Monthly Archives

February 2024

ପାତାଳୀ ମହୋତ୍ସବ ଅବସରରେ ପାତାଳୀ ସେନା ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ସୁବର୍ଣ୍ଣପୁର: ଆଜି ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ରଠାରେ ୧୯ତମ ମହୋତ୍ସବ ଅବସରରେ ସେଠାରେ ଏକ ମାଗଣା ରକ୍ତ ଦାନ ଶିବିର ସହ ନେତ୍ର ପରୀକ୍ଷା ଓ ରକ୍ତଚାପ, ଡାଇବେଟିସ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଠାକୁ ଆସିଥିବା ଦର୍ଶନାର୍ଥୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଠାରୁ ସମୁଦାୟ ୫୨ ୟୁନିଟ
Read More...

ଦ୍ୱିତୀୟ ଦିନରେ ରାମଗଡ଼ ପ୍ରିମିଅର୍‌ ଲିଗ୍‌; ଆଠମଲ୍ଲିକ ଓ ଧଳପୁର ବିଜୟୀ

ହରଭଙ୍ଗା :ମା' ବାଉରୀ କ୍ରିକେଟ ଆସୋସିଏସନ୍‌ ତରଫରୁ ଚାରିଦିନିଆ ଜିଲ୍ଲାସ୍ତରୀୟ ରାମଗଡ଼ ପ୍ରିମିଅର ଲିଗ୍‌-୨୦୨୪ ଆରମ୍ଭ ହୋଇଯାଇଛି । ଦ୍ୱିତୀୟ ଦିବସର ଅତିଥି ରୂପେ ହାଇସ୍କୁଲ୍‌ ପ୍ରଧାନ ଶିକ୍ଷକ ଶ୍ରୀନିବାସ ଦେହୁରୀ,ଗିରି ସାର,ମାନସ ସାର,ବିନୟ ସାର ପ୍ରମୁଖ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ
Read More...

ପୁରୀରୁ ଗଡିଲା ଲକ୍ଷ୍ମୀ ବସ

ପୁରୀ : ରାଜ୍ୟରେ ବିଭିନ୍ନ ଜିଲ୍ଲା ପରେ ଆଜି ପୁରୀରୁ ଗଡିଲା ଲକ୍ଷ୍ମୀ ବସ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସିଂ ଯୋଗ ଲକ୍ଷ୍ମୀ ବସ ସେବାର ଉଦଘାଟନ କରିଛନ୍ତି । ପୁରୀ ଜିଲ୍ଲାର ୧୧ଟି ବ୍ଲକର ସମସ୍ତ ୨୩ ପଞ୍ଚାୟତକୁ ଲକ୍ଷ୍ମୀ
Read More...

ବିଦ୍ୟାଳୟ ପରିଚାଳନା କମିଟି ଓ ପୁରାତନ ଛାତ୍ର ସଂସଦଙ୍କ ବିଦ୍ୟାଳୟ ନିର୍ମାଣ ସମୀକ୍ଷା

ପାରଳାଖେମୁଣ୍ଡି- ଗଜପତି ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟରେ ଥିବା ମହେନ୍ଦ୍ରଗିରି ସରକାରୀ (ପୌର) ଉଚ୍ଚ ବିଦ୍ୟାଳୟ ଭାରତ ସରକାରଙ୍କ ଦ୍ୱାରା ନୂତନ କୋଠା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ନିର୍ମାଣ ପାଇଁ ଅନୁମୋଦିତ ହୋଇଛି । ଏହାର ନିର୍ମାଣ କାମ ଜୋରସୋରରେ ଚାଲିଛି । ଜିଲ୍ଲା ଶିକ୍ଷା ବିଭାଗ
Read More...

ଚନ୍ଦ୍ରଭାଗାରେ ସପ୍ତମୀ ବୁଡ ଦେଲେ ଶ୍ରଦ୍ଧାଳୁ

ପୁରୀ : ପୂଣ୍ୟତୋୟା ଚନ୍ଦ୍ରଭାଗାରେ ସପ୍ତମୀ ବୁଡ ଦେଲେ ଶ୍ରଦ୍ଧାଳୁ । ପବିତ୍ର ମାଘସପ୍ତମୀ ବୁଡ ପାଇଁ ଚଳଚଞ୍ଚଳ ହେଲା ଅର୍କକ୍ଷେତ୍ର । ସାଧୁ ସନ୍ଥ ଓ ଲକ୍ଷାଧିକ ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ ଦେଇ ପୁଣ୍ୟ କମେଇବାର ବିଶ୍ୱାସ ରହିଥିବା ବେଳେ ୩୩ ପ୍ଲାଟୁନ ଫୋର୍ସଙ୍କ ସୁରକ୍ଷା ବଳୟରେ ସମାପନ
Read More...

