Monthly Archives

November 2023

ସବୁ ପଞ୍ଚାୟତରେ ପହଞ୍ଚିଲା ଆମ ଓଡିଶା ନବୀନ ଓଡିଶା , ଅନ୍ତିମ ଦିନରେ କୋରାପୁଟ, ନୂଆପଡା ଓ ଯାଜପୁର ଜିଲ୍ଲାରେ ଶୁଭାରମ୍ଭ…

ଭୁବନେଶ୍ବର; ସବୁ ପଞ୍ଚାୟତରେ ପହଞ୍ଚିଲା ଆମ ଓଡିଶା ନବୀନ ଓଡିଶା । ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ଅକ୍ଟୋବର ୧୦ରୁ ଆରମ୍ଭ ହୋଇ ନଭେମ୍ବର ୧୦ରେ, ଏକ ମାସ ସମୟସୀମା ମଧ୍ୟରେ ମାତ୍ର ୧୩ ଦିନର କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ହୋଇଛି ଏହି
Read More...

ମର୍ଜାକୁଦଠାରେ ବୁଣାକାର ସଚେତନତା ଶିବିର,ବୁଣାକାରଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ

ବୌଦ୍ଧ : ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକ ବୌଦ୍ଧଙ୍କ ଆନୁକୂଲ୍ୟରେ ଶ୍ରୀ ଜଗନ୍ନାଥ ତନ୍ତୁବାୟ ସହଯୋଗ ସମିତିଲିଃ ତରଫରୁ ମର୍ଜାକୁଦ ଗ୍ରାମରେ ବୁଣାକାର ମାନଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନେ ଉକ୍ତ ଗ୍ରାମରେ ପହଂଚିବା ପରେ
Read More...

ସ୍ପଷ୍ଟ ଦିବାଲୋକରେ ବଡ଼ ଧରଣର ଲୁଟ୍‌. ଏଟିଏମ ଭ୍ୟାନରୁ ଲୁଟିନେଲେ ଦେଢକୋଟି ଟଙ୍କା

କଟକ : କଟକ ଜିଲ୍ଲାରେ ଆଜି ଘଟିଛି ଏକ ବଡ଼ ଧରଣର ଡକାୟତି । ଏଟିଏମରେ ଟଙ୍କା ଭରିବାକୁ ଯାଉଥିବା ଏକ ଭ୍ୟାନରୁ ଲୁଟି ନେିଛନ୍ତି ଦେଢ କୋଟି ଟଙ୍କା;ତାହାପୁଣି ସ୍ପଷ୍ଟ ଦିବାଲୋକରେ! ଲୁଟେରାମାନଙ୍କୁ ଧରିବା ପାଇଁ ପୁଲିସ ଜୋରଦାର ଉଦ୍ୟମ ଚଳାଇଛି । ଆଠଗଡ଼କୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ
Read More...

ବନବାସୀ ସେବା ସମିତିର ‘ରେଡିଓ ମହକ’ ଉଦଘାଟନ

ବାଲିଗୁଡା: କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତର ଏକ ରେଡିଓ କେନ୍ଦ୍ର ରେଡିଓ ମହକ ୮୯.୬ର ଉଦଘାଟନୀ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରିବନ କାଟି ଏହି ରେଡିଓ ମହକକୁ ଉଦଘାଟନ କରିଛନ୍ତି । ଉକ୍ତ
Read More...

କନ୍ଧମାଳକୁ ରେଳ ସଂଯୋଗ ଦାବିରେ ବନ୍ଦ ପାଳିତ

ବାଲିଗୁଡା: କନ୍ଧମାଳକୁ ରେଳ ସଂଯୋଗ ଦାବୀରେ ଆଜି କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳୁ ପରିଷଦର କର୍ମକର୍ତ୍ତା ମାନେ ବନ୍ଦ ପାଳନକୁ ସଫଳ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସଦର ମହକୁମା ଫୁଲବାଣୀର ମାଦିକୁନ୍ଦା ଛକରେ କର୍ମକର୍ତ୍ତା
Read More...

