Monthly Archives

February 2024

ଆଗକୁ ନିର୍ବାଚନ ; ନୂତନ ଜ଼ିଲ୍ଲାପାଳ ଓ ଏସପିଙ୍କ ଉପାନ୍ତ ଅଞ୍ଚଳ ଗସ୍ତ

ହରଭଙ୍ଗା :ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ଼ ପଂଚାୟତର ଦୁର୍ଗମ ଇଲାକା କଣ୍ଡରା କାଚ ପାଜୁ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ କାଚପାଜୁ ଭୋଟ ଗ୍ରହଣ କେନ୍ଦ୍ର ପରିଦର୍ଶନ କରିଛନ୍ତି ବୌଦ୍ଧ ଜ଼ିଲ୍ଲାପାଳ ଜେ ସୋନାଲ ଓ ଆରକ୍ଷୀ ଅଧିକ୍ଷକ(ଏସପି) ରାଜ ପ୍ରସାଦ । ନିର୍ବାଚନକୁ ନେଇ
Read More...

ବାଲିଗୁଡା ବ୍ଲକରେ ୮ କେନ୍ଦ୍ରରେ ୧୪୩୩ଜଣ ଦେଲେ ମ୍ୟାଟ୍ରିକ ପରୀକ୍ଷା

ବାଲିଗୁଡା: ଆଜିଠୁ ଆରମ୍ଭ ହୋଇଛି ମ୍ୟାଟ୍ରିକ ପରୀକ୍ଷା । ଏଥିରେ ବାଲିଗୁଡା ବ୍ଲକରେ ୮ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୩୪୫୬ ଜଣରୁ ୧୪୩୩ ଜଣ ପରୀକ୍ଷା ଦେଇଛନ୍ତି । ବାଲିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟକୁ ନୋଡାଲ କେନ୍ଦ୍ର କରାଯାଇଛି । ଏହାକୁ ସୁରକ୍ଷା ବଳୟରେ ରଖାଯାଇଛି । ଆଜି ପ୍ରଥମ ଦିନରେ
Read More...

ବର୍ଦ୍ଧିତ ହାରରେ ଭତ୍ତା ଟଙ୍କା ବଣ୍ଟନର ଶୁଭାରମ୍ଭ କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର: ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କ ଦୈନନ୍ଦିନ ଜୀବନଯାପନକୁ ସହଜ ଓ ସୁଗମ କରିବା ନିମନ୍ତେ ଓଡିଶା ସରକାରଙ୍କ ତରଫରୁ ହିତାଧିକାରୀଙ୍କ
Read More...

ପୁରୀ ଜିଲ୍ଲାରେ ସିକିମ ଜମିପଟ୍ଟା ପ୍ରଦାନ ସମାରୋହ

ପୁରୀ : ରାଜ୍ୟରେ ସିକିମ ସ୍ୱତ୍ୱ ଭାବେ ରେକର୍ଡ଼ ହୋଇଥିବା ଜମିର ଦଖଲକାରୀଙ୍କୁ ସେହି ଜମି ଉପରେ ସ୍ଥିତିବାନ ସ୍ୱତ୍ୱର ପଟ୍ଟା ପ୍ରଦାନ ଏକ ଲୋକାଭିମୁଖୀ ପଦକ୍ଷେପ । ବର୍ଷ ବର୍ଷ ଧରି ସେମାନେ ସେହି ଜମିରେ ରହୁଥିଲେ ମଧ୍ୟ ସେମାନଙ୍କର ଅଧିକାର ସେ ଜମିରେ ନ ଥିଲା । ଆଜି ଠାରୁ ରାଜ୍ୟ ସରକାରଙ୍କ
Read More...

ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରଙ୍କୁ ଜୀବିକା ସହାୟତା ରାଶି ପ୍ରଦାନ

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଆରଏମସି ଠାରେ ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରଙ୍କୁ ଜୀବିକା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଜିଲ୍ଲାର ପ୍ରତ୍ୟେକ ଖାଦ୍ୟ ସୁରକ୍ଷା
Read More...

ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ସହାୟତା ରାଶି

ବାଲିଗୁଡ଼ା: ଜନମଙ୍ଗଳ ପାଇଁ ନବୀନ ଓଡ଼ିଶା ସଂକଳ୍ପ ବଦ୍ଧ । ଆଜି ରାଜ୍ୟର ୯୬ ଲକ୍ଷ ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପରିବାର ପିଛା ୧୦୦୦ ଟଙ୍କା ଜୀବିକା ସୁରକ୍ଷା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ
Read More...

ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ବରଗଡ ଶାଖା ତରଫରୁ କାର୍ଯ୍ୟବନ୍ଦ ଅନ୍ଦୋଳନ

ବରଗଡ : ୬ ଦଫା ଦାବି ନେଇ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ବରଗଡ ଶାଖା ତରଫରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବା ସହ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । କ୍ୟାଡର ପୁନଃଗଠନ, ରାଜସ୍ୱ ସୁପରଭାଇଜର ନାମ ପରିବର୍ତ୍ତନ କରି ଅତିରିକ୍ତ ତହସିଲଦାର କରାଯିବା, ଆରଆଇ, ଏଆରଆଇ ଏବଂ
Read More...

ଦୁର୍ଘଟଣାରେ ବନପାଳଙ୍କ ପରଲୋକ

ଦଶପଲ୍ଲା : ଡ୍ୟୁଟି ସାରି ଏକ ଜରୁରୀ କାମରେ ଘରକୁ ଫେରୁଥିଲେ । ମାତ୍ର ଘରଠାରୁ ଅଳ୍ପକିଛି ଦୂରରେ ଏକ ଗଛରେ ପିଟିହୋଇ ଜଣେ ବନପାଳଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ବାଣିଗୋଛା (ପୂର୍ବ) ବନାଞ୍ଚଳର ଢିପିସାହି ସେକ୍ସନରେ କାର୍ଯ୍ୟରତ ବନପାଳ ତରୁଣସେନ୍‌
Read More...

ଵିଶିଷ୍ଟ ସମାଜସେବୀଙ୍କ ପରଲୋକ

ବଡ଼ଶଙ୍ଖ ନୂଆସାହି ର ବିଶିଷ୍ଟ ସମାଜସେବୀ ତଥା ସଙ୍ଗଠକ ଦୁଃଖିଶ୍ୟାମ ମର୍ଦ୍ଦରାଜ ଙ୍କର ହୃଦଘାତରେ ଅକାଳ ବିୟୋଗ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୬୧ବର୍ଷ ବୟସ ହୋଇଥିଲା ।ମଙ୍ଗଳବାର ପ୍ରତ୍ୟୁଷରେ ତାଙ୍କର ନିଜସ୍ଵ ବାସଭବନରେ ପରଲୋକ ଘଟିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ଧର୍ମ
Read More...

ମହାପ୍ରଭୁଙ୍କୁ ଦର୍ଶନ କଲେ ତ୍ରିପୁରା ରାଜ୍ୟପାଳ

ପୁରୀରେ ତ୍ରିପୁରାର ରାଜ୍ୟପାଳ ଇନ୍ଦ୍ରସେନ ରେଡ଼ି ନାଲୁ । ଆଜି ପୂର୍ବାହ୍ନରେ ତ୍ରିପୁରା ରାଜ୍ୟପାଳ ଇନ୍ଦ୍ରସେନ ରେଡ଼ି ନାଲୁ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି । ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ
Read More...