Monthly Archives

February 2024

ହାତୀପଲଙ୍କ ଅନୁପ୍ରବେଶ ପାଇଁ କଳାହାଣ୍ଡି ଜିଲ୍ଲା ତୁଣ୍ଡଲା ଅଞ୍ଚଳରେ ବିଦ୍ୟୁତ୍‌ ସେବା ବ୍ୟାହତ

ଭବାନୀପାଟଣା: ଗୋଟିଏ ହାତୀପଲ (୧୯ ଗୋଟି ହାତୀ) ଗତ ତା. ୩ ଫେବୃୟାରୀ ୨୦୨୪ ରିଖଠାରୁ କଳାହାଣ୍ଡି ଜିଲ୍ଲା ରୁପ୍ରାରୋଡ୍‌ ଜଙ୍ଗଲ ଅଞ୍ଚଳରୁ ତୁଣ୍ଡଲା ଅଞ୍ଚଳକୁ ପଶି ଆସିଛନ୍ତି । ଏହି ହାତୀପଲ ଖାଦ୍ୟ ଅନୁକ୍ଷେଣରେ ତୁଣ୍ଡଲା, ବିଜଖମନ, କିନେରକେଲା, ଥାପେନ, ପଲମ୍‌ ଏବଂ ଏହାର ଆଖପାଖ ଗ୍ରାମରେ
Read More...

ଜିଲ୍ଳା ପ୍ରଶାସନ ତରଫରୁ ଝୋଟ ବ୍ୟାଗ ପ୍ରଦାନ ଶୁଭାରମ୍ଭ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୌରପରିଷଦର ୱର୍ଡ ନଂ-୧ ଓମ୍‌ ଶାନ୍ତି କୋଲୋନୀ ଠାରେ ଝୋଟ ତିଆରି ବ୍ୟାଗ ପ୍ରଦାନର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଜିଲ୍ଲାର ପ୍ରତ୍ୟେକ ହିତାଧିକାରୀ ପରିବାର ଲୋକଙ୍କୁ ୨ ଗୋଟି
Read More...

ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥ କାଠ

ପୁରୀ : ଶ୍ରୀପଞ୍ଚମୀରେ ହେବ ରଥ କାଠ ଅନୁକୂଳ । ଏଥିପାଇଁ ଶୁକ୍ରବାର ସନ୍ଧ୍ୟାରେ ପୁରୀରେ ପହଞ୍ଚିଛି ପ୍ରଥମ ପର୍ଯ୍ୟାୟ ରଥ କାଠ । ନୟାଗଡ ବନଖଣ୍ଡର ଦଶପଲ୍ଲା ଅଞ୍ଚଳରୁ ଏହି କାଠ ପୁରୀରେ ଆସି ପହଞ୍ଚିଛି । ସମୁଦାୟ ୧୦୨ଖଣ୍ଡ କାଠ ଗଣ୍ଡି ଆସିଥିବା ବେଳେ ଏଥି ମଧ୍ୟରେ ୫୦ଟି ଅସନ ଓ ୫୨ ଟି ଧଉରା
Read More...

୫ମ ଓଡିଶା ଟ୍ରାଭେଲ ବଜାରକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ଇକୋ ରିଟ୍ରିଟ୍‌ କୋଣାର୍କଠାରେ ଓଡିଶା ଟ୍ରାଭେଲ ବଜାରର ୫ମ ସଂସ୍କରଣର ଉଦଘାଟନ କରିଛନ୍ତି । ଆଜି ଏହି ପ୍ରଦର୍ଶନୀରେ ୧୮ଟି ରାଜ୍ୟରୁ ୭୦ରୁ ଅଧିକ ଘରୋଇ ଟୁର ଅପରେଟର ଅଂଶଗ୍ରହଣ କରିବା ସହିତ ନିଜ ଟୁରିଜିମ ପ୍ରଡକ୍ଟଗୁଡିକୁ
Read More...

