Monthly Archives

November 2023

ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ମହାନିର୍ଦ୍ଦେଶକଙ୍କ ବୌଦ୍ଧ ଗସ୍ତ: ଐତିହାସିକ ରାମେଶ୍ୱର ଓ ଗନ୍ଧରାଢୀ ମନ୍ଦିର…

ବୌଦ୍ଧ,୧୩ା୧୧:- ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ଦିନିକିଆ ବୌଦ୍ଧଜିଲା ଗସ୍ତ କରି ଐତିହାସିକ ରାମେଶ୍ୱର ଓ ଗନ୍ଧରାଢୀ ମନ୍ଦିର ପରିଦର୍ଶନ କରିଛନ୍ତି । ବୌଦ୍ଧ ସର୍କିଟ ହାଉସଠାରେ ପ୍ରତିନିଧିମଣ୍ଡଳୀଙ୍କୁ ଜିଲ୍ଲା
Read More...

କାଳୀ ପୂଜା ପାଇଁ ଚଳଚଞ୍ଚଳ ସାକ୍ଷୀଗୋପାଳ ବୀରଗୋବିନ୍ଦପୁର

ପୁରୀ : ମା ଦକ୍ଷିଣ କାଳୀ ପୀଠ । ରାଜରାଜେଶ୍ୱରୀ ବେଶ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି ମା । ମାଙ୍କର ଦର୍ଶନ ସହ କରୁଣା ଲାଭ କରିବା ଲାଗି ହଜାର ହଜାର ଭକ୍ତଙ୍କର ଭିଡ ଜମିଛି ବୀରଗୋବିନ୍ଦପୁର ଗ୍ରାମରେ । ମନ୍ଦିରରେ ଥିବା ରୀତିନୀତିନୁସାରେ ମାଙ୍କ ଠାରେ ଦୁଇ ଗୋଟି ଛାଗ ବଳି ପଡିଥିବା
Read More...

ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର

ବୌଦ୍ଧ,୧୩/୧୧:- ଆଜି ବୌଦ୍ଧ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଇସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ, ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ଉପ-ଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁରଙ୍କ ଉପସ୍ଥିତିରେ ମୋଟ
Read More...

କୋରାପୁଟିଆ ଗାନ୍ଧୀ ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା)ଙ୍କ ୧୦୮ ତମ ଜନ୍ମୋତ୍ସବ ପାଳିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନବାସୀ ସେବା ସମିତି ପରିସରରେ କୋରାପୁଟିଆ ଗାନ୍ଧୀ ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା)ଙ୍କ ୧୦୮ ତମ ଜନ୍ମୋତ୍ସବ ପାଳିତ ହୋଇଯାଇଛି । ପ୍ରଥମେ ଆଜ୍ଞାଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ପରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ
Read More...

ଶ୍ରୀରାମ ଚରିତ ମାନସ ପାରାୟଣ ଉଦଯାପିତ

ଦଶପଲ୍ଲା : ଦଶପଲ୍ଲା ସାତପାଟଣାସ୍ଥିତ ଶ୍ରୀ ରାମ ମନ୍ଦିର ପ୍ରାଙ୍ଗଣରେ ୧୦ଦିନ ଧରି ଚାଲିଥିବା ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନଜ୍ଞାନ ଯଜ୍ଞ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରତ୍ୟହ ସନ୍ଧ୍ୟାରେ ଦୀପ ଯଜ୍ଞ ସହ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରବଚନ
Read More...

କାଶୀନଗର ସ୍ୱାସ୍ଥ୍ୟ ବିଳାସ ଫାର୍ମାସୀ ପକ୍ଷରୁ ଧନ୍ୱନ୍ତରୀ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା କାଶୀ ନଗର ବ୍ଲକର ସ୍ୱାସ୍ଥ୍ୟ ବିଳାସ ଫାର୍ମାସି ପକ୍ଷରୁ ଧନ୍ୱନ୍ତରି ଜୟନ୍ତୀ ପାଳିତ ହୋଇଯାଇଛି। ସକାଳୁ ରାମନାଥ ପାତ୍ର ଓ ପୂର୍ଣ୍ଣ ଚନ୍ଦ୍ର ପାତ୍ରଙ୍କ ଦ୍ଵାରା ପ୍ରଭୂ ଧନ୍ୱନ୍ତରୀଙ୍କ ପୂଜାର୍ଚ୍ଚନା ହୋମ ଯଜ୍ଞ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଏକ
Read More...

