧଜିଲ୍ଲା ମଧ୍ୟ ସାମିଲ ହୋଇଛି । କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ଓ କେକେଡି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ୍‌ ଡାକରା ବୌଦ୍ଧଜିଲ୍ଲାରେ ଶାନ୍ତିପୂର୍ଣ୍ଣ ରହିଛି । ପଶ୍ଚିମ ଓଡିଶାକୁ
Read More...

ଶୁନଶାନ୍‌ ସହର,ଜୟ କୋସଲ ନାରାରେ ଉଠୁଛି ପଡୁଛି ସହର

ବଲାଙ୍ଗୀର,୧୮/୧୧:- ବଲାଙ୍ଗୀର ଜିଲ୍ଲାରେ ଗାଁ ଠାରୁ ସହର ସବୁଠାରେ ଶୂନଶାନ । କେବଳ ସଂଗ୍ରାମୀଙ୍କ ଜୟ କୋସଲ ଗର୍ଜନରେ ଉଠୁଛି ପଡୁଛି ରାଜରାସ୍ତା । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଛକମାନଙ୍କରେ ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କେବଳ ବାଦ୍‌ ଦିଆଯାଇଥିବା ଅତ୍ୟାବଶ୍ୟକ ସେବାକୁ
Read More...

ବିଭାଗୀୟ ଅଧିକାରୀଙ୍କୁ କନ୍ଧମାଳ ସାଂସଦଙ୍କ ପରାମର୍ଶ, ଅଧାରୁ କାମ ଛାଡୁଥିବା ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯାଉ

ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ସାଂସଦ ଡଃ. ଅଚ୍ୟୁତାନନ୍ଦ ସାମନ୍ତଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ମନିଟରିଂ କମିଟି(ପଞ୍ଚମ ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ସାଂସଦ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ
Read More...

ଖରିଫ ଧାନ ସଂଗ୍ରହ ପାଇଁ ଧାନକ୍ରୟ କମିଟି ବୈଠକ

ବୌଦ୍ଧ,୧୭/୧୧:- ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଖରିଫ ଧାନ ସଂଗ୍ରହ ପାଇଁ ଧାନକ୍ରୟ କମିଟି ବୈଠକ ଆଜି ଅନୁଷ୍ଠିତ ହୋଇଛି । ଜିଲ୍ଲାରେ ଡିସେମ୍ବର ମାସରେ ଧାନକ୍ରୟ ଅ ।ରମ୍ଭ ହେବ । କଣ୍ଟାମାଳ , ବୌଦ୍ଧ ଓ ହରଭଙ୍ଗା ବ୍ଲକରେ ରହିଥିବା ସମସ୍ତ ଧାନମଣ୍ଡି ଖୋଲାଯାଇ ଧାନକ୍ରୟ କରାଯିବ ।
Read More...

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମରେ ବୌଦ୍ଧର କୃତିତ୍ୱ

ବୌଦ୍ଧ,୧୭/୧୧:- ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାର ପ୍ରତିଯୋଗୀମାନେ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଛନ୍ତି । ଶୁକ୍ରବାର ଦିନ ସକାଳ ୮ଟା ସମୟରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ବୌଦ୍ଧ ବସଷ୍ଟାଣ୍ଡ ଠାରେ
Read More...

ବହୁବୃତ୍ତି ଶିକ୍ଷାନୁଷ୍ଠାନ ବୌଦ୍ଧରେ ମେଗା ରକ୍ତଦାନ ଶିବିର

ବୌଦ୍ଧ,୧୭/୧୧:- ବୌଦ୍ଧବ୍ଲକ ଗୌଡଦେଇ ସ୍ଥିତ ବହୁବୃତ୍ତି ଶିକ୍ଷାନୁଷ୍ଠାନରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୭୦ଜଣ ଶିକ୍ଷାର୍ଥୀ ରକ୍ତଦାନ କରିଥିଲେ । ଅନୁଷ୍ଠାନ ସହିତ ସତ୍ୟବାଦୀ ଚାରିଟେବଲ୍‌ ଟ୍ରଷ୍ଟ ସହଯୋଗ କରିଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ଡ.ଲକ୍ଷ୍ମୀଧର
Read More...

ବିଧାୟକ ମୋକିମଙ୍କ ରଘୁନାଥଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

କଟକ: ଆଜି ବାରବାଟୀ–କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଦେଉଳସାହି ସ୍ଥିତ ରଘୁନାଥଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଉନ୍ନତିକରଣ ଓ ବିକାଶମୂଳକ କାର୍ଯ୍ୟ ଗୁଡିକ ବୁଲି ଦେଖିଥିଲେ । ବିଦ୍ୟାଳୟର ପରିବେଶ ଓ ଉନ୍ନୟନ କାର୍ଯ୍ୟର ଉଚ୍ଚ ପ୍ରଶଂସା
Read More...

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

ଫୁଲବାଣୀ : ଗାନ୍ଧି ସ୍ମୃତି ଭବନ, ସଭାଘର, ଫୁଲବାଣୀ ପରିସରରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କନ୍ଧମାଳ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଫୁଲବାଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାରି ଗୋଟି ବ୍ଲକ ଓ ଫୁଲବାଣୀ ପୌରପରିଷଦ ଅଞ୍ଚଳର ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ ଶିବିର ଅନୁଷ୍ଠିତ
Read More...

ତୃତୀୟ ରାଜ୍ୟ ସ୍ତରୀୟ ମା ଭୈରବୀ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଦ୍ୱିତୀୟ ସନ୍ଧ୍ୟା

ହରଭଙ୍ଗା : ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ନାମରେ ଆୟୋଜିତ ତୃତୀୟ ମା ଭୈରବୀ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଦ୍ୱିତୀୟ ସନ୍ଧ୍ୟାରେ ଆଞ୍ଚଳିକ କଳାକାରମାନଙ୍କ ଦ୍ୱାରା ଆୟୋଜିତ କୃଷ୍ଣ ଗୁରୁ ଓ ଦଣ୍ଡ ନୃତ୍ୟ ପରିବେଷଣ ଏବଂ ମା ଙ୍କ
Read More...

ରାଜ୍ୟସ୍ତରୀୟ ‘ସୁରଭି’ କୁଇଜ୍‌ ପ୍ରତିଯୋଗିତାରେ ଫୁଲବାଣୀ ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟର ଛାତ୍ରୀ ସମୀକ୍ଷା…

ଫୁଲବାଣୀ: ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ‘ସୁରଭି’ କୁଇଜ୍‌ କାର୍ଯ୍ୟକ୍ରମରେ ଫୁଲବାଣୀ ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀ ସମୀକ୍ଷା ପ୍ରଧାନ ଦ୍ୱିତୀୟ ସ୍ଥାନ ହାସଲ କରି କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସୂଚନାଯୋଗ୍ୟ, ଜିଲ୍ଲା ସ୍ତରରେ
Read More...