Monthly Archives

November 2023

ଓଡ଼ିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଶାଖା ପକ୍ଷରୁ ଜାତୀୟ ପ୍ରେସ୍‌ ଦିବସ ପାଳିତ

ସୁବର୍ଣ୍ଣପୁର : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହ ଠାରେ ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଜାତୀୟ ପ୍ରେସ୍‌ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଶାଖା ସଭାପତି ମନୋରଞ୍ଜନ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସୂଚନା ଓ
Read More...

ଗୋଟିଏ ରାତ୍ରିରେ ତିନି ମନ୍ଦିରରୁ ଚୋରି

ହରଭଙ୍ଗା: ବିଜ୍ଞାନ ଯୁଗରେ ମନୁଷ୍ୟ ଧର୍ମ ଛାଡିବା ସହିତ ବିଭିନ୍ନ ଦେବଦେବୀଙ୍କୁ ନ ମାନି ମନ୍ଦିର, ମସଜିଦ ଭାଙ୍ଗି ବିଧର୍ମୀ ହେବା ସହିତ ସଂସ୍କୃତି ଓ ପରମ୍ପରାକୁ ବିଲୁପ୍ତ କରିବାରେ ପଛାଉ ନାହାଁନ୍ତି । ଏମିତି ଏକ ନିଛାଟ ସତ୍ୟ ଘଟଣା ଆଜି ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ
Read More...

ବାଲିଗୁଡ଼ା ବନାଞ୍ଚଳର ଲଣ୍ଡାଗାଁ ଅଞ୍ଚଳରେ ୮ଟିକିଆ ହାତୀପଲ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନାଞ୍ଚଳର ଖମଣଖୋଲ ଅଞ୍ଚଳରେ ଆଠଟିକିଆ ହାତୀପଲ । ପଡୋଶୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ଏହି ହାତୀପଲ କନ୍ଧମାଳ ସିମାନ୍ତ ଖମଣଖୋଲ ଅଞ୍ଚଳକୁ ପଶି ଆସିଥିବା ଜଣାପଡ଼ିଛି । ସେପଟେ ହାତୀପଲକୁ ଟ୍ରାକ୍‌ କରିବା ସହ ଘଉଡ଼ାଇବାକୁ ଉଦ୍ୟମ ଯାରି ରଖିଛି
Read More...

ବୌଦ୍ଧରେ ମାଛଚାଷ ସମ୍ବନ୍ଧୀୟ ସଚେତନତା ଓ ପ୍ରଶିକ୍ଷଣ ଶିବିର

ବୌଦ୍ଧ,୧୫/୧୧:- ସ୍ଥାନୀୟ ଟାଉନହଲ ଠାରେ ଅନନ୍ୟା ଏବଂ କେନ୍ଦ୍ରୀୟ ମଧୁରଜଳ ଗବେଷଣା ପ୍ରତିଷ୍ଠାନ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରର ମୁଖ୍ୟ ବିଷୟବସ୍ତୁ ଥିଲା ମଧୁରଜଳ ମାଛଚାଷ ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ । ଏଥିରେ ମୁଖ୍ୟଅତିଥି
Read More...

ଆସନ୍ତାକାଲି ଠାରୁ ତୃତୀୟ ମା ଭୈରବୀ ମହୋତ୍ସବ

ହରଭଙ୍ଗା,୧୫/୧୧: ବୌଦ୍ଧ ଜିଲ୍ଲା ହରଭଙ୍ଗା ଠାରେ ଆସନ୍ତାକାଲି ଠାରୁ ଆରମ୍ଭ ହେବ ବୌଦ୍ଧ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ପୁରୁଣାକଟକ ବାସିନୀ ମା ଭୈରବୀ ମହୋତ୍ସବ । ଏହି ମହୋତ୍ସବ ନଭେମ୍ବର ମାସ ୧୬ତାରିଖ ଠାରୁ ଆରମ୍ଭ ହୋଇ ୨୧ତାରିଖ ପଯ୍ୟନ୍ତ ହେବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
Read More...

ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ହରଭଙ୍ଗା ବ୍ଲକ୍‌ ଘେରାଉ

ବୌଦ୍ଧ,୧୫/୧୧: ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ଆୟୋଜିତ ଜନ ଆକ୍ରୋଶ କାର୍ଯ୍ୟକ୍ରମ ହରଭଙ୍ଗା ବ୍ଲକ୍‌ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ଧାରଣା ସହିତ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ପାତାଳୀ ବ୍ରହ୍ମ ଆଧାରିତ ଆଧ୍ୟାତ୍ମିକ ଚିତ୍ରକଳା ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର: ସୋନପୁରର ଇତିହାସ-ପ୍ରସିଦ୍ଧ ପାତାଳୀ ଶ୍ରୀକ୍ଷେତ୍ର ଠାରେ ଦୁଇଦିନିଆ ଆଧ୍ୟାତ୍ମିକ ଚିତ୍ରକଳା ଶିବିର ଆଜି ଅପରାହ୍ନରେ ଉଦଯାପିତ ହୋଇଯାଇଛି । ୧୪ ତାରିଖ ପୂର୍ବାହ୍ନରେ ଶ୍ରୀଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା, ନୈବେଦ୍ୟ ଅର୍ପଣ ଓ ଆଳତି ପରେ ଏହି ଶିବିରର ଶୁଭାରମ୍ଭ ହୋଇଥିଲା ।
Read More...

ଉଦ୍‌ଘାଟିତ ହେଲା ସାତକୋଶିଆ ବାଲୁକା ପର୍ଯ୍ୟଟନ କେନ୍ଦ୍ର

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ସଦରମହକୁମା ଠାରୁ ୧୮ କିଲୋମିଟର ଦୂରରେମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ମଧ୍ୟରେ ଅବସ୍ଥିତ ବଡ଼ମୂଳର ମଙ୍ଗାନାଶି ଠାରେ ଥିବା ସାତକୋଶିଆ ବାଲୁକା ପର୍ଯ୍ୟଟନକେନ୍ଦ୍ର ଆଜିଠାରୁ ଉଦ୍‌ଘାଟନ ହୋଇ ଶୁଭାରମ୍ଭ ହୋଇଯାଇଛି । ବର୍ତ୍ତମାନ ସବୁ କାର୍ଯ୍ୟ ଶେଷହୋଇ
Read More...

ଜଳ ପରିଚାଳନା ଦ୍ୱାରା ଧାନ କ୍ଷେତରୁ ମିଥେନ ଗ୍ୟାସ ହ୍ରାସ ପ୍ରୟାସ

ପୁରୀ : ଜଳ ପରିଚାଳନା ଦ୍ୱାରା ଧାନ କ୍ଷେତରୁ ମିଥେନ ଗ୍ୟାସ ନିର୍ଗମନ ହ୍ରାସ କରାଯାଇ ପାରିବ । ଯାହା ଫଳରେ ଚାଷୀ ମାନେ ଉପକୃତ ହେବା ସହ ଅମଳ ବୃଦ୍ଧିରେ ସହାୟକ ହୋଇ ପାରିବ । ଏହି ପରିପ୍ରେକ୍ଷୀରେ ଏକ କର୍ମଶାଳା ଆଜି ପୂର୍ବାହ୍ନରେ ପିପିଲି କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରେ ଆୟୋଜିତ
Read More...

ଚାଷୀଙ୍କ ଆଶା ଭାଙ୍ଗିଲା ଲୁଚକାଳି ବର୍ଷା ଓ ରୋଗ ପୋକ

ନୂଆପଡ଼ା : କପା ଏକ ଅର୍ଥକାରୀ ଫସଲ, ଏହାକୁ ଧଳା ସୁନା ମଧ୍ୟ କୁହାଯାଏ । ଠିକ୍‌ ଭାବରେ ଉତ୍ପାଦନ ହେଲେ ଏହା ଚାଷୀଙ୍କୁ ଲାଭ ଦେଇଥାଏ । କିନ୍ତୁ ବର୍ଷାର ଲୁଚକାଳି ଖେଳ ଓ ରୋଗ ପୋକ କପା ଚାଷୀଙ୍କ ଆଶା ଭାଙ୍ଗି ଦେଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳରେ ଏବେ
Read More...