ପାରଳାଖେମୁଣ୍ଡି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଦୀପାବଳି ଉତ୍ସବ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ଦୀପାବଳି ଉତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ଦେବୀମଠର ମହନ୍ତ ପୂଜ୍ୟଶ୍ରୀ ରାମାନନ୍ଦ ଦାଶ ଓ ବିଦ୍ୟାଳୟର ପରିଚାଳନା କମିଟିର ସହ ସମ୍ପାଦକ ଜନ୍ମେଜୟ ସାହୁଙ୍କ କରକମଳରେ ଦୀପ
Read More...

ଘୁ.ଉଦୟଗିରି ଏନଏସି ଉପ ନିର୍ବାଚନ, ତିନି ପ୍ରମୁଖ ଦଳର ପ୍ରାର୍ଥୀପତ୍ର ଦାଖଲ

ଘୁ.ଉଦୟଗିରି: ଏନଏସିର ପ୍ରାକ୍ତନ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ରଙ୍କ ଅକାଳ ବିୟୋଗ ପରେ ଅଧ୍ୟକ୍ଷା ପଦବୀ ନିମନ୍ତେ ଚଳିତ ମାସ ୨୯ତାରିଖ ଦିନ ମତଦାନ ଅନୁଷ୍ଠିତ ହେବ । ଉପନିର୍ବାଚନ ନିମନ୍ତେ ଆଜି ପ୍ରାର୍ଥୀ ପତ୍ର ଦାଖଲର ଅନ୍ତିମ ଦିବସରେ ପ୍ରମୁଖ ତିନି ଦଳ ବିଜେଡି, ବିଜେପି ଏବଂ
Read More...

ସ୍ୱାମୀନାଥନ୍‌ ଫାଉଣ୍ଡେସନ ପକ୍ଷରୁ ଚାଷୀମାନଙ୍କୁ ବିରି ବିହନ ପ୍ରଦାନ

ଦଶପଲ୍ଲା : ଜୟପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସ୍ୱାମୀନାଥନ୍‌ ଫାଉଣ୍ଡେସନ ତରଫରୁ ଦଶପଲ୍ଲା ବ୍ଲକ୍‌ର ଆଦିବାସୀ ଅଧ୍ୟୁଷିତ ଘୁଗୁଡିପଡା ଗ୍ରାମ ପଂଚାୟତର ପ୍ରାୟ ୨୦୦ରୁ ଅଧିକ ଚାଷୀ ମାନଙ୍କୁ ଉନ୍ନତମାନର ବିରି ବିହନ କିଟ୍‌ ସହିତ ମୃତ୍ତିକା ବିଶୋଧନ ନିମନ୍ତେ ଆବଶ୍ୟକୀୟ ବିଶୋଧନ ସାମଗ୍ରୀ
Read More...

ବୀରାମଚନ୍ଦ୍ରପୁର ଗ୍ରାମରେ ଶ୍ରୀରାମଚରିତ ପାରାୟଣ ଉଦଯାପିତ

ହରଭଙ୍ଗା : ବୀରାମଚନ୍ଦ୍ରପୁର ଗ୍ରାମର ସୁବର୍ଣ୍ଣମେରୁ ଶୈବ ପୀଠରେ ନଅ ଦିନ ଧରି ଶ୍ରୀରାମ ଚରିତ ମାନସ ପାରାୟଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଛି । ଏହି ନଅ ଦିନ ଗ୍ରାମରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଗ୍ରାମର ସମସ୍ତେ ଶୁଦ୍ଧ ଚିତରେ ଘରେ ଘରେ ସାକାହାରୀ ଭୋଜନ ସହିତ ନାମ
Read More...