ପୁରୀରୁ ଅଯୋଧ୍ୟା ଚାଲିବ ସ୍ୱତନ୍ତ୍ର ଟ୍ରେନ : ରେଳମନ୍ତ୍ରୀ

ପୁରୀ: ପୁରୀ ଶରଧାବାଲିଠାରେ ଓଡ଼ିଶା ତଥା ସମଗ୍ର ଭାରତ ପାଇଁ ୨୬ଟି ଜାତୀୟ ରାଜପଥ ପ୍ରକଳ୍ପ ଲୋକାର୍ପଣ କରି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ ଘୋଷଣା କରିଛନ୍ତି । ପୁରୀରୁ ଅଯୋଧ୍ୟା ସ୍ୱତନ୍ତ୍ର ଟ୍ରେନ ଚାଲିବ । ଜୁଲାଇ - ଅଗଷ୍ଟ ମାସରେ ଏହି ଟ୍ରେନ ଶୁଭାରମ୍ଭ ହେବ । ବହୁ
Read More...

ଭିଜିଲାନ୍ସ ଜାଲରେ ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ର

ବୌଦ୍ଧ: ଭିଜିଲାନ୍ସ ଜାଲରେ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଚଢଉ ଚାଲିଛି । ଭୁବନେଶ୍ୱର, ବୌଦ୍ଧ ଓ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର , ଭଞ୍ଜନଗର ଏପରିକି ୧୦ଟି ସ୍ଥାନରେ ଚଢଉ ଚାଲିଛି । ଭଡା ଘର, ଅଫିସ୍‌ , ପୈତୃକ ଘରେ ମଧ୍ୟ
Read More...

ରାମଗଡ଼ ପ୍ରିମିଅର୍‌ ଲିଗ୍‌ ଉଦଘାଟିତ

ହରଭଙ୍ଗା :ରଭଙ୍ଗା ବ୍ଲକ ରାମଗଡ ମା ବାଉରୀ କ୍ରିକେଟ ଆସୋସିଏସନ୍‌ ଆନୁକୂଲ୍ୟରେ ଚାରିଦିନିଆ ଜିଲ୍ଲାସ୍ତରୀୟ ରାମଗଡ଼ ପ୍ରିମିଅର ଲିଗ୍‌-୨୦୨୪ - ଆଜି ଅନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଆୟୋଜିତ ଉଦଘାଟନୀ ଦିବସର ପ୍ରଥମ ମ୍ୟାଚରେ ରାମଗଡ଼ ଦଳ ନିର୍ଦ୍ଧାରିତ ୧୫ ଓଭରରେ ୧୪୪ ରନ୍‌ କରି
Read More...

ସର୍ବଭାରତୀୟ ରାମଧୂନ୍‌ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ,କଟକକୁ ୨-୧ରେ ହରାଇ ସୁନାବେଡା ବିଜୟୀ

ସୁବର୍ଣ୍ଣପୁର: ଆଜି ୧୫ ତମ ସର୍ବଭାରତୀୟ ରାମଧୂନ୍‌ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟରେ କଟକ ରୋବୋର୍ସ ଏଥଲେଟିକ କ୍ଳବ ଓ ଟିୱାଇସି ସୁନାବେଡ଼ା ମଧ୍ୟରେ ସଂଘର୍ଷପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଥିଲା । ଆଜିର ଏହି ମ୍ୟାଚ ରେ ସୁବର୍ଣ୍ଣପୁର ବିଡ଼ିଓ ସୌମ୍ୟରଞ୍ଜନ ସ୍ୱାଇଁ ମୁଖ୍ୟ ଅତିଥି ଓ ପ୍ରାକ୍ତନ
Read More...

ଆଭାସୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନୂତନ ବସଷ୍ଟାଣ୍ଡ ଉଦଘାଟିତ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଠାରେ ବହୁ ପ୍ରତିକ୍ଷିତ ହରଭଙ୍ଗା ବସଷ୍ଟାଣ୍ଡ ଆଜି ସାମୂହିକ ଭାବେ ଉଦଘାଟିତ ହୋଇଯାଇଛି । ଉକ୍ତ ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ତଥା ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ, ପାନୀୟ ଜଳ ତଥା ପଞ୍ଚାୟତରାଜ ଓ ଲୋକ ସଂପର୍କ ଓ
Read More...