ଖରିଆର ରୋଡ଼ ପୋଲିସ୍‌କୁ ବଡ଼ ସଫଳତା; ଚୋରୀ ସାମଗ୍ରୀ ଉଦ୍ଧାର, ଅଭିଯୁକ୍ତ ଗିରଫ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖରିଆର ରୋଡ ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି । ଏକ ଚୋରୀ କେସ ରେଜିଷ୍ଟର ହେବାର ୨୪ ଘଣ୍ଟା ମଧ୍ୟରେ ଆସାମୀଙ୍କୁ ଖରିଆର ରୋଡ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଏ ନେଇ ଜନସାଧାରଣରେ ଖରିଆର ରୋଡ ପୋଲିସକୁ ଭୁରି ଭୁରି ପ୍ରଶଂସା କରାଯାଉଛି । ପ୍ରକାଶ ଯେ
Read More...

ଛତିଶଗଡରେ କଂଗ୍ରେସ ଖାତା ଖୋଲି ପାରିବ ନାହିଁ ! ଜାଣନ୍ତୁ ସର୍ଭେରେ ରାଜ୍ୟରେ କିଭଳି ରହିଛି ବିଜେପିର ସ୍ଥିତି

ଲୋକସଭା ନିର୍ବାଚନକୁ ମାତ୍ର କିଛି ମାସ ବାକି ଅଛି । ଏଭଳି ପରିସ୍ଥିତିରେ ସମସ୍ତ ରାଜନୈତିକ ଦଳ ନିଜ ଷ୍ଟ୍ରାଟେଜି ଲଗାଇବାରେ ବ୍ୟସ୍ତ ଅଛନ୍ତି । ଗୋଟିଏ ପଟେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଗ୍ରାଉଣ୍ଡ ସ୍ତରରେ ଲୋକଙ୍କ ସହ ଯୋଡି ଭୋଟ୍ ବ୍ୟାଙ୍କକୁ ଆକର୍ଷିତ କରିବାକୁ ଚେଷ୍ଟା କରୁଥିବା
Read More...

ରାଜ୍ୟ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ । ଷୋଡଶ ବିଧାନସଭାର ଏହା ହେଉଛି ଶେଷ ବଜେଟ୍ । ତେବେ ଆଗକୁ ନିର୍ବାଚନ ଥିବାରୁ ଏହି ୪ ମାସ ପାଇଁ କାମଚଳା ବଜେଟ୍ ପାରିତ କରାଯିବା ନେଇ ସୂଚନା ରହିଛି। ଅର୍ଥ ମନ୍ତ୍ରୀ ଶ୍ରୀ ଆରୁଖ ଆସନ୍ତା ଆର୍ଥିକ ବର୍ଷ ପାଇଁ ୨
Read More...

୩ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିସନ

ଓଡ଼ିଶା ଆସୁଛନ୍ତି ନିର୍ବାଚନ କମିସନ । ନିର୍ବାଚନ ପାଇଁ କମିଶନ ଓ ଅଧିକାରୀମାନେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତା ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହି ନିର୍ବାଚନ ସମୀକ୍ଷା କରିବେ ନିର୍ବାଚନ କମିସନ । ଏହି ସମୟରେ ସେ ରାଜ୍ୟ ପଦଧିକାରୀମାନଙ୍କ ସହ ସମୀକ୍ଷା କରିବେ ।
Read More...

ପାଟଣାଗଡ଼ ବ୍ଳକରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ

ପାଟଣାଗଡ଼ : ପାଟଣାଗଡ଼ ପଞ୍ଚାୟତ ସମିତି ସଭାଗୃହ ଠାରେ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ସମ୍ବନ୍ଧରେ ଏକ ପ୍ରସ୍ତୁତି ବୈଠକ ବିଡିଓ ସୁମନ୍ତ ମିଞ୍ଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କର୍ମଶାଳାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଅଗ୍ନିଶମ ବିଭାଗ
Read More...

ସୋହେଲାରେ ବିଜେଡିର ଜନ ସଂପର୍କ ପଦଯାତ୍ରା

ସୋହେଲା: ସୋହେଲାରେ ଆଜି ବିଜେଡିର ଜନ ସଂପର୍କ ପଦଯାତ୍ରା ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ସୁଶାନ୍ତ ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ସାମିଲ ହୋଇଥିଲେ । ଆଜି ସୋହେଲା ଏହି କାର୍ଯ୍ୟକ୍ରମ ଯୋଗୁଁ
Read More...