ଶ୍ରୀମନ୍ଦିରରେ ଠେଲାପେଲା, ୨୦ରୁ ଊର୍ଦ୍ଧ୍ୱ ଭକ୍ତ ଆହତ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଘଣ୍ଟିଦ୍ୱାର ଓ ସାତପାହାଚ ନିକଟରେ ମଙ୍ଗଳଆଳତୀ ସମୟରେ ଠେଲାପେଲା ହେବା ଯୋଗୁଁ ବହୁ ହବିଷ୍ୟାଳୀଙ୍କ ସମେତ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡିଛି । ବଗଲା ଧର୍ମଶାଳା ସରକାରୀ ହବିଷ୍ୟାଳୀ ସେଣ୍ଟରରେ ଥିବା ଜଣେ ହବିଷ୍ୟାଳୀଙ୍କ ଗୋଡରେ ଲାଗିଛି ଶକ୍ତ ଆଘାତ । ଆହତ
Read More...

ବିଜେଡିର ଜୋନ୍‌ସ୍ତରୀୟ ପ୍ରଶିକ୍ଷଣ ଶିବିର

ପାରଳାଖେମୁଣ୍ଡି : ନିର୍ବାଚନକୁ ଆଖି ଆଗରେ ରଖି ବିଜୁ ଜନତା ଦଳ କେବେ କୌଣସି କାର୍ଯ୍ୟକ୍ରମ କରେ ନାହିଁ । ସବୁବେଳେ ବିକାଶର କାର୍ଯ୍ୟ କରିଥାଏ । ଏହି ବିକାଶ ଧାରା ମୋହନା ନିର୍ବାଚନମଣ୍ଡଳୀରେ ଚାଲିଛି । ରାଜ୍ୟର ବିକାଶକୁ କିପରି ତ୍ୱରାନ୍ୱିତ କରାଯିବ ତାହା ଆମର ଲକ୍ଷ୍ୟ ବୋଲି ମୋହନା
Read More...

ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର କୁମାର ଦାସ,ଅତିରିକ୍ତ ଜିଲ୍ଲା
Read More...

ଜାତୀୟ ଆଇନ ସେବା ଦିବସ ପାଳିତ

ଫୁଲବାଣୀ :ଜାତୀୟ ଆଇନ ସେବା ଦିବସ ପାଳନ ଉପଲକ୍ଷେ ଆଜି ଏକ ଶୋଭାଯାତ୍ରା ସିଭିଲ୍‌ କୋର୍ଟ ପରିସର ମଧ୍ୟରୁ ବାହାରି ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାକୁ ପାରିବାରିକ ଅଦାଲତ ବିଚାରପତି ଦେବଦର୍‌ ଦାସ ମହାପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରା ବାହାରିବା
Read More...

ବାରବାଟୀ–କଟକ ବିଧାୟକ ମୋକିମଙ୍କ ୧୮ ନମ୍ବର ୱାର୍ଡରେ ଜନସଂପର୍କ ପଦଯାତ୍ରା

କଟକ : ଆଜି ବାରବାଟୀ–କଟକ ବିଧାୟକ ଇଂ.ମହମ୍ମଦ ମୋକିମ କଟକ ମହାନଗର ନିଗମ ୧୮ ନମ୍ବର ୱାର୍ଡରେ ଜନ ସଂପର୍କ ପଦଯାତ୍ରା କରିଛନ୍ତି । ୱାର୍ଡ ଅଞ୍ଚଳର ଓଡିଆ ବଜାର, ଗଙ୍ଗାମନ୍ଦିର, ବାଉଁଶ ଗଳି, ବାଙ୍କା ବଜାର, ସୂତାହାଟ ଆଦି ଅଞ୍ଚଳ ପଦଯାତ୍ରା କରି ସ୍ଥାନୀୟ ଜନସାଧାରଣଙ୍କୁ ଭେଟିଥିଲେ । ସ୍ଥାନୀୟ
